ଆତଙ୍କ ମାନେ ଆତଙ୍କ, କୈାଣସି ରାଜନୈତିକ ଶକ୍ତି ଏହାକୁ ଯଥାର୍ଥ କହିପାରିବେ ନାହିଁ: ଜୟଶଙ୍କର
ନୂଆଦିଲ୍ଲୀ: ଆତଙ୍କବାଦ ମୁକାବିଲା ନେଇ କଠୋର ହେବାକୁ ରୋକଠୋକ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଜୟଶଙ୍କର କହିଛନ୍ତି ଯେ ଆତଙ୍କବାଦ ମାନେ ହିଁ ଆତଙ୍କବାଦ । ଏହାର ଭିନ୍ନ ଅର୍ଥ କିଛି ହୋଇନପାରେ । କିଛି ରାଜନୈତିକ ଶକ୍ତି ଏହାକୁ ଭିନ୍ନ ଅର୍ଥରେ ବ୍ୟାଖା କରିପାରିବେ…