Latest Odisha News

BREAKING NEWS

ଠିକା ନିଯୁକ୍ତି ପ୍ରଥାରୁ ହଟିଲେନି ପ୍ରାଥମିକ ସ୍କୁଲର ଶିକ୍ଷକ, ଝାଡିଲେ ଅସନ୍ତୋଷ

ଭୁବନେଶ୍ୱର: ରାଜ୍ୟ ସରକାର ଠିକା ନିଯୁକ୍ତି ପ୍ରଥା ହଟାଇଛନ୍ତି । ଏପରି କରି ଏକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି ବୋଲି ଶାସକ ଦଳର ନେତା କହୁଛନ୍ତି । କିନ୍ତୁ ସରକାର ଯେଉଁ ଠିକା ବ୍ୟବସ୍ଥା ଉଚ୍ଛେଦ କରିଛନ୍ତି ତାହା ସମସ୍ତଙ୍କ ପାଇଁ ନୁହେଁ ବୋଲି ସୂଚନା ରହିଛି । ଆଉ ଯେଉଁମାନେ ଠିକାରୁ…

କିଏ ହେବେ କଂଗ୍ରେସ ସଭାପତି ? ଆଜି ହେବ ଘୋଷଣା

ନୂଆଦିଲ୍ଲୀ: ​​ମଲ୍ଲିକାର୍ଜୁନ ଖଡ଼ଗେ ସଭାପତି ହେବେ କି ଶଶୀ ଥରୁର ।  ଆଜି 24 ବର୍ଷ ପରେ କଂଗ୍ରେସ ଏହାର ପ୍ରଥମ ଅଣ-ଗାନ୍ଧୀ ସଭାପତି ପାଇବ। କଂଗ୍ରେସ ସଭାପତି ପଦ ପାଇଁ ଭୋଟ୍ ଗଣନା ଆଜି  ବୁଧବାର ଦିନ ଅନୁଷ୍ଠିତ ହେବ।  24 ବର୍ଷ ପରେ ଗାନ୍ଧୀ ପରିବାର ବାହାରେ ଜଣେ ନେତା ଦେଶର ସର୍ବ ପୂରାତନ…

ଭାରତୀୟ ଟିମ ପାକିସ୍ତାନ ଗସ୍ତ ନକଲେ ଦିନିକିଆ ବିଶ୍ୱକପରୁ ଓହରିଯିବାକୁ ଚେତାବନୀ ଦେଲା ପାକିସ୍ତାନ!

ଇସଲାମାବାଦ: ପାକିସ୍ତାନରେ ଏବେ କ୍ରିକେଟକୁ ନେଇ ଚର୍ଚା ଜୋର ଧରିଛି ।  ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ଯିବ ନାହିଁ କହିବା ପରେ ପାକିସ୍ତାନରେ ଏବେ ଘନ ଘନ ବୈଠକ ଚାଲିଛି ।  ବିସିସିଆଇ ସମ୍ପାଦକ ଜୟ ଶାହ ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ବର୍ଷ ପାକିସ୍ତାନ ଗସ୍ତରେ ଯିବ ନାହିଁ ଭାରତ ।…

ଅଧିକ ସୁଧର ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଚିଟଫଣ୍ଡ ସଂସ୍ଥାର ମୁଖ୍ୟ ଗିରଫ

ଭୁବନେଶ୍ୱର: ଅଧିକ ସୁଧର ଲୋଭ ଦେଖାଇ ଠକେଇ କରିଥିବା ଅଭିଯୋଗରେ ଚିଟ୍ ଫଣ୍ଡ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଜୟଦୀପ ରାହା ଗିରଫ । ଓଡିଶା କ୍ରାଇମବ୍ରାଞ୍ଚର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ (EOW) ଏହି ଗିରଫ କରିଛି । ଓଡିଶାରୁ ୨.୬୨ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ରହିଛି। ୨୦୧୦ରୁ…

ଇଣ୍ଡୋନେସିଆରେ ହିଂସାକାଣ୍ଡ ଘଟିଥିବା ଫୁଟବଲ ଷ୍ଟାଡିୟମ ମାଟିରେ ମିଶିବ

ଇଣ୍ଡୋନେସିଆ ସରକାର ଯେଉଁ ଷ୍ଟାଡିୟମରେ 133 ଜଣ ଲୋକ ମରିଥିଲେ ତାକୁ ଧ୍ବଂସ କରିବାକୁ ନିଷ୍ପତ୍ତି ନେଇଛନ୍ତି । କଂଜୁରହାନ ଷ୍ଟାଡିୟମରେ ଫୁଟବଲ ମ୍ୟାଚ ପରେ ଦଳାଚକଟା ହୋଇ ଦୁଇ ସପ୍ତାହ ତଳେ 133 ଲୋକ ପ୍ରାଣ ହରାଇଥିଲେ । ଏଥିପାଇଁ ସାରା ବିଶ୍ବରେ ଇଣ୍ଡୋନେସିଆକୁ ସମାଲୋଚନା କରାଯାଇଥିଲା…

ଓମିକ୍ରନର ନୂଆ ସବ ଭାରିଆଣ୍ଟକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କଲେ ସମୀକ୍ଷା

ନୂଆଦିଲ୍ଲୀ: କୋଭିଡ-19 ଚିନ୍ତା ପୁଣି ଫେରିଛି । ଓମିକ୍ରନର ଏକ ନୂଆ ସବ ଭାରିଆଣ୍ଟ ଏକ୍ସବିବିର ପ୍ରଥମ କେସ୍ ସାମ୍ନାକୁ ଆସିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଲୋକମାନଙ୍କୁ ସଚେତନ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଏନେଇ  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡାଭିୟ ସ୍ୱାସ୍ଥ୍ୟ…

ଦାଉଦ ଓ ହାଫିଜକୁ ପାକିସ୍ତାନ କେବେ ହସ୍ତାନ୍ତର କରିବ? ମିଳିଲାନି ଉତ୍ତର

ନୂଆଦିଲ୍ଲୀ: ଇଣ୍ଟରପୋଲ ବୈଠକରେ ଯୋଗଦେବାକୁ ପାକିସ୍ତାନରୁ ଆସିଥିବା ପାକିସ୍ତାନୀ ଅଧିକାରୀଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ଦାଉଦ ବିଷୟରେ । ତେବେ ଅଧିକାରୀମାନେ ଏଭଳି ପ୍ରଶ୍ନ ଶୁଣି ଚକିତ ହୋଇଥିଲେ । ଅଧିକାରୀ ଚୁପ ରହିବା ସହ ପାଟିରୁ କଥା ପଦେ ବି କହିନଥିଲେ । ଇଣ୍ଟରପୋଲ…

ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନରେ ଲାଗିଗଲା ନିଆଁ

ଝାରୁସୁଗୁଡା: ବ୍ରଜରାଜନଗର ଷ୍ଟେସନରେ ଛିଡା ହୋଇଥିବା ଟ୍ରେନରେ ଲାଗିଗଲା ନିଆଁ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ହେଲେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ରହିଛି। ଅଗ୍ନିଶମ ବିଭାଗ ଆସି ନିଆଁ ଲିଭାଉଛି। ସୂଚନା ଅନୁଯାୟୀ, ମହାରାଷ୍ଚ୍ରର ଗୋନ୍ଦିଆରୁ ଆସିଥିଲା ଏହି ଟ୍ରେନ ।…

ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ବୈଠକ, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଆଶଙ୍କା କରିବା ପରେ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଏକ ବୈଠକ କରିଛନ୍ତି। ଏହି ବୈଠକରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କ ସହ ଏସଆରସି ସତ୍ୟବ୍ରତ ସାହୁ ଆଲୋଚନା କରିଛନ୍ତି। ଏଥିସହ ଜିଲ୍ଲାପାଳଙ୍କୁ ସତର୍କ…

ହିଜାବ ନ ପିନ୍ଧିବା ମହଙ୍ଗା ପଡିଲା କି ଇରାନ ଆଥଲେଟ ଏଲନାଜ ରେକାବିକଙ୍କୁ ?

ତେହେରାନ: ଇରାନର ମହିଳା ଆଥଲେଟ ଏଲନାଜ ରେକାବିକଙ୍କ ପତା ମିଳୁନି । ଯାହାକୁ ନେଇ ଭିନ୍ନ ଭିନ୍ନ ସନ୍ଦେହ ପୋଷଣ କରାଯାଉଛି । ରିପୋର୍ଟ ମୁତାବକ ସେ ହିଜାବ ପରିଧାନ କରି ନ ଥିବାରୁ ଇରାନ ସରକାର ତାଙ୍କୁ ଗିରଫ କରିଥିବା ଆଶଙ୍କା କରାଯାଉଛି । ସେ ୧୦ରୁ ୧୬ ଅକ୍ଟୋବର ପର୍ଯ୍ୟନ୍ତ ଦକ୍ଷିଣ କୋରିଆରେ…