Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କ ଭାଷଣ ପରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପ: ଦଣ୍ଡ ସମୟ ସରିଥିବା ଗରୀବ ଆଦିବାସୀ କଏଦୀଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ପରେ ପଦକ୍ଷେପ ନେଲେ ସୁପ୍ରିମକୋର୍ଟ । ଖୁବ ଶୀଘ୍ର ଜେଲ୍ ରୁ ମୁକୁଳିବେ ସାମାନ୍ୟ ଅପରାଧ ପାଇଁ ଦଣ୍ଡ ସମୟ ସରିଯାଇଥିବା ଗରୀବ ଆଦିବାସୀ କଏଦୀ । ଜାମିନ ପରେ ବି ଛୋଟମୋଟ କଏଦୀ ଜେଲ୍ ଜୀବନ କାଟୁଥିବା ନେଇ ୨୬ ତାରିଖରେ ରାଷ୍ଟ୍ରପତି ନିଜ…

‘ଗଦ୍ଦାର’ ବିବାଦ ପରେ ଏକାଠି ହେଲେ ଗେହଲଟ୍ ଓ ପାଇଲଟ୍ : ଭାରତ ଯୋଡ଼ୋ ଯାତ୍ରା ଉପରେ ଲକ୍ଷ୍ୟ

ଜୟପୁର: ଅଶୋକ ଗେହଲଟ୍ ଓ ସଚିନ ପାଇଲଟ୍ ଏକାଠି । ରାଜସ୍ଥାନର କଂଗ୍ରେସରେ ଘଡିକେ ଛୁଟୁଛି ଘୋଡ଼ା । ପ୍ରଥମେ ଗଦ୍ଦାର ବିବାଦ ଆଉ ଏବେ କୋଳାକୋଳି। କିଛି ଦିନ ତଳେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ଗେହଲଟ୍ ଖୋଲାଖୋଲି ଭାବେ ପାଇଲଟଙ୍କୁ ‘ଗଦ୍ଦାର’ ବୋଲି କହିଥିଲେ ରାଜସ୍ଥାନର ପୂର୍ବତନ…

ଠିକାଦାରଙ୍କ ଘରେ ରେଡ୍: ରାତି ଅଧିଆ ଚଢାଉକୁ ନିନ୍ଦା କଲେ ପରିବାର

ପଦ୍ମପୁର: ଦିନକ ବ୍ୟବଧାନ ପରେ ପଦ୍ମପୁରରେ ପୁଣି ରେଡ୍ । ଠିକାଦାର ପ୍ରତାପ ପଟ୍ଟନାୟକଙ୍କ ଘରେ ଯାଞ୍ଚ । ରାତି ଅଧିଆ ରେଡ୍ କରିଛନ୍ତି ପଦ୍ମପୁର ଏନଏସି ଓ ଜିଏସଟି ଅଧିକାରୀ । ରେଡରେ ଅତିରିକ୍ତ ତହସିଲଦାର ରାମକୃଷ୍ଣ ମିଶ୍ର ସାମିଲ ଥିଲେ । ନିଜକୁ ସେ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ମାଜିଷ୍ଟ୍ରେଟ୍…

ଆଜିଠୁ ମେକ୍-ଇନ୍-ଓଡ଼ିଶା କନକ୍ଲେଭ୍, ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

ଭୁବନେଶ୍ୱର : ଆଜିଠୁ ମେକ୍-ଇନ୍-ଓଡ଼ିଶା କନକ୍ଲେଭ୍ । ୩ବର୍ଷ ପରେ ଓଡ଼ିଶାରେ ହେବାକୁ ଯାଉଛି ମେକ-ଇନ୍-ଓଡ଼ିଶା କନକ୍ଲେଭ । ୩ୟ ସଂସ୍କରଣକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ଦିନ ଧରି ହେବାକୁ ଥିବା କନକ୍ଲେଭରେ ବିଭିନ୍ନ ଶିଳ୍ପ ସଂସ୍ଥାମାନେ ସାମିଲ ହେବେ । ତେବେ ୬ ଲକ୍ଷ…

ପତିଙ୍କ ସହ ଯତିପାତ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ହେ ସତ୍ୟବାନ ! ମୋ କଥା ଟିକେ ମନଦେଇ ଶୁଣ । ବହି ମାଗାଜିନଠୁ ସୋସିଆଲ ମିଡ଼ିଆରେ ଯାହାସବୁ ଆମ ନାଁ ରେ ଲେଖୁଛ.. ଚାରିଆଡେ ଗପୁଛ, ସେସବୁ ପଢି ଶୁଣି ଆମ ଛାତି ଫାଟି ଯାଆନ୍ତାଣି । ନଫାଟି ରହିଛି ଏଇଥିପାଇଁ ଯେ, ତମରି ଫଟ ମୂରତିକି ଆମେ ଛାତି ଭିତରେ…

କବିତା : ମୁଠାଏ ମାଟି

ମଞ୍ଜୁ ରାଣୀ ବେହେରା ସେମାନେ ଅନେକ ପ୍ରଶ୍ନ କରନ୍ତି କ୍ୟାମେରା ଧରି ବୁମ୍ ଧରି କଲମଟେ ଧରି। ମାଳ ମାଳ ଦିଗହରା ପକ୍ଷୀ ପରି ଆହାର ସନ୍ଧାନେ ମେଞ୍ଚାଏ ଖୁଦ ଖେମ୍ପିବା ପାଇଁ ମୋ ଦୁଆରେ ମାଡ଼ି ବସନ୍ତି। ଧାନ ଅମଳ, ଆର୍ଥିକ ସାହାଯ୍ୟ ଭଲ ବିହନ, ଏ ସବୁକୁ ନେଇ ଢେର୍ ଯୁକ୍ତି…

ଭାଷା ଭାଗବତ : କୃତଜ୍ଞତା ସ୍ବୀକାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କୃତଜ୍ଞତାର ନାହିଁ ସୀମା ପ୍ରକାଶ କଲେ ମିଳେ କ୍ଷମା ମନରେ ରହେ ସୁଖ, ଶାଂତି ଉଭେଇଯାଏ ଭୟ, ଭ୍ରାଂତି କୃତଜ୍ଞ ରହିବା ସ୍ବଭାବ ଘୁଂଚାଏ ଅନେକ ଅଭାବ ସମାଜେ ବଢ଼ାଏ ସଦ୍‌ଭାବ ଲୋକେ କରଂତି ଅନୁଭବ ଏହି ନିର୍ଦିଷ୍ଟ ଭଲ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ, ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାର ପରିକ୍ରମା ଜାରିଅଛି । ଏମିତି କିଛି ପାର୍ଶ୍ଵ ଦେବୀ ଦେବତା ଅଛନ୍ତି, ଯାହାଙ୍କ ବିଷୟରେ ସାଧାରଣ…

ମଧୁମେହ ରୋଗୀଙ୍କ ପାଇଁ ବିଶେଷ ଚା’

ଓଡ଼ିଶା ସମ୍ବାଦ ବ୍ୟୁରୋ : ମଧୁମେହ ରୋଗୀ ମାନେ ଚା’ ପିଇବା ସମୟରେ କିଛିଟା ବାରଣ କରିଥାଆାନ୍ତି । ସେମାନେ ଚା’ ରେ ଚିନି ପକାଇ ପିଇବାକୁ ଇଛା କରନ୍ତି ନାହିଁ  । ସାଧାରଣତଃ ଚା’ ପାଟିକୁ ଟିକିଏ ମିଠା ନ ଲାଗିଲେ ପିଇବାକୁ ମନ ହୋଇନଥାଏ  । କିନ୍ତୁ ମଧୁମେୟ ରୋଗୀମାନେ ଚା’ରେ ଚିନି…

ବୋହୂ ପାଇଁ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନିଙ୍କୁ ନୋଟିସ୍

ମୁମ୍ବାଇ: ବିସିସିଆଇ ବସ ତଥା ସଭାପତି ରୋଜର ବିନ୍ନିଙ୍କୁ ନୋଟିସ୍ ହୋଇଛି। ବୋହୂ ମୟନ୍ତି ଲଙ୍ଗେର ଷ୍ଟାର ସ୍ପୋର୍ଟସରେ ନିଯୁକ୍ତ ଅଛନ୍ତି। ଏପରି ସ୍ଥିତିରେ ବୋର୍ଡର ସ୍ବାର୍ଥକୁ ଆଞ୍ଚ ଆସିପାରେ। ତେଣୁ ଏହାଉପରେ ଜବାବ ମଗାଯାଇଥିବା ସୂଚନା ରହିଛି। ବିସିସିଆଇର ନୈତିକ ଅଧିକାରୀ ବିନିତ ସରିନ…