Latest Odisha News

BREAKING NEWS

ଅମାବାସ୍ୟାରେ ହେବ ସୂର୍ଯ୍ୟପରାଗ, ଶ୍ରୀମନ୍ଦିରରେ କିଭଳି ହେବ ଦେବନୀତି

ପୁରୀ : କାର୍ତ୍ତିକ ମାସରେ ପଡ଼ୁଛି ଉଭୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ । ଅମାବାସ୍ୟା ତିଥିରେ ସୂର୍ଯ୍ୟ ପରାଗ ହେବା ସହ ପୂର୍ଣ୍ଣିମା ତିଥିରେ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଶ୍ରୀମନ୍ଦିରରେ କିଭଳି ଦେବନୀତି ସମ୍ପନ୍ନ ହେବ ସେନେଇ ସବୁଠି ଚର୍ଚ୍ଚା ଚାଲିଛି। ଶ୍ରୀମନ୍ଦିର ପରିଚାଳନା କମିଟି…

ଏସିଆ କପ କ୍ରିକେଟ ଖେଳିବାକୁ ପାକିସ୍ତାନ ଯିବନି ଭାରତ

ନୂଆଦିଲ୍ଲୀ: ୨୦୨୩ ଏସିଆ କପ କ୍ରିକେଟ ଖେଳିବା ପାଇଁ ପାକିସ୍ତାନ ଯିବନି ଭାରତ । ମଙ୍ଗଳବାର ବିସିସିଆଇ ସଚିବ ଜୟ ଶାହ ଏହା ସ୍ପଷ୍ଟ କରିଛନ୍ତି । ବର୍ତମାନ ପରିସ୍ଥିତିରେ ପାକିସ୍ତାନ କ୍ରିକେଟ ଖେଳିବା ପାଇଁ ଯିବା ସମ୍ଭବପର ନୁହେଁ । ମଙ୍ଗଳବାର ବିସିସିଆଇ ବୈଠକରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ…

ହାଇଦ୍ରାବାଦରୁ କାହିଁକି ମୁମ୍ବାଇ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ?

ଭୁବନେଶ୍ୱର: ହାଇଦ୍ରାବାଦରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇ ଯାଇଛନ୍ତି । ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଭବନର ସମ୍ପ୍ରସାରଣ ଲାଗି ଆସନ୍ତାକାଲି ଶିଳାନ୍ୟାସ କରିବେ । ଶିଳାନ୍ୟାସ ସାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ପୂର୍ବତନ ସହକର୍ମୀଙ୍କୁ ଦାୟୀ କରି ଟ୍ରେନ୍ ଟ୍ରାକରେ ଜୀବନ ହାରିଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ

ସମ୍ବଲପୁର: ମଙ୍ଗଳବାର ରେଳ ଧାରଣାରୁ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ ମିଳିଛି । ମୃତକ କ୍ଷିରୋଦ କୁମାର ନାଥ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ । ସମ୍ବଲପୁର ଜିଲ୍ଲା ସିନ୍ଦୂରପଙ୍କ ନିକଟରୁ କ୍ଷିରୋଦଙ୍କ ମୃତଦେହ ମିଳିଛି । ଟାମ୍ପେରକେଲା ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ…

ଆଧୁନିକତାର ପ୍ରଭାବରେ ହଜିଲାଣି ପାଲା ସଂସ୍କୃତି

ଯାଜପୁର : ଆଧୁନିକତାର ପ୍ରଭାବରେ ଧିରେ ଧିରେ ହଜିବାକୁ ବସିଛି ପାଲା ସଂସ୍କୃତି । ପାଲା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଗ୍ରାମବାସୀଙ୍କ ପ୍ରୟାସ ଜାରି ରହିଛି। ବିଂଝାରପୁର ବ୍ଲକ ଅରେଇରେ ଆୟୋଜିତ ହୋଇଛି ସପ୍ତମ ବାର୍ଷିକ ରାଜ୍ୟ ସ୍ତରୀୟ ପାଲା ମହୋତ୍ସବ । ତେବେ ଏହି ପାଲା ସଂସ୍କୃତିକୁ…

ବାତ୍ୟା ବିପଦ, କର୍ମଚାରୀଙ୍କ ଛୁଟି ବାତିଲ୍ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଅକ୍ଟୋବର ୨୨ରେ ବଙ୍ଗୋପସାଗରରେ ବାତ୍ୟା ନେଇ ପାଣିପାଗ ବିଭାଗ ଆକଳନ କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ପରେ ରାଜ୍ୟ ସରକାର ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରି ଦେଇଛନ୍ତି । ଅକ୍ଟୋବର ୨୩ରୁ ୨୫ ଯାଏ ୩ ଦିନ ପାଇଁ ସମସ୍ତ…

୨୨ ପରେ ବାତ୍ୟା: ଆଇଏମଡି ଡିଜି

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏ ବ୍ୟାପିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା…

ବଙ୍ଗୋପସାଗରରେ ବାତ୍ୟା ‘ସିତ୍ରଙ୍ଗ’ ଆଶଙ୍କା, ଜାଣନ୍ତୁ କେଉଁ ଦେଶ କରିଛି ନାମକରଣ, ଅର୍ଥ କଣ ?

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ମନରେ ଛନକା । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଆସୁଛି ବାତ୍ୟା । ଅକ୍ଟୋବର ୨୨ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ନେଇ ପାଣିପାଗ ବିଭାଗ ଆକଳନ କରିଛି । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗତକାଲି ସୃଷ୍ଟି…

କଳା ବ୍ୟାଚ ପିନ୍ଧି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଲେ ଓକିଲ

ଢେଙ୍କାନାଳ: କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କଳା ବ୍ୟାଚ ପରିଧାନ କରି ଧାରଣାରେ ବସିଛନ୍ତି କାମାକ୍ଷାନଗର ଓକିଲ ସଂଘର ଶତାଧିକ ଓକିଲ। ଗତ ମାସ ୨୮ ତାରିଖ ଦିନ ଏକ ରେଷ୍ଟୁରାଣ୍ଟରେ ଓକିଲ ଶଶଧର ମହାନ୍ତିଙ୍କୁ କିଛି ଅସାମାଜିକ ଯୁବକ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ଭାବେ…

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସହ ୬ ଜଣଙ୍କ ମୃତ୍ୟୁ

ଡେରାଡୁନ୍: କେଦାରନାଥରେ ବଡ଼ ଦୁର୍ଘଟଣା । ହେଲିକପ୍ଟର ଦୁର୍ଘଟଣାରେ ପାଇଲଟଙ୍କ ସହ ୬ ଜଣଙ୍କ ମୃତ୍ୟୁ ହୋଇଛି । କେଦାରନାଥ ଠାରୁ ମାତ୍ର ୨ କିଲୋମିଟର ଦୂର ଗରୁଡ଼ଚଟିରେ ଏହି ଦୁର୍ଘଟଣା ଘଟିଛି । ଖରାପ ପାଣିପାଗ ଯୋଗୁଁ ହେଲିକପ୍ଟର ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାରେ ୬ ଜଣଙ୍କ…