Latest Odisha News

BREAKING NEWS

ଏଫଆଇଏଚ ମହିଳା ନେଶନ୍ସ କପ: ଭାରତୀୟ ଦଳର ଉପ ଅଧିନାୟିକା ହେଲେ ଦୀପ ଗ୍ରେସ

ନୂଆଦିଲ୍ଲୀ: ସ୍ପେନର ଭାଲେନ୍ସିଆରେ ଡିସେମ୍ବର ୧୧ରୁ ୧୭ ପର୍ଯ୍ୟନ୍ତ ଏଫଆଇଏଚ ମହିଳା ନେଶନ୍ସର ଉଦଘାଟନୀ ସଂସ୍କରଣ ଆୟୋଜିତ ହେବ । ଏଥିପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଗୋଲକିପର ସବିତା ପୁନିଆ ଅଧିନାୟିକା ଏବଂ ଓଡିଶାର ଷ୍ଟାର ଖେଳାଳି ଦୀପଗ୍ରେସ ଏକ୍କା ଉପ ଅଧିନାୟିକା ଦାୟିତ୍ୱ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରେ ଆଗରେ କିଡନୀ ରୋଗୀଙ୍କ ଧାରଣା ତୃତୀୟ ଦିନରେ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ଆଗରେ କିଡନୀ ରୋଗୀଙ୍କ ଧାରଣା ଜାରି ରହିଛି । ଆଜି ତୃତୀୟ ଦିନରେ ଏକାଧିକ କିଡନୀ ରୋଗୀ ମନ୍ତ୍ରୀ ନବ ଦାସଙ୍କ ଘରେ ଆଗରେ ଧାରଣା ଦେବା ସହ ସେଇଠି ରୋଷେଇ କରି ଖାଉଛନ୍ତି । ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ବିଫଳ ପରେ ମନ୍ତ୍ରୀଙ୍କ…

ଏକତ୍ର ଗୋଟିଏ ଫିଲ୍ମରେ ଆସୁଛନ୍ତି ସଞ୍ଜୟ, ମିଥୁନ, ସନୀ ଓ ଜ୍ୟାକି

ମୁମ୍ବାଇ:୮୦-୯୦ ଦଶକରେ ବଲିଉଡରେ ଝଡ ସୃଷ୍ଟି କରୁଥିବା ୪ ସୁପରଷ୍ଟାର ଗୋଟିଏ ଫିଲ୍ମରେ ଏକତ୍ର ଆସୁଛନ୍ତି । ଏହି ୪ଜଣ ହେଲେ ସନୀ ଦେଓଲ, ସଞ୍ଜୟ ଦତ, ମିଥୁନ ଚକ୍ରବର୍ତି ଓ ଜ୍ୟାକି ଶ୍ରଫ । ମେକର୍ସଙ୍କ ପକ୍ଷରୁ ଆଜି ଏହି ଆକ୍ସନ ଥ୍ରୀଲର ଫିଲ୍ମର ଫାଷ୍ଟ ଲୁକ ଜାରୀ କରାଯାଇଛି । ସଞ୍ଜୟ ଦତ ଏହାକୁ…

‘ବବିଙ୍କୁ ବିରୋଧ କରି ଅସନ୍ତୁଷ୍ଟ ବିଜେଡି ନେତା କଂଗ୍ରେସ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ଫଣ୍ଡିଂ…

ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ଶାସକ ଦଳ ବିଜେଡି ହାରିବା ପରେ ଏହାର ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି। ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏହା କହିଛନ୍ତି। ଏହାପରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଯେଉଁଥିରେ ବିଜେଡିର ସାଂଗଠନିକ…

୧୧ହଜାର କର୍ମଚାରୀଙ୍କୁ ଛଟେଇ କରିବ ‘ମେଟା’

ନୂଆଦିଲ୍ଲୀ : ଫେସବୁକର ପେରେଣ୍ଚ କମ୍ପାନୀ ମେଟା ୧୧ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ । କ୍ଷତିରେ ଚାଲୁଛି ସୋସିଆଲ ମିଡିଆ କମ୍ପାନୀ ମେଟା । ମେଟା ସିଇଓ ମାର୍କ ଜୁକରବର୍ଗ ଆଜି ଏନେଇ ଏକ ବ୍ଲଗ ପୋଷ୍ଟ କରିଛନ୍ତି । ମେଟା ଟିମରୁ ବଡ଼ ପଦବୀରେ ଥିବା ପ୍ରାୟ ୧୩ ପ୍ରତିଶତ କର୍ମଚାରୀଙ୍କୁ…

‘ମୁଁ ସୁସ୍ଥ ଅଛି’ ବୋଲି କହିଲେ ସାମନ୍ଥା

ନୂଆଦିଲ୍ଲୀ : ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ । ନିକଟରେ ସେ ରୋଗାକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଏହି ଖବରକୁ ନେଇ ଫ୍ୟାନ୍ସ ମାନେ ବହୁତ୍‌ ଦୁଃଖିତ ଥିଲେ। ତାଙ୍କ ସ୍ୱାସ୍ଥ୍ୟକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ସେ ଏବେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ନୀରବଙ୍କ ପାଇଁ ସବୁ ରାସ୍ତା ବନ୍ଦ, ଏଥର ଭାରତ ଆସିବାକୁ ବାଧ୍ୟ

ଲଣ୍ଡନ: ଭାରତର ମହା ଠକ ଭାବେ ପରିଚିତ ନୀରବ ମୋଦିଙ୍କ ପାଇଁ ଲୁଚି ରହିବାର ସମସ୍ତ ରାସ୍ତା ବନ୍ଦ ହୋଇଛି । ଏଥିର ୭ ହଜାର କୋଟି ଟଙ୍କା ଠକେଇ କରିଥିବା ନୀରବଙ୍କ ଶେଷ ଆଶା ବ୍ରିଟେନ ହାଇକୋର୍ଟ ଭାଙ୍ଗି ଦେଇଛନ୍ତି । ତାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ହାଇକୋର୍ଟରେ…

୧୩ ବର୍ଷ ପରେ ଟି୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନ

ସିଡନୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ପ୍ର୍‌ମ ଦଳ ଭାବେ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି । ଏଠାରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ପାକିସ୍ତାନ ୭ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୧୩ ବର୍ଷ ପରେ ପରେ ଟି୨୦ ବିଶ୍ୱକପ ଫାଇନାଲକୁ ଉନ୍ନୀତ ହୋଇଛି । ଭାରତ-ଇଂଲଣ୍ଡ ମଧ୍ୟରେ…

ବିଦ୍ୟାଳୟରୁ ନିଖୋଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ସନ୍ଦେହ

ନବରଙ୍ଗପୁର: ମିଳିଲା ନିଖୋଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ । ୨ ଦିନ ହେବ ବିଦ୍ୟାଳୟରୁ ନିଖୋଜ ଥିବା ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଗଛରୁ ମିଳିଛି । ଯାହାକୁ ନେଇ ନବରଙ୍ଗପୁର ଜିଲ୍ଲା ମାନିଗାଁ ଉଚ୍ଚ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ମୃତ ଛାତ୍ର ଶଙ୍କର ହରିଜନଙ୍କ ପରିବାର…

ଗଙ୍ଗୁବାଇ ଲୁକରେ ରାମ୍ପରେ ଚାଲିଲେ ମଡେଲ

ନୂଆଦିଲ୍ଲୀ : ବଲିଉଡର ସୁନ୍ଦରୀ ଆଲିଆ ଭଟ୍ଟ। କେବଳ ଦେଶରେ ନୂହେଁ ବିଦେଶରେ ମଧ୍ୟ ତାଙ୍କ ଲୁକ୍‌କୁ ପସନ୍ଦ କରିଛନ୍ତି ପ୍ରଶଂସକ। ଆଲିଆ ଭଟ୍ଟଙ୍କର ବିଦେଶରେ ବି ବହୁତ ଫ୍ୟାନ୍ସ ରହିଛନ୍ତି । ତାଙ୍କର ଅଭିନୟ ଏତେ ଦମଦାର ଯେ ତାଙ୍କର ଗୋଟିଏ ଗୋଟିଏ ଡାଏଲଗ୍‌ ଫ୍ୟାନ୍ସଙ୍କର ମନେ ରହିଯାଏ ।…