Latest Odisha News

BREAKING NEWS

ଗାନ୍ଧୀ ଜୟନ୍ତୀ: ବାପୁଙ୍କ ଉପରେ ଆଧାରିତ ଏହି ଫିଲ୍ମ ଜିତିଛି ୮ ଟି ଓସ୍କାର

ମୁମ୍ବାଇ: ଦେଶର ପିତା, ପୂଣ୍ୟାତ୍ମା, ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ। ଗାନ୍ଧୀଜୀଙ୍କ ୧୫୩ତମ ଜନ୍ମଜୟନ୍ତୀ ଅବସରରେ ଆଜି ସମଗ୍ର ଦେଶ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରୁଛି। ତାଙ୍କର ବଳିଦାନ ଏବଂ ଶିକ୍ଷା ସମସ୍ତଙ୍କର ଚିରସ୍ମରଣୀୟ ହୋଇ ରହିଛି। ସ୍ୱାଧୀନତା କ୍ଷେତ୍ରରେ ଗାନ୍ଧୀଙ୍କ…

ମା’ କାଳରାତ୍ରି

ନବରାତ୍ରର ନବସ୍ୱରୂପର ସପ୍ତମ ରୂପ ‘ମା’ କାଳରାତ୍ରି ’ ନବରାତ୍ର ସପ୍ତମ ଦିବସରେ ମାଙ୍କୁ କାଳରାତ୍ରି ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କର ବିକଟାଳ ରୂପ। ଏହି ରୂପରେ ତ୍ରୀନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ ହୋଇ ହାତରେ…

ଭାଷା ଭାଗବତ : ବିଶ୍ବ ପ୍ରବାହ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିଶ୍ବ ଆନଂଦ ପରିପୂର୍ଣ ପ୍ରଭୁଂକ ସର୍ଜନା ନିଖୁଣ ବୈପରୀତ୍ୟର ସମ୍ମିଶ୍ରଣ ଅବୋଧ୍ୟ ଏହାର କାରଣ ଚକ୍ରାକାର ଏ ମହାବିଶ୍ବ ନାହିଁ ଆରଂଭ, ନାହିଁ ଶେଷ କିଏ ସଂପନ୍ନ, କିଏ ନିଃସ୍ବ ଅମୃତ ସହ ଥାଏ ବିଷ ତର୍କସଂଗତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ଅବସ୍ଥିତ ଚାରି ଆଶ୍ରମ ଭିତରେ ସବୁଠାରୁ ପୁରାତନ ଆଶ୍ରମ ହେଉଛି ମହର୍ଷି ମାର୍କଣ୍ଡଙ୍କ ଆଶ୍ରମ । ଏହି ଆଶ୍ରମର ବିଶେଷତ୍ୱ ହେଲା ଏହା ଈଶ୍ୱର…

ପୁଣି ଅନଲାଇନ ଠକାମିର ଶିକାର ହେଲେ ଜଣେ ବଲିଉଡ଼ ଅଭିନେତା

ମୁମ୍ବାଇ: ଅନଲାଇନ ଦୁନିଆକୁ ଯେତିକି ସୁବିଧା ଯୋଗାଉଛି ସେତିକି କ୍ଷତି ମଧ୍ୟ ପହଞ୍ଚାଉଛି। ଆଜିକାଲି ଅନଲାଇନ ଠକେଇ କଥା ସମସ୍ତେ ଜାଣିଥିବା ସତ୍ତ୍ୱେ ଭଲ ଭଲ ବ୍ୟକ୍ତି ଏହି ଠକାମି ଜାଲରେ ପଡିଯାଆନ୍ତି। ଏବେ କିନ୍ତୁ ଏହି ଠକେଇର ଶିକାର ହୋଇଛନ୍ତି ଅଭିନେତା ଅନ୍ନୁ କପୁର। ବଲିଉଡ଼ ଅଭିନେତାଙ୍କୁ…

ଏକ ସର୍ବକାଳୀନ ଆଦର୍ଶର ନାଁ ମହାତ୍ମା

ସେ ନାଁ ଏକ ଆଦର୍ଶ । ସେ ନାଁ ଏକ ଅନୁଷ୍ଠାନ । ସେ ନାଁ ଏକ ସର୍ବକାଳୀନ ସନ୍ତକ । ସେ ନାଁ ଏକ ସଶ୍ରଦ୍ଧ ଉଚ୍ଚାରଣ । ସେହି ନାଁରେ ଥିଲା ଏକ ପ୍ରବାହ, ମୁକ୍ତିର ମନ୍ତ୍ର । ମହାତ୍ମା, ଏକ ସର୍ବକାଳୀନ ଆଦର୍ଶ ଓ ସତ୍ୟାର୍ଥ ପ୍ରକାଶର ପ୍ରବାହ । ସମସ୍ତଙ୍କ ପ୍ରିୟର ବାପୁଜୀ, ଗାନ୍ଧିଜୀ ।…

ଜଗନ୍ନାଥଙ୍କୁ ନବୀନଙ୍କ ସହ ତୁଳନା କରି ବିବାଦୀୟ ହେବା ପରେ ସଫେଇ ଦେଲେ ମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ୱର: 'ସାଢ଼େ ଚାରିକୋଟି ଓଡ଼ିଆଙ୍କ ପରିଚୟ ଥିଲେ ଜଗନ୍ନାଥ। ଏବେ ଭାରତର ଯେକୌଣସି ସ୍ଥାନକୁ ଗଲେ ସେଠିକାର ଲୋକେ ପ୍ରଥମେ ନବୀନ ପଟ୍ଟନାୟକଙ୍କ କଥା କହୁଛନ୍ତି'। ବିଜେଡି ପ୍ରଶିକ୍ଷଣ ଶିବିରରେ ମନ୍ତ୍ରୀ ପ୍ରତାପ ଦେବଙ୍କ ଏହି ବୟାନ ବିବାଦୀୟ ହୋଇପଡିଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ…

ଶିଶୁ କବିତା : ବାପୁ

ସଫଳା ଦାସ କିଶୋର କିଶୋରୀ କଳିକା ଗଣ ଆମ ବାପୁଙ୍କର ଜନମ ଦିନ।। ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ ପାଳୁଥିଲେ ସତ୍ୟ ଅହିଂସା ନୀତି ।। ପିଲାଦିନେ ଦୋଷ ଅନେକ କରି ସ୍ୱୀକାର କରିଣ ଗଲେ ସୁଧୁରି।। ପାନ ବିଡି ନୁହେଁ ଛୋଟିଆ ନିଶା ଜଣା ପଡେ ନାହିଁ ଟାଣେ ପଇସା ।। ଖରାପ…

ସ୍ବଚ୍ଛ ସର୍ବକ୍ଷେଣ ୨୦୨୨: ଲଗାତର ୬ଷ୍ଠ ଥର ପାଇଁ ଶୀର୍ଷରେ ଇନ୍ଦୋର, ଭୁବନେଶ୍ବରର ସ୍ଥାନ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୨ରେ ପୁଣିଥରେ ମଧ୍ୟପ୍ରଦେଶର ଇନ୍ଦୋର ପ୍ରଥମ ସ୍ଥାନ ହାସଲ କରିଛି। ଲଗାତର ୬ଷ୍ଠ ଥର ପାଇଁ ଶୀର୍ଷ ସ୍ଥାନରେ ରହିବାରେ ରେକର୍ଡ କରିଛି । ଏଥି ସହିତ ଗୁଜୁରାଟର ସୁରଟକୁ ଦ୍ୱିତୀୟ ପରିଷ୍କାର ସହର ଭାବରେ ଚୟନ କରାଯାଇଛି। ସ୍ୱଚ୍ଛତା ସର୍ଭେରେ…

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା: ବିଜେପି ଘେରିଲା, ପୋଲିସ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ଜେରା ପାଇଁ ଡାକିଲା

ଭୁବନେଶ୍ୱର: ପୁରୀ ଜିଲ୍ଲା ୧୧ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ସକ୍ରିୟ ହୋଇଛି ପୋଲିସ। ବିଜେପି ପୋଲିସର ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇବା ସହିତ ଭୁବନେଶ୍ବର ଡିସିପି ଅଫିସ ଘେରାଉ କରି ଭାଇରାଲ ହୋଇଥିବା ଅଡିଓ କ୍ଲିପ ହସ୍ତାନ୍ତର…