ରାୟଗଡ଼ାରେ ମୃତ୍ୟୁର ଜାଲ ବିଛାଇଛି ଏନଏଚଏଆଇ : ଗଳି ପଡିବ କି ଫ୍ଲାଏ ଓଭର ବ୍ରିଜ !
ରାୟଗଡା: ରାୟଗଡ଼ା ସହରର ଲାଇଫଲାଇନ କୁହାଯାଉଛି ଏନଏଚଏଆଇ ଉପରେ ଥିବା ଫ୍ଲାଏଓଭର ବ୍ରିଜ । ଏହି ଓଭର ବ୍ରିଜ ରାୟଗଡା ସହରକୁ ଦୁଇଭାଗରେ ବିଭକ୍ତ କରୁଛି । କୋରାପୁଟ , ଆନ୍ଧ୍ରପ୍ରଦେଶ , ଫୁଲବାଣୀ ,କଳାହାଣ୍ଡି ଏବଂ ଗଞ୍ଜାମ ଭୁବନେଶ୍ବରକୁ ଯୋଡିବାର ଏକ ମାତ୍ର ରାସ୍ତା ଥିବା ଏହି ଓଭର ବ୍ରିଜ୍ ଏବେ…