ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ବାଇଶି ପାହାଚ ଆଲୋଚନା ଭିତରେ ସେଠାରେ ଅଧିଷ୍ଠିତ ଦେବା ଦେବୀଙ୍କ ସମ୍ପର୍କରେ ସୂଚନା ଦେବା ନିହାତି ଆବଶ୍ୟକ। ପୁଣି ଶୈବ ଓ ବୈଷ୍ଣବ ଧାରା ଯେଉଁଠି ସମାନ ଭାବରେ ପ୍ରତିଷ୍ଠା ଲାଭ କରିଛି ସେଠାରେ ଶ୍ରୀ…