ଅଣ୍ଡା ତରକାରି ରାନ୍ଧିଲେନି ବୋଲି ମା’ଙ୍କୁ ହତ୍ୟା କରିଥିଲେ ପୁଅ
ବ୍ରହ୍ମପୁର: ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗଜାପଦର ଗ୍ରାମରେ ୬୫ ବର୍ଷୀୟା ତ୍ରିବେଣୀ ନାଇକଙ୍କ ହତ୍ୟା ପଛର କାରଣ କହିଛି ପୋଲିସ। ଅଣ୍ଡା ତାରକାରି ରାନ୍ଧିଲେନି ବୋଲି ତାଙ୍କ ପୁଅ ସନାତନ ହିଁ ତାଙ୍କୁ ହତ୍ୟା କରିଥିଲେ। ପୁଅ ସନାତନଙ୍କୁ ପୋଲିସ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ…