Latest Odisha News

BREAKING NEWS

୪ଜିଲ୍ଲା ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ୪ଜିଲ୍ଲା ମିଶନ ଶକ୍ତି ମା ମାନଙ୍କୁ ଭେଟିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସ ଠାରେ ଢେଙ୍କାନାଳ, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ  ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଥିଲେ । ୭୫ତମ ସ୍ବାଧୀନତା ଦିବସ ପାଳନ…

ଟି୨୦ ବିଶ୍ୱକପ କ୍ରିକେଟ: କୋହଲି, ରୋହିତଙ୍କ ପାଇଁ ଅଗ୍ନିପରୀକ୍ଷା

ମୁମ୍ବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳର ଘୋଷଣା ହୋଇଯାଇଛି । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପାଇଁ ଏହି ବିଶ୍ୱକପ ଅଗ୍ନିପରୀକ୍ଷା ସଦୃଶ । ତେବେ ଆସନ୍ତୁ ନଜର ପକାଇବା ଟିମ ଇଣ୍ଡିଆର ପଜିଟିଭ ଏବଂ ନେଗେଟିଭ ଦିଗ ପ୍ରତି ।…

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ପରେ କିନ୍ନରଙ୍କୁ ପ୍ରତାରଣା

ବ୍ରହ୍ମପୁର: ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ନେଇ ଜଣେ କିନ୍ନର ସୋମବାର ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ୧୯ ବର୍ଷୀୟ ଏହି କିନ୍ନରଙ୍କ ଅଭିଯୋଗ ହେଲା, ଗତ ପ୍ରାୟ ଏକ ବର୍ଷ ପୂର୍ବେ ବିଜିପୁର ଅଞ୍ଚଳର ଜଣେ ୨୨ ବଷୀୟ ଯୁବକଙ୍କ ସହ ସୋସିଆଲ ମିଡ଼ିଆରେ ସଂପର୍କ ସୃଷ୍ଟି…

ଶିକ୍ଷାମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆମରଣ ଅନଶନ

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଯୁକ୍ତ ସମୀର ରଞ୍ଜନ ଦାସଙ୍କ ୟୁନିଟ ୧ ସ୍ଥିତ ବାସଭବନ ସମ୍ମୁଖରେ ଓଡିଶା ଅଭିଭାବକ ମହାସଂଘ ତରଫରୁ ସାତ ଦଫା ଦାବୀ ନେଇ ଆମରଣ ଅନଶନ କରା ଯାଇଥିଲା  । ଦାବୀ ଗୁଡିକ ହେଲା ୧ ସ୍କୁଲରେ ଯେଉଁ ସୁବିଧା ଯୋଗାଉଛନ୍ତି, ସେହି ଅନୁସାରେ ଫିସ ନିର୍ଧାରଣ …

ଆରଏସଏସ ପୋଷାକରେ ନିଆଁ ଲଗାଇ ଟୁଇଟ କଲା କଂଗ୍ରେସ

ଭୁବନେଶ୍ୱର :  ଦେଶ ରାଜନୀତିରେ କଂଗ୍ରେସର ଭାରତ  ଯୋଡ଼ୋ ଯାତ୍ରା କୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି  ।  ଏହି ଯାତ୍ରା ଦିନକୁ ଦିନ ଯେତେ ଆଗକୁ ଯାଉଛି କଂଗ୍ରେସ ନିଜ ସ୍ଥିତିକୁ ସେତେ ଶକ୍ତିଶାଳୀ କରିବାରେ ଲାଗିଛି  । କଂଗ୍ରେସର ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜେପି ଏହି ପଦଯାତ୍ରାକୁ ନେଇ…

ଅଙ୍ଗନୱାଡ଼ି କେନ୍ଦ୍ର ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ, ବିପଦରେ ବସୁଛନ୍ତି କୁନି ଛୁଆ

କାମକ୍ଷାନଗର: ଅଧା ଛପର ନଥିବା ଚାଳ ଘର । ଚାଳ ଛପର ଅଧା ଉଡ଼ି ଯାଇଥିବା ବେଳେ କାନ୍ଥରେ ବି ବଳ ନାହିଁ । କେତେବେଳେ ଭୁଶୁଡ଼ି ପଡ଼ିବ କହିବା ମୁସ୍କିଲ୍ । ତଥାପି ଏଭଳି ବିପଦସଂକୁଳ ଅବସ୍ଥାରେ ଅଙ୍ଗନୱାଡ଼ି ପିଲାଙ୍କୁ ପଢ଼ା ଯାଉଛି । ଆଉ ୟେ ହେଉଛି ପିଲାଙ୍କ ପାଇଁ ୭ ଲକ୍ଷ ଟଙ୍କାରେ ନିର୍ମାଣ…

ଇଂଲଣ୍ଡରୁ କୋହିନୂର ହୀରା ଫେରାଇ ଆଣିବା ଲାଗି ଜୋର୍ ଧରିଲା ଦାବି

ପୁରୀ: ଫେରିବ କି କୋହିନୂର ହୀରା ? ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଇବ କି ଦୁର୍ମୂଲ୍ୟ କୋହିନୂର ହୀରା ? ସଫଳ ହେବ କି ଓଡ଼ିଶାବାସୀଙ୍କ ଦୀର୍ଘଦିନର ଦାବି ? ବ୍ରିଟେନ୍ ରାଣୀଙ୍କ ଦେହାନ୍ତ ପରେ ଏବେ ଏଭଳି ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଛି ଅଗଣିତ ଜଗନ୍ନାଥ…

ତାମିଲ ଫିଲ୍ମରେ ଡେବ୍ୟୁ କରିବେ ସଞ୍ଜୟ

ମାଡ୍ରାସ: ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଲୋକେଶ କନଗରାଜ ତାଙ୍କର ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଥାଲାପତି ବିଜୟ ଅଭିନୀତ ଏହି ଫିଲ୍ମରେ ସଞ୍ଜୟ ଦତ ଗ୍ୟାଙ୍ଗଷ୍ଟାର ଭୂମିକା କରୁଛନ୍ତି । ସଞ୍ଜୟଙ୍କ ଏହା ପ୍ରଥମ ତାମିଲ ଫିଲ୍ମ ହେବାକୁ ଯାଉଛି ।…

ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୨ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ: ଆସନ୍ତାମାସରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଭାରତୀୟ ଦଳରେ ରୋହିତ ଶର୍ମା ଅଧିନାୟକ ଥିବାବେଳେ, କେ.ଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ଦାୟିତ୍ବ ଦେଇଛି ବିସିସିଆଇ ।…

‘କଫି ୱିଥ୍ କରନ’ରେ ନଜର ଆସିବେ ଅନିଲ କପୁର ଏବଂ ବରୁଣ ଧାୱନ

ମୁମ୍ବାଇ: ଗ୍ଲାମର ୱାର୍ଲଡରେ ଯିଏ ଯେତେ ୟଙ୍ଗ ରୁହେ ତାର ଚାହିଦା ସେତେ ବଢେ। ବିଶେଷ କରି ଫିଲ୍ମି ଦୁନିଆରେ ଲୁକ ଉପରେ ଚାଲିଛି ବହୁତ ଚର୍ଚ୍ଚା। ଏଥର ଅନିଲ କପୁର ଏବଂ ବରୁଣ ଧାୱନ 'କଫି ୱିଥ୍ କରନ' ଶୋ'ରେ କରନ ଜୋହରଙ୍କ ଅତିଥି ହେବାକୁ ଯାଉଛନ୍ତି। ଆଉ ଏହି ଶୋରେ ଅନିଲଙ୍କ ୟଙ୍ଗ ରହିବା ଉପରେ…