Latest Odisha News

BREAKING NEWS

ଚ୍ୟାଉପଟ୍ଟନାୟକଙ୍କ ସମେତ ବହୁ ଗଞ୍ଜାମ ବିଜେଡ଼ି ନେତାଙ୍କୁ ଥଇଥାନ

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ନିଗମ ଏବଂ ବୋର୍ଡର ଉପଦେଷ୍ଟା ଏବଂ ସଦସ୍ୟଙ୍କ ସମେତ ବିଭିନ୍ନ ପଦପଦବୀ ପାଇଁ ନାମ ଘୋଷଣା ହୋଇଛି। ଏଥିରେ ଗଞ୍ଜାମ ଜିଲାର ଅନେକ ବିଜେଡ଼ି ନେତାଙ୍କୁ ଥଇଥାନ କରାଯାଇଛି। ଗଞ୍ଜାମ ଜିଲା ବିଜେଡ଼ି ସଭାପତି ତଥା ପୂର୍ବତନ ବ୍ରହ୍ମପୁର ବିଧାୟକ ଡା.…

ଚାଷୀଙ୍କୁ ଦଳିଦେଲା ହାତୀ

ବ୍ରହ୍ମପୁର:ଛତିଶଗଡ଼ରୁ ଆସିଥିବା ଏକ ହାତୀପଲକୁ ଘଉଡାଇବା ବେଳେ ଚାଷୀଙ୍କୁ ଦଳିଦେଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର ତାରସିଂ ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକ ଜଣକ ହେଲେ ଚାଷୀ ପବିତ୍ର ପାତ୍ର(୪୮)। ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ…

ଖୋର୍ଧା, ପୁରୀ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ନେଇ ସତର୍କ ସୂଚନା

ଭୁବନେଶ୍ବର: ଉପକୂଳ ଓଡ଼ିଶାର ଖୋର୍ଧା ଓ ପୁରୀ ଜିଲ୍ଲାରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ସଂଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଗାମୀ ତିନି ଘଣ୍ଟା  ବର୍ଷା ସହ ଘଡ଼ଘଡ଼ି ହେବାର ସଂଭାବନା ଥିବାରୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗତକାଲିଠାରୁ…

ସାଉଥ ଆଫ୍ରିକାକୁ ୭ ଉଇକେଟରେ ହରାଇଲା ଭାରତ: ଆୟାରଙ୍କ ଶତକ

ରାଞ୍ଚି: ଭାରତ - ଦକ୍ଷିଣ ଆଫ୍ରିକା ମଧ୍ୟରେ  ଦ୍ବିତୀୟ ଦିନିକିଆ ମ୍ୟାଚରେ ଭାରତ ବିଜୟୀ ହୋଇଛି । ରାଞ୍ଚିରେ ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ସାଉଥ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୨୭୮ ରନ୍ ସଂଗ୍ରହ କରିଥିଲା । ଭାରତ ଆଗରେ ୨୭୯ ରନ୍ ବିଜୟ ଲକ୍ଷ୍ୟ ଥିବାବେଳେ ଭାରତ ୩…

ସାଇକେଲ ସହ ପୋଖରୀରେ ପଡ଼ି ନାବାଳକ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ସୁତାକଳ ଛକ ପାଖରେ ଆଶୁତୋଷ ଲେଙ୍କା(୧୨) ସାଇକେଲ ଚଲାଉଥିବା ବେଳେ ଅସାବଧାନତା ଯୋଗୁ ପୋଖରୀ ଭିତରକୁ ଚାଲି ଯାଇଥିଲେ । ଆଖପାଖରେ ଥିବା ଲୋକମାନେ ତୁରନ୍ତ ତାଙ୍କୁ ଯାଇ ଉଦ୍ଧାର କରିବା ସହିତ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା।…

ଫୁଟବଲ୍ ଖେଳୁଥିବା ବେଳେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ

ସୁନ୍ଦରଗଡ଼: ଖେଳ ପଡ଼ିଆରେ ଫୁଟବଲ୍ ଖେଳୁଥିବା ଚାଲିଗଲା ପ୍ରାଣ । ରବିବାର ଅପରାହ୍ଣରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବଣେଇଲତା ଗାଁରେ ଅଭାବନୀୟ ଘଟଣା ଘଟିଛି । ଫୁଟବଲ୍ ଖେଳ ବେଳେ ହୋଇଥିବା ବ୍ରଜପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ…

ଶିକ୍ଷୟିତ୍ରୀରୁ OAS, ଜଞ୍ଜାଳ ଭିତରେ ସ୍ୱପ୍ନ ସାକାର

ଝାରସୁଗୁଡ଼ା: ପେଶାରେ ଶିକ୍ଷୟିତ୍ରୀ । ତା ସାଙ୍ଗକୁ ପରିବାରର ବୋଝ । ତଥାପି ସେ ହାର୍ ମାନି ନାହାଁନ୍ତି । ବ୍ୟସ୍ତ ବହୁଳ ଜୀବନରେ ବ୍ୟତିବସ୍ତ ନହୋଇ ସଫଳତା ପାଇଛନ୍ତି । ଜଣେ ଶିକ୍ଷୟିତ୍ରୀରୁ ସେ ହୋଇଛନ୍ତି OAS । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିବା…

ଉପନିର୍ବାଚନ ପାଇଁ ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କଲା ବିଜେପି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜେପି ପ୍ରାର୍ଥୀ କରିଛି । ବାପା ବିଷ୍ଣୁଙ୍କ ଭଳି ଧାମନଗର ନିର୍ବାଚନ ମଣ୍ଡଳୀରେ ପୁଅ ସୂର୍ଯ୍ୟବଂଶୀଙ୍କ ଭଲ ଲୋକ ସମ୍ପର୍କ ଥିବା କୁହାଯାଉଛି ।…

ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ପାଇଁ କେଉଁଠୁ ଆସୁଥିଲା ଟଙ୍କା ? ଖୋଳତାଡ଼ ପାଇଁ RBIକୁ ଚିଠି

ଭୁବନେଶ୍ୱର: ବ୍ଲାକମେଲର ଅର୍ଚ୍ଚନା ଗିରଫ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଡିସିପି କହିଛନ୍ତି, ଅର୍ଚ୍ଚନା ନାଗଙ୍କ ବିରୋଧରେ ଜଣେ ଯୁବତୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ, ବନ୍ଧୁତା ପରେ ଅର୍ଚ୍ଚନା ଯୁବତୀଙ୍କ କିଛି ଅଶ୍ଲୀଳ ଫଟୋ…

ପରୀକ୍ଷା ନଦେଇ ରେଲୱେରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ…

ନୂଆଦିଲ୍ଲୀ: ରେଲୱେରେ ଚାକିରି ସୁଯୋଗ । ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀଙ୍କ ପାଇଁ ରେଲୱେରେ ନିଯୁକ୍ତି ସୁଯୋଗ ରହିଛି । ଆଇଆରସିଟିସି (IRCTC), ନର୍ଥ ଜୋନ୍ ଅପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । କମ୍ପ୍ୟୁଟର ଅପରେଟର ଓ ଆସିଷ୍ଟାଣ୍ଟ ଅପ୍ରେଣ୍ଟିସ୍ ପଦ ପାଇଁ…