ରାଉରକେଲା ଆଂଚଳିକ କଳିଙ୍ଗ ହର୍ବଲ ମେଳା ନଭେମ୍ବର ୧୭ ରୁ
ରାଉରକେଲା : ଆଂଚଳିକ କଳିଙ୍ଗ ହର୍ବଲ ମେଳା ୧୭ ନଭେମ୍ବରରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ସ୍ଥାନୀୟ ଭଞ୍ଜ ଭବନ ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ ହେବ। ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ସାମ୍ବାଦିକ ସମ୍ମିଳନୀରେ ଏହା ସୂଚନା ଦେଇଛନ୍ତି। ମେଳା ସକାଳ ୬ଟାରୁ ସଂଧ୍ୟା ୯ ଟା ପର୍ଯ୍ୟନ୍ତ…