Latest Odisha News

BREAKING NEWS

୧୩ରୁ ପୁଣି ବଢ଼ିବ ବର୍ଷା, ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପୁଣି ଭିଜିବ ଓଡ଼ିଶା । ୧୩ରୁ ବଢ଼ିବ ବର୍ଷା । ଲଘୁଚାପ ପ୍ରଭାବରେ ଏବେ ରାଜ୍ୟରେ ବର୍ଷା ଲାଗି ରହିଛି । ଅବପାତ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ପ୍ରଭାବରେ ଆଜି ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବରଗଡ଼, ଝାରସୁଗୁଡ଼ା,…

ନୀତୀଶ ଶପଥ ନେବା ପୂର୍ବରୁ ଗିରିରାଜ ସିଂ ମାରିଲେ କଟା ଘା’ରେ ଚୂନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଉ କିଛି ସମୟ ପରେ ବିହାରରେ ମହାମେଣ୍ଟ ପାର୍ଟ ଟୁ ସରକାର ଶପଥ ଗ୍ରହଣ କରିବ। ଏନଡିଏରେ ରହି ଅସନ୍ତୋଷ ଲାଭ କରିବା ପରେ ନୀତୀଶ କୁମାର ବିଜେପି ଛାଡି ଆରଜେଡିରେ ଯୋଗ ଦେଇଛନ୍ତି। ଗୋଟିଏ ପଟେ ନୀତୀଶ କୁମାରଙ୍କ ଏହି ନିଷ୍ପତ୍ତି ନେଇ ସବୁ ପ୍ରକାର କଳ୍ପନାଜଳ୍ପନା…

ଭୁବନେଶ୍ୱରରେ ସୁଧୁରିବ ଟ୍ରାଫିକ ସମସ୍ୟା ! ସ୍ଥିତି ଅନୁଧ୍ୟାନ କଲେ 5T ସଚିବ

ଭୁବନେଶ୍ୱର: ରାଜଧାନୀରେ ଲୋକସଂଖ୍ୟା ସହ ଦିନକୁ ଦିନ ବୃଦ୍ଧି ପାଉଛି ଗାଡ଼ି ମୋଟର ସଂଖ୍ୟା । ଫଳରେ ସହରରେ ଟ୍ରାଫିକ୍ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ରୂପେ ମୁଣ୍ଡ ଟେକିଛି । ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ…

ବାରମ୍ବାର ସରକାର ପରିବର୍ତ୍ତନ କରାଇ ନୀତୀଶ ବିଶ୍ୱସନୀୟତା ହରାଉଛନ୍ତି: ପିକେ

ପାଟଣା: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଓରଫ ପିକେ ବିହାରରେ ବାରମ୍ବାର ଦେଖାଦେଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏପରି ଅସ୍ଥିରିତା କିଛି ନୂଆ ନୁହେଁ ବୋଲି କହିବା ସହିତ ବାରମ୍ବାର କ୍ଷମତା ପାଇଁ ମେଣ୍ଟ ପରିବର୍ତ୍ତନ ନୀତୀଶଙ୍କ ବିଶ୍ୱସନୀୟତାକୁ ହ୍ରାସ…

ପାଟ୍ରୋଲିଂ ବେଳେ ଧରା ପଡ଼ିଲା ଚୋରା ସୁନା ବେପାର, ନଗଦ ଏକ କୋଟି ୨୨ ଲକ୍ଷ ଟଙ୍କା ସହ ୨୦ଟି ସୁନା ବିସ୍କୁଟ ଜବତ

ବ୍ରହ୍ମପୁର: ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଚାଲିଥିଲା ପାଟ୍ରୋଲିଂ । ବେଲେ ଧରା ପଡ଼ିଲା ଚୋରା ସୁନା ଚାଲାଣ । ବ୍ରହ୍ମପୁର ସହରରେ ଘଟିଛି ଏଭଳି କିଛି ଘଟଣା । ମଙ୍ଗଳବାର ଅପରାହ୍ଣରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହୃଦୟାନନ୍ଦ ସାମନ୍ତ ଏବଂ ତାଙ୍କ ଟିମ୍ ଲାଞ୍ଜିପଲ୍ଲୀ ବାଇପାସ୍…

କବିତା : ଦେହ ଦେଉଳ

ଗଦାଧର ସାହୁ ଦେହ ଯଦି ଦେଉଳ ହେଲା ନବଦ୍ଵାର ନଟି ତାଲା । ପଞ୍ଚ ମନ ସହ ପଚିଶି ପ୍ରକୃତି ଅହରହ ମିଶି ଖେଳ ଚାଲିଲା । ମନ ସେଠି ହୋଇ ପୂଜାରୀ ରୁପ ଧରି ଅଛି ମାର୍ଜାରୀ । ପ୍ରକୃତିଙ୍କ ସଙ୍ଗେ ଅହୋରାତ୍ର ଖେଳେ ଜିତିବା କମ୍ ବେଶି ହାରିଲା । ନବଦ୍ଵାରେ ପକାଇ ତାଲା…

ଭାଷା ଭାଗବତ : ଅସରଂତି ସୁଖ ଶାଂତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୩ ଯାହା ପାଇଲି ଖାଇ ଗଂଡେ ଦେହରେ ଢାଂକି ଲୁଗା ଖଂଡେ ସ୍ବନାମ ଧରି ନିଜ ତୁଂଡେ ହାତେ ମାପି ଚାଲେଁ ଚାଖଂଡେ ଭାବ ବୋକଚା ବୋହି ମୁଂଡେ ଗାଆଁ ଗଳି ଓ ରାଜ ଦାଂଡେ କେହି କହିଲେ ' ରହ ଦଂଡେ ' ମୋର ସଂକଳ୍ପ ଟିକେ ଛିଂଡେ ପାଇଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରମ ଆରାଧ୍ୟ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କଥା କହିବା ସହ ମୋର ପୂଜ୍ୟ ଦୀକ୍ଷା ଗୁରୁ ସ୍ୱାମୀ ଚେତନାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲିନ ହେବାପରର କାର୍ଯ୍ୟକ୍ରମରେ ବ୍ୟସ୍ତ…

କରୋନା ପରେ ଚୀନରେ ଚିହ୍ନଟ ହେଲେ ଆଉ ଏକ ନୂଆ ଭାଇରସ !

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଏବେ ଆଉ ଏକ ନୂଆ ଭାଇରାସ ବା ଭୂତାଣୁ ବିଶ୍ୱକୁ ଟେନସେନ ଦେଇପାରେ। ବୈଜ୍ଞାନିକମାନେ ପୁଣି ଥରେ ଏକ ନୂଆ ଭାଇରସ ପାଇଛନ୍ତି, ଯେଉଁଥିପାଇଁ ୩୫ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ବିଶେଷ କଥା ହେଉଛି ଏହି ଭାଇରାସ ଚାଇନାରେ ଦେଖିବାକୁ ମିଳିଛି। ଯେଉଁଠାରେ କରୋନା…

ଅଷ୍ଟମ ଥର ପାଇଁ ଶପଥ ନେବେ ନୀତୀଶ : ତେଜସ୍ୱୀ ଦ୍ୱିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟରେ ସାମିଲ ହେବେ ୩୫…

ପାଟଣା: ଆଜି ବୁଧବାର ବିହାରରେ ମହାମେଣ୍ଟ ସରକାର ଶପଥ ନେବ । ବିହାରରେ ବିଜେପି-ଜେଡିୟୁ ଏନଡିଏ ସରକାର ଭାଙ୍ଗିବା ପରେ ୨୦୧୫ ଶୈଳୀରେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ଅପରାହ୍ନ ୨ ଟାରେ ନୀତୀଶ କୁମାର ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ…