ତିନି ବର୍ଷ ପରେ କୋରାପୁଟରେ ବିଦେଶୀ ପର୍ଯ୍ୟଟକ
କୋରାପୁଟ: ଦୀର୍ଘ ୩ ବର୍ଷ ପରେ କୋରାପୁଟରେ ବିଦେଶୀ ପର୍ଯ୍ୟଟକ । କରୋନା କଟକଣା ଯୋଗୁ ବିଦେଶୀ ପର୍ଯ୍ୟଟକମାନଙ୍କୁ ଦେଖିବାକୁ ମିଳୁ ନ ଥିଲା । କରୋନା କଟକଣା କୋହଳ ହେବାର ତିନି ବର୍ଷ ପରେ କୋରାପୁଟ ଜିଲ୍ଲାର ଅନ୍କାଡେଲି ସାପ୍ତାହିକ ହାଟରେ ବିଦେଶୀ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଛି ।…