Latest Odisha News

BREAKING NEWS

ହିଜାବ ନ ପିନ୍ଧିବା ମହଙ୍ଗା ପଡିଲା କି ଇରାନ ଆଥଲେଟ ଏଲନାଜ ରେକାବିକଙ୍କୁ ?

ତେହେରାନ: ଇରାନର ମହିଳା ଆଥଲେଟ ଏଲନାଜ ରେକାବିକଙ୍କ ପତା ମିଳୁନି । ଯାହାକୁ ନେଇ ଭିନ୍ନ ଭିନ୍ନ ସନ୍ଦେହ ପୋଷଣ କରାଯାଉଛି । ରିପୋର୍ଟ ମୁତାବକ ସେ ହିଜାବ ପରିଧାନ କରି ନ ଥିବାରୁ ଇରାନ ସରକାର ତାଙ୍କୁ ଗିରଫ କରିଥିବା ଆଶଙ୍କା କରାଯାଉଛି । ସେ ୧୦ରୁ ୧୬ ଅକ୍ଟୋବର ପର୍ଯ୍ୟନ୍ତ ଦକ୍ଷିଣ କୋରିଆରେ…

ସୁରକ୍ଷିତ, ନିରାପଦ ବିଶ୍ବ ଇଣ୍ଟରପୋଲ ସଦସ୍ୟ ରାଷ୍ଟ୍ରମାନଙ୍କ ଦାୟିତ୍ବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ 90 ତମ ଇଣ୍ଟରପୋଲ ବୈଠକରେ ସଂବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ବିଶ୍ବବାସୀ ଏକ ନିରାପଦ, ସୁରକ୍ଷିତ ବିଶ୍ବ ଚାହୁଁଛନ୍ତି । ଇଂଣ୍ଟରପୋଲ ଏଦିଗରେ ସମସ୍ତଙ୍କ ପାଇଁ ଉଦାହରଣ ହୋଇ…

ଯୁବତୀଙ୍କ ସହ ପ୍ରତାରଣା କରି ଗିରଫ ହେଲେ ଡାକ୍ତର ବାବୁ

ଭୁବନେଶ୍ୱର: ହୃଦୟ ଭାଙ୍ଗିଦେଲେ ହୃଦରୋଗ ବିଶେଷଜ୍ଞ। ଯୁବତୀଙ୍କ ସହ ପ୍ରେମ କଲେ, ବିବାହ ପ୍ରତିଶ୍ରୁୃତି ଦେଇ ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ, ହେଲେ ପ୍ରେମିକ କାହାକୁ ବିବାହ କରିବାକୁ ମନ ସ୍ଥିର କରିଥିବା ନେଇ ଜାଣିବା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ ପ୍ରେମିକା। ଆଉ ଶେଷରେ ପ୍ରତାରଣା କରି…

ଅର୍ଚ୍ଚନା ମାମଲାରେ ପୋଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

ଭୁବନେଶ୍ୱର: ଅର୍ଚ୍ଚନା ମାମଲାରେ ୭୦ କୋଟିର କାରବାର । ଫସିଛନ୍ତି ବିଜେପି, ବିଜେଡିର ବହୁ ନେତା । ତଦନ୍ତ କରିବାକୁ ଡରୁଛି ପୋଲିସ । ଆଜି ଏମିତି କିଛି କହି କଂଗ୍ରେସ ବିଧାୟକ ତାରା ବାହିନୀପତି ଟାର୍ଗେଟ୍ କରିଛନ୍ତି । କହିଛନ୍ତି, ବ୍ଲାକମେଲର ଅର୍ଚ୍ଚନା ନାଗ ସହ ନେତା, ମନ୍ତ୍ରୀ ଏବଂ…

ଜୋ ବାଇଡେନଙ୍କ ମନ୍ତବ୍ୟ ପରେ ଋଷ ଠାରୁ ତୈଳ କିଣିବାକୁ କହିଲା ପାକିସ୍ତାନ

ଓ୍ବାଶିଂଟନ: ଭାରତ ଯେଉଁ ଦରରେ ଋଷ ଠାରୁ ତୈଳ କିଣୁଛି ସେହି ଦରରେ ପାକିସ୍ତାନ ମଧ୍ୟ ଋଷଠାରୁ ତୈଳ କିଣିବ । ଆମେରିକା ଗସ୍ତରେ ଥିବା ପାକିସ୍ତାନ ଅର୍ଥମନ୍ତ୍ରୀ ଏପରି କହିଛନ୍ତି । ଅର୍ଥମନ୍ତ୍ରୀ ଇଶାକ ଡାର କହିଛନ୍ତି ଭାରତ ଭଳି ପାକିସ୍ତାନ ମଧ୍ୟ ଆଗାମୀ ଦିନରେ ଋଷ ଠାରୁ ତୈଳ କିଣିବାକୁ…

ମଧ୍ୟପ୍ରଦେଶର ମୋଗଲୀ ଛାତ୍ର, କଲେଜରେ ପିନ୍ଧୁ ନାହାନ୍ତି ସମ୍ପୂର୍ଣ୍ଣ ପୋଷାକ

ମୋଗଲୀ କାହାଣୀ ବିଷୟରେ କିଏ ବା ନ ଜାଣେ । ପେଂଚ ଜଙ୍ଗଲରେ ମିଳିଥିବା ଏକ ପିଲା ଉପରେ ରୁଡୟାର୍ଡ କିପଲିଙ୍ଗ ଜଙ୍ଗଲ ବୁକ ଲେଖିଥିଲେ । ଏହା ଉପରେ ହଲିଉଡରେ ଫିଲ୍ମ ବି ନିର୍ମିତ ହୋଇସାରିଛି । ମଧ୍ୟପ୍ରଦେଶର ବଡବାନୀ କଲେଜରେ ପାଠ ପଢ଼ୁଥିବା ମୋଗଲୀ ବୟ ଏବେ ଚର୍ଚ୍ଚାରେ । ସେ ମୋଗଲୀ ଜଙ୍ଗଲରେ…

ବିନ୍ନୀ ହେଲେ ବିସିସିଆଇର ୩୬ତମ ସଭାପତି

ମୁମ୍ବାଇ: ପୂର୍ବତନ ଅଲରାଉଣ୍ଡର ରୋଜର ବିନ୍ନୀ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ୩୬ତମ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ମଙ୍ଗଳବାର ବାର୍ଷିକ ବୈଠକ ପରେ ଏ ନେଇ ଚୂଡାନ୍ତ ଘୋଷଣା କରାଯାଇଛି । ୬୭ ବର୍ଷୀୟ ବିନ୍ନୀ ଏକମାତ୍ର ବ୍ୟକ୍ତି ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସୌରଭ…

ରାଜଧାନୀ ଉପକଣ୍ଠରେ କୃଷକ ମେଳି

ଭୁବନେଶ୍ୱର: ପୁଣି ମେଳି ବାନ୍ଧିଲେ ଚାଷୀ । ଦାନା ବାନ୍ଧିଲା ଆନ୍ଦୋଳନ । ଆଜି ହଜାର ହଜାର କୃଷକ ରାଜଧାନୀ ଆଡ଼କୁ ଆନ୍ଦୋଳନ ପାଇଁ ଅଗ୍ରସର ହେଉଥିବା ବେଳେ ରାଜଧାନୀ ଉପକଣ୍ଠରେ ଅଟକାଇଛି ପୋଲିସ । ବାଲିଅନ୍ତା ସାପ୍ତାହିକ ହାଟରେ ନବନିର୍ମାଣ କୃଷକ ସଂଗଠନର ରାଲିକୁ ପୋଲିସ ଅଟକାଇଥିଲା ।…

ରୋଗୀ ବେଶରେ ଏମକେସିଜି ମେଡିକାଲ ଯାଇ ୭ ଦଲାଲଙ୍କୁ ଧରିଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ରୋଗୀ ବେଶରେ ଡାକ୍ତରଖାନାକୁ ଯାଇ ଦଲାଲଙ୍କୁ ମାଡି ବସିଲା ବ୍ରହ୍ମପୁର ପୋଲିସ । ଏଭଳି ଘଟଣା ଆଜି ବ୍ରହ୍ମପୁର ଏମକେସିଜି ମେଡିକାଲଲରେ ଘଟିଛି । ଏମକେସିଜି ମେଡିକାଲରେ ଦଲାଲ ସକ୍ରିୟ ହୋଇ ଉଠିଥିବା ଏବଂ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଲୁଟୁଥିବା ନେଇ ଅନେକ ଦିନ ହେଲା ଅଭିଯୋଗ…

ୟୁଏଇକୁ ୭୯ ରନରେ ହରାଇଲା ଶ୍ରୀଲଙ୍କା, କାମରେ ଲାଗିଲାନି ମୟପ୍ପନଙ୍କ ହ୍ୟାଟ୍ରିକ

ଗିଲୋଙ୍ଗ: ଟି୨୦ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଶ୍ରୀଲଙ୍କା ୭୯ ରନରେ ୟୁଏଇକୁ ପରାସ୍ତ କରି ସୁପର ୧୨ ପ୍ରବେଶ ଆଶା ଉଜ୍ଜୀବୀତ ରଖିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୮ ୱିକେଟ ହରାଇ ୧୫୨ ରନ କରିଥିଲା । ପାଶୁମ ନିଶାଙ୍କା ୭୪ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଧନଞ୍ଜୟ…