Latest Odisha News

BREAKING NEWS

ନିଲାମ ହେଲା ଓଡ଼ିଶାର ଦୁଇଟି କୋଇଲା ଖଣି

ଭୁବନେଶ୍ବର: ସିଏମଏସପି ଆଇନ ଏବଂ ଏମଏମଡିଆର ଆଇନର ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ଦ୍ୱିତୀୟ ପ୍ରୟାସ ଅଧୀନରେ ବାଣିଜ୍ୟିକ କୋଇଲା ଖଣିର ନିଲାମୀ ମାର୍ଚ୍ଚ ୩୦, ୨୦୨୨ରେ ଆରମ୍ଭ ହୋଇଥିଲା। ଏହି କ୍ରମରେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ  ଇ-ନିଲାମୀର ଦ୍ୱିତୀୟ ଦିନରେ ଦୁଇଟି ଏମଏମଡିଆର କୋଇଲା ଖଣି ନିଲାମ…

ଏକ ଲକ୍ଷ ଟଙ୍କାର ଲାପଟପ ମିଳିବ ୪୦ ହଜାର ଟଙ୍କାରେ  : ଅନିଲ ଅଗ୍ରଓ୍ବାଲ

ମୁମ୍ବାଇ:  ଆପଣ ଭଲ ଲାପଟପ୍ କିଣିବାକୁ ଚାହୁଁଛନ୍ତି କି? ଯଦି ହଁ ତେବେ ଆଉ କିଛି ଦିନ ଅପେକ୍ଷା କରନ୍ତୁ  । କାରଣ ହେଉଛି ଏହାର ଦାମ ଆଉ କିଛି ଦିନ ଭିତରେ ୪୦ ହଜାର ଟଙ୍କାରେ ମିଳିପାରେ । ଏଭଳି ଦାବି ରଖିଛନ୍ତି ଶିଳ୍ପପତି ଅନିଲ୍ ଅଗ୍ରଓ୍ବାଲ ।  ଏକ ଲକ୍ଷ ଟଙ୍କାର ଲାପଟପ  ୪୦ ହଜାର ଟଙ୍କାରେ…

ମୋହନ ଭାଗବତଙ୍କୁ ପ୍ରଶଂସା, କଂଗ୍ରେସକୁ ଗାଳି କଲେ ଗୁଲାମ ନବୀ ଆଜାଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: କଟ୍ଟର ହିନ୍ଦୁ ସଂଗଠନ ଆରଏସଏସ ପ୍ରମୁଖକୁ ପ୍ରଶଂସା କରିଛନ୍ତି ଗୁଲାମ ନବୀ ଆଜାଦ୍ । ଆଉ କଂଗ୍ରେସ ଉପରେ ବର୍ଷିଛନ୍ତି। ଏହି ଖବର ଅଜବ ଲାଗିଲେ ବି ସତ । ଯଦିଓ କେହି କେବେ ଆକଳନ କରିପାରୁନଥିବେ ହେଲେ ଗୁଲାମ ନବୀ ଆଜାଦ କଂଗ୍ରେସକୁ ବାଏ ବାଏ କରିବା ପରେ ତାଙ୍କ…

ବାଲ୍ୟ ବିବାହକୁ ପ୍ରତ୍ୟାଖ୍ୟାନ କରିଥିବା କିଶୋରୀଙ୍କୁ ମିଳିବ ଦକ୍ଷତା ବିକାଶ ତାଲିମ୍‌

ବ୍ରହ୍ମପୁର:ଗଞ୍ଜାମ ଜିଲାରେ ବାଲ୍ୟ ବିବାହ ଉପରେ ଅଂକୁଶ ଲଗାଇବା ପାଇଁ ଜିଲା ପ୍ରଶାସନ ଗୋଟିଏ ପରେ ଗୋଟିଏ ଅଭିନବ ପଦକ୍ଷେପ ଗ୍ରହଣ କରୁଛି। ଏହି କ୍ରମରେ ଆଉ ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପକୁ ସାମିଲ କରାଯାଇଛି। ଅଧାରୁ ପାଠ ଛାଡୁଥିବା ଝିଅମାନେ ବାଲ୍ୟ ବିବାହର ଶିକାର ହୋଇଥାଆନ୍ତି। ତେଣୁ…

ଆର ପାରିରେ ମହାନ ଟେନିସ ଖେଳାଳି ନରେଶ କୁମାର

ନୂଆଦିଲ୍ଲୀ: ଭାରତର ମହାନ ଟେନିସ ଖେଳାଳି ନରେଶ କୁମାରଙ୍କ ୯୩ ବର୍ଷ ବୟସରେ ବୁଧବାର ପରଲୋକ ହୋଇଯାଇଛି । ଷ୍ଟାର ଖେଳାଳି ଲିଆଣ୍ଡର ପେସଙ୍କ ସେ ଗୁରୁ ଥିଲେ । ୧୯୫୨ରେ ଡେଭିସ କପରେ ସେ ଡେବ୍ୟୁ କରିଥିଲେ । ସେ ତାଙ୍କ କ୍ୟାରିୟରରେ ୧୦୧ ୱିମ୍ବେଲଡେନ ମ୍ୟାଚ ଖେଳିଛନ୍ତି । ଡେଭିସ କପରେ ସେ ଭାରତର…

ବର୍ଷା ହେଲେ ବନ୍ଦ ହୋଇଯାଉଛି ଶବଦାହ

ବ୍ରହ୍ମପୁର: ବ୍ରହ୍ମପୁର ସହର ଶ୍ରୀରାମ ନଗର ବାସିନ୍ଦା ଶବଦାହ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। କିଛିଦିନର ବର୍ଷା ଯୋଗୁ ସାହିରେ ଥିବା ଏକମାତ୍ର ଶ୍ମଶାନ କାଦୁଅରେ ଭର୍ତ୍ତି ହୋଇଯାଇଛି । ବର୍ଷା ପାଣି ଜମି ରହିବାରୁ ଶବଦାହ ସମ୍ଭବ ହେଉନି । ବର୍ତ୍ତମାନ ବାସିନ୍ଦାଙ୍କୁ…

ନବରଙ୍ଗପୁର ପୋଲିସ ବାବୁଙ୍କ ଦାଦାଗିରି, ସାମ୍ବାଦିକଙ୍କୁ ଲାଠିରେ ପିଟିଲେ

ନବରଙ୍ଗପୁର:ନବରଙ୍ଗପୁର ପୋଲିସ ବାବୁଙ୍କ ଦାଦାଗିରି,ଖବର ସଂଗ୍ରହ କରିବା ପାଇଁ ଯାଇଥିବା ୩ ଜଣ ସାମ୍ବାଦିକଙ୍କୁ ଅତିରିକ୍ତ ଏସପିଙ୍କ ମାଡ଼ମାରିବା ସହ ଟାଣିନେଲେ ସାମ୍ବାଦିକଙ୍କ ମୋବାଇଲ। ଏହିଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ। ଘଟଣା ଅନୁସାରେ ପାପଡାହାଣ୍ଡି ସଦର…

ଫଟୋସପ୍ ଠକ ନନା,ବୁଲାଇଲେ କଳାକନା

କେନ୍ଦ୍ରାପଡ଼ା: ଠକଙ୍କୁ ତ ଆପଣ ଦେଖିଥିବେ  । ଏବେ ଜଣେ ମହାଠକଙ୍କୁ ଦେଖନ୍ତୁ । ଲୋକଙ୍କୁ  ଠକି ଠକି ସେ କେମିତି ବନିଛନ୍ତି ମହାଠକ । ଠକାମୀର ସବୁ ସୀମା ପାର କରିଛନ୍ତି ଫଟୋସପ୍ ଠକ୍ ନନା । କୁଳ ପୁରହୀତ ଠକ ନନା  ଏମିତି ଠକିଛନ୍ତି ଯେ ଯଜମାନଙ୍କ କୁଳ ବୁଡ଼ାଇଦେଇଛନ୍ତି । ଯଜମାନଙ୍କୁ ବି…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଉଥାପ୍ପା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ରବିନ ଉଥାପ୍ପା ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୨୦୦୭ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମୁକାବିଲା ପରେ ସେ ଭାରତର ଘରେ ଘରେ ପରିଚିତ ହୋଇ ଯାଇଥିଲେ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲର ଫଳାଫଳ ପାଇଁ…

ଶୁଭେନ୍ଦୁଙ୍କ ଫର୍ମୁଲାରେ ଓଡିଶା ବିଜେପି

ଭୁବନେଶ୍ୱର : କେନ୍ଦ୍ର ବିଜେପି ଫୋକସରେ ଓଡିଶା  । ଶାସକ ବିଜେଡିକୁ ଗାଦିଚ୍ୟୁତ କରିବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି  । ଓଡିଶା ବିଜେପି ଏହି ରଣନୀତି ପଶ୍ଚିମବଙ୍ଗ ବିଜେପି ଭଳି ଆକ୍ରମଣାତ୍ମକ ହେବାକୁ ଯାଉଛି  । କାରଣ ବିଜେଡିର କଟ୍ଟର ବିରୋଧି କୁହାଯାଉଥିବା ଜୟନାରାୟଣ ମିଶ୍ରଙ୍କୁ…