Latest Odisha News

BREAKING NEWS

ଫୁଟବଲ୍ ଖେଳୁଥିବା ବେଳେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ

ସୁନ୍ଦରଗଡ଼: ଖେଳ ପଡ଼ିଆରେ ଫୁଟବଲ୍ ଖେଳୁଥିବା ଚାଲିଗଲା ପ୍ରାଣ । ରବିବାର ଅପରାହ୍ଣରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବଣେଇଲତା ଗାଁରେ ଅଭାବନୀୟ ଘଟଣା ଘଟିଛି । ଫୁଟବଲ୍ ଖେଳ ବେଳେ ହୋଇଥିବା ବ୍ରଜପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ…

ଶିକ୍ଷୟିତ୍ରୀରୁ OAS, ଜଞ୍ଜାଳ ଭିତରେ ସ୍ୱପ୍ନ ସାକାର

ଝାରସୁଗୁଡ଼ା: ପେଶାରେ ଶିକ୍ଷୟିତ୍ରୀ । ତା ସାଙ୍ଗକୁ ପରିବାରର ବୋଝ । ତଥାପି ସେ ହାର୍ ମାନି ନାହାଁନ୍ତି । ବ୍ୟସ୍ତ ବହୁଳ ଜୀବନରେ ବ୍ୟତିବସ୍ତ ନହୋଇ ସଫଳତା ପାଇଛନ୍ତି । ଜଣେ ଶିକ୍ଷୟିତ୍ରୀରୁ ସେ ହୋଇଛନ୍ତି OAS । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିବା…

ଉପନିର୍ବାଚନ ପାଇଁ ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କଲା ବିଜେପି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜେପି ପ୍ରାର୍ଥୀ କରିଛି । ବାପା ବିଷ୍ଣୁଙ୍କ ଭଳି ଧାମନଗର ନିର୍ବାଚନ ମଣ୍ଡଳୀରେ ପୁଅ ସୂର୍ଯ୍ୟବଂଶୀଙ୍କ ଭଲ ଲୋକ ସମ୍ପର୍କ ଥିବା କୁହାଯାଉଛି ।…

ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ପାଇଁ କେଉଁଠୁ ଆସୁଥିଲା ଟଙ୍କା ? ଖୋଳତାଡ଼ ପାଇଁ RBIକୁ ଚିଠି

ଭୁବନେଶ୍ୱର: ବ୍ଲାକମେଲର ଅର୍ଚ୍ଚନା ଗିରଫ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଡିସିପି କହିଛନ୍ତି, ଅର୍ଚ୍ଚନା ନାଗଙ୍କ ବିରୋଧରେ ଜଣେ ଯୁବତୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ, ବନ୍ଧୁତା ପରେ ଅର୍ଚ୍ଚନା ଯୁବତୀଙ୍କ କିଛି ଅଶ୍ଲୀଳ ଫଟୋ…

ପରୀକ୍ଷା ନଦେଇ ରେଲୱେରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ…

ନୂଆଦିଲ୍ଲୀ: ରେଲୱେରେ ଚାକିରି ସୁଯୋଗ । ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀଙ୍କ ପାଇଁ ରେଲୱେରେ ନିଯୁକ୍ତି ସୁଯୋଗ ରହିଛି । ଆଇଆରସିଟିସି (IRCTC), ନର୍ଥ ଜୋନ୍ ଅପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । କମ୍ପ୍ୟୁଟର ଅପରେଟର ଓ ଆସିଷ୍ଟାଣ୍ଟ ଅପ୍ରେଣ୍ଟିସ୍ ପଦ ପାଇଁ…

ସାହିତ୍ୟ ସର୍ଜନା ପାଇଁ ଗୋଟିଏ ଜନ୍ମ ଯଥେଷ୍ଟ ନୁହେଁ : ଅର୍ଚ୍ଚନା

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ଅର୍ଚ୍ଚନା । ଗଳ୍ପ, ଉପନ୍ୟାସ, କବିତା ପ୍ରଭୃତି କ୍ଷେତ୍ରରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ…

ଶୋ ଛାଡିବା ପରେ କପିଲଙ୍କ ସହ କଥା ହୋଇ ପାରିନଥିଲେ ଅଲି ଅସଗର

ମୁମ୍ବାଇ: ଅଭିନେତା ତଥା କମେଡିଆନ ଅଲି ଅସଗର କପିଲ ଶର୍ମାଙ୍କ ପୁଣି 'ଦ କପିଲ ଶର୍ମା ଶୋ'ରେ ନଜର ଆସିବେ। ନିକଟରେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ଅଲି। ଅଲି ୨୦୧୭ ରେ କପିଲଙ୍କ ଲୋକପ୍ରିୟ କମେଡି ଶୋ ରୁ ବିଦାୟ ନେଇଥିଲେ ଏବଂ ଏହାର କାରଣ କ୍ରିଏଟିଭ ମତଭେଦ କରାଯାଉଥିବା ଦର୍ଶାଇଥିଲେ।…

ନନ୍ଦାହାଣ୍ଡିରେ ପୁଣି ବ୍ୟାପିଲା ଝାଡ଼ାବାନ୍ତି, ୧୭ ଅସୁସ୍ଥ

ନବରଙ୍ଗପୁର: ପୁଣି ବ୍ୟାପିଲା ଝାଡ଼ାବାନ୍ତି । କିଛିଦିନର ବ୍ୟବଧ୍ୟାନ ପରେ ପୁଣି ଥରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଝାଡ଼଼ାବାନ୍ତି ବ୍ୟାପିଛି । ବି.ମାଳିଗୁଡ଼ା ଗାଁର ଧୋବାସାହିରେ ଝାଡ଼ାବାନ୍ତିରେ ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି । ୧୫ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଓଜନ ହ୍ରାସ ପାଇଁ ଡାଏଟରେ ସାମିଲ କରନ୍ତୁ ‘ଗ୍ଲୁଟେନ ଫ୍ରି ଖାଦ୍ୟ’

ଓଡିଶା ସମ୍ବାଦ ବ୍ୟୁରୋ: ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଆଜିକାଲି ଅନେକ ଲୋକ ମୋଟାପଣ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଓଜନ କମେଇବାକୁ ପ୍ରତିଦିନ ବ୍ୟାୟାମ କରିବା ସହିତ ଏକ ସୁସ୍ଥ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ। ତେବେ ମଟାପଣ କମେଇବାକୁ ହେଲେ ଆପଣ ଖାଦ୍ୟରେ ଗ୍ଲୁଟେନ୍…

କଂଗ୍ରେସର ୧୩୭ ବର୍ଷ; ସବୁଠୁ ଅଧିକ ୨୨ ଧରି ଅଧ୍ୟକ୍ଷ ଅଛନ୍ତି ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ପାଇବ ନୂଆ ଅଧ୍ୟକ୍ଷ । ପାଖେଇ ଆସୁଛି ନିର୍ବାଚନ ତାରିଖ । ଆସନ୍ତା ୧୭ ତାରିଖରେ ଅଧ୍ୟକ୍ଷ ପଦ ପାଇଁ ମତଦାନ ହେବାକୁ ଥିବା ବେଳେ ୧୯ରେ ଆସିବ ଫଳାଫଳ । ଅଧ୍ୟକ୍ଷ ପଦ ହାତେଇବା ପାଇଁ ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶି ଥରୁର୍ ପ୍ରାଣପଣେ ଉଦ୍ୟମ କରୁଛନ୍ତି । ୧୩୭ ବର୍ଷର ପୁରୁଣା…