Latest Odisha News

BREAKING NEWS

ଫେକ୍ ଅଡିଓ ଜାରି କରି ବିଜେଡି ହିଂସାକୁ ଉସକାଉଛି: ବିଜେପି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବାର କେଇ ଘଣ୍ଟା ପୂର୍ବରୁ ଶାସକ ଦଳ ଏକ ପେନ୍ ଡ୍ରାଇଭରେ ରାଜ୍ୟ ବିଜେପି କର୍ମୀଙ୍କ ଏକ ଭିଡିଓ ଜାରି କରି ବିଜେପିକୁ ଟାର୍ଗେଟ୍ କରିଥିଲା। ସେହିପରି ବିଜେପି ମଧ୍ୟ ଏକ ଅଡିଓ କ୍ଲିପ ଜାରି କରି ବିଜେଡି ବିରୋଧରେ ବର୍ଷିଛି। ରାଜ୍ଯ ନିର୍ବାଚନ…

ଟ୍ବିଟରରେ ବ୍ଲ୍ୟୁ ଟିକ୍ ପାଇଁ ମାସିକ ପେମେଣ୍ଟ ମସ୍କଙ୍କୁ ବ୍ୟାକଫୁଟକୁ ଠେଲିବ?

ନୂଆଦିଲ୍ଲୀ: ଟ୍ବିଟରର ମାଲିକାନା ବଦଳିବା ପରେ ସିଇଓ ଏଲନ ମସ୍କ ଏହାକୁ ନୂଆ ଅବତାରରେ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରାଥମିକ ଭାବେ ମସ୍କ ବ୍ଲ୍ୟୁ ଟିକ୍ ୟୁଜରଙ୍କ ପାଇଁ ମାସିକ ଏକ ଦେୟ ସ୍ଥିର କରିଛନ୍ତି। ଯାହାକୁ ନେଇ ବ୍ଲ୍ୟୁ ଟିକ୍ ୟୁଜର ପାଇଁ ଏକ ବଡ ଚିନ୍ତାର କାରଣ ପାଲଟିଛି। କାରଣ ପ୍ରତି…

ଯିଏ ରାହୁଲ ଗାନ୍ଧୀଙ୍କୁ ନାପସନ୍ଦ ସିଏ ଗେହଲୋଟଙ୍କୁ ପସନ୍ଦ!

ଓଡ଼ିଶା ସମ୍ବାଦ ବ୍ୟୁରୋ: କଂଗ୍ରେସ ନେତୃତ୍ୱକୁ ଅଡ଼ୁଆରେ ପକାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ। ଦଳ ଚାହୁଁଥିଲେ ମଧ୍ୟ ତାଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ସାହାସ କରିପାରୁନି। ଗେହଲୋଟ୍ ମଧ୍ୟ ସୋନିଆ ଗାନ୍ଧୀଙ୍କ ନିକଟରେ କ୍ଷମା ମାଗି ସାରିଛନ୍ତି…

ଭୋଟ୍ ପୂର୍ବ ରାତିରେ ବିଜେପି ବିରୋଧରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଫେରାଦ

ଭୁବନେଶ୍ୱର: ରାତି ପାହିଲେ ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ପଡିବ। ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ହେଲେ ବିଜେଡି-ବିଜେପି ପରସ୍ପରକୁ ଟାର୍ଗେଟ କରିବା ଏବଂ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବା ପ୍ରକ୍ରିୟା ଥମିନାହିଁ। ଆଜି ରାତି ୯ଟା ବେଳେ ବିଜେଡିର ୪…

ସମ୍ବଲପୁରରେ ପ୍ରତି ବୁଧବାର ସରକାରୀ ଅଫିସ ବନ୍ଦ ପାଇଁ ଓକିଲ ସଂଘର ନିଷ୍ପତ୍ତି

ସମ୍ବଲପୁର: ଜୋର ଧରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିକଟରୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ମାଗିଛନ୍ତି। ହେଲେ ରାଜ୍ୟ ସରକାର ଏହି ରିପୋର୍ଟ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଏହାକୁ ବିରୋଧ କରିଛି…

ବ୍ରହ୍ମପୁରର ହୋଟେଲ୍‌ରେ ବ୍ୟାପକ ଚଢ଼ଉ

ବ୍ରହ୍ମପୁର:ବ୍ରହ୍ମପୁର ସହରରେ ଫାଷ୍ଟ ଫୁଡ ଏବଂ ଅନ୍ୟ ଖାଦ୍ୟ ସାମଗ୍ରୀ ପାଇଁ କେବଳ ଓଡ଼ିଶା ନୁହଁ, ବରଂ ଓଡ଼ିଶା ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। କିନ୍ତୁ ସହରର ଅନେକ ହୋଟେଲରେ ବାସି ଏବଂ ପଚାଶଢ଼ା ଖାଦ୍ୟ ପରସା ହେଉଛି। ଏନେଇ ପୂର୍ବରୁ ବହୁଥର ଅଭିଯୋଗ ହୋଇଥିଲା। ବୁଧବାର ଏହାକୁ ନେଇ…

ପୁରୀରେ ଉଦଘାଟିତ ହେଲା ଶହୀଦ ଜୟୀ ରାଜଗୁରୁ ଫାଉଣ୍ଡେସନ

ପୁରୀ: ପୁରୀର ଗାନ୍ଧୀ ସ୍ମୃତି ପୀଠରେ ଆଜି ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଶହୀଦ ଜୟୀ ରାଜଗୁରୁ ଫାଉଣ୍ଡେଶନ ଓଡିଶା ଚ୍ୟାପ୍ଟରର ଉଦଘାଟନ କରାଯାଇଥିଲା । ଶହୀଦ ଜୟୀ ରାଜଗୁରୁ ଫାଉଣ୍ଡେସନ ନୂଆଦିଲ୍ଲୀ ଓ ସର୍ବୋଦୟ ମେଳା କମିଟି ପୁରୀର ମିଳିତ ସହଯୋଗରେ ଏହାକୁ…

ଶୁଭ୍ରକାନ୍ତ ପଣ୍ଡା ହେଲେ ଫିକି ଇଣ୍ଡିଆର ପ୍ରଥମ ଓଡ଼ିଆ ସଭାପତି

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ଅଗ୍ରଣୀ କମ୍ପାନୀ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଥିବା ତଥା ଫିକିର ଉପସଭାପତି ଥିବା ଶୁଭ୍ରକାନ୍ତ ପଣ୍ଡା ଫିକିର ସଭାପତି ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ଫିକି ଇଣ୍ଡିଆର ସଭାପତି ହୋଇଛନ୍ତି ଶୁଭ୍ରକାନ୍ତ ପଣ୍ଡା। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍…

ଓଡ଼ିଶା ଆସିବେ ରାଷ୍ଟ୍ରପତି, ତ୍ରୁଟିଶୂନ୍ୟ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ। ଚଳିତ ମାସ ୧୦ ତାରିଖ ଦିନ ସେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବାକୁ ଯାଉଛନ୍ତି। ଦେଶର ସର୍ବୋଚ୍ଚ ପଦବୀରେ ବସିବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କର ପ୍ରଥମ ଓଡ଼ିଶା ଗସ୍ତ ହେବ। ତେଣୁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି।…

ୟୁକ୍ରେନକୁ ସହଯୋଗ କରି ପାକିସ୍ତାନ ସାଜିଛି ରୁଷର ଶତ୍ରୁ

ମସ୍କୋ: ୟୁକ୍ରେନକୁ ସହଯୋଗ କରିବା ନେଇ ପାକିସ୍ତାନ ଉପରେ ରୁଷ ଅସନ୍ତୁଷ୍ଟ ଅଛି । ଏ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି । ଏପରିକି ୟୁକ୍ରେନକୁ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିବାରେ ପାକିସ୍ତାନ ସହଯୋଗ କରୁଛି ବୋଲି ରୁଷର ସାଂସଦ ଇଗୋର ମୋରାଜୋଭ ମରାତ୍ମକ ଅଭିଯୋଗ ଆଣିଛନ୍ତି ।…