Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଘରୁ ୫୦ କୋଟି ପରେ ଅର୍ପିତାଙ୍କ ଆକାଉଣ୍ଟରୁ ଆଉ ୮ କୋଟି ଜବତ

କୋଲକାତା: ପାର୍ଥ ଚାଟାର୍ଜୀ ନା ଅର୍ପିତା ମୁଖାର୍ଜୀଙ୍କର । ଇଡି ରେଡ୍ ପରେ ମିଳିଥିବା ୫୦ କୋଟି କାହାର ? ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଟଙ୍କା ତାଙ୍କର ନୁହେଁ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ସମୟ କହିବ କିଏ ତାଙ୍କ…

ଉତ୍ତମ ମହାନ୍ତିଙ୍କ ଦେହ ଖରାପ; ଘର ଆଗରେ ଭିଡ଼ ନକରିବାକୁ ମିଡିଆକୁ ଅନୁରୋଧ କଲେ ଅପରାଜିତା

ଭୁବନେଶ୍ୱର: ବାବୁସାନ-ପ୍ରକୃତି-ତୃପ୍ତି କଳିର ଟିକିନିକି ଖବର ଦେଖାଇବାକୁ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ସଂସ୍ଥା ବାବୁସାନଙ୍କ ଘର ଆଗରେ ଦିନ ରାତି ଡେରା ପକାଇ ବସୁଛନ୍ତି । ବାଲୋକୀନ, ଘର ଅଗଣା, ଛାତ ଉପରେ ଆଦି ବାହାରୁ ଦେଖାଯାଉଥିବା କେଉଁ ବି କୋଣ ମିଡିଆ କ୍ୟାମେରାରୁ ବାଦ୍ ପଡୁନି ।…

ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ସ୍ୱାମୀ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ଥାନା ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟାରେ ଟିକିନା ଦାଶ ନାମକ ଜଣେ ମହିଳା କୀଟନାଶକ ପିଇ ଗୁରୁତର ହୋଇଥିଲେ । ପରେ ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ (ଏମକେସିଜି)ରେ ତାଙ୍କର ମୃତ୍ୟୁ…

କଣାସରେ ବିଳମ୍ବିତ ରାତିରେ ବୋମା ମାଡ଼

କଣାସ: ପୁରୀ ଜିଲ୍ଲାର କଣାସରେ ବୋମା ମାଡ଼ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଣାସ ଗଡ଼ଖାରଦ ଗ୍ରାମରେ ବୋମା ମାଡ଼ ହୋଇଥିବା ଜଣାପଡ଼ିଛି । ରଘୁ ମାନସିଂହଙ୍କ ଘରେ ବିଳମ୍ବତି ରାତିରେ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ୭-୮ ଜଣ ଦୁର୍ବୁତ୍ତ ଆସି ବୋମା ମାଡ଼ କରିଥିବା ଜଣାପଡ଼ିଛି…

ଭଲ ଲେଖା, ଲେଖକକୁ ପାଠକ ନିକଟରେ ବଞ୍ଚାଇ ରଖେ : ରଞ୍ଜନ ପ୍ରଧାନ

ସମ୍ପ୍ରତି ଓଡ଼ିଆ ସାହିତ୍ୟର ଏକ ସୁପରିଚିତ ନାମ ରଞ୍ଜନ ପ୍ରଧାନ। ତାଙ୍କ ଲେଖନୀର ସ୍ୱର ଖୁବ ଶାଣିତ । ବୃତ୍ତିରେ ଜଣେ ସାମ୍ବାଦିକ ଭାବରେ ସେ ଯେତିକି ଦକ୍ଷ ପ୍ରବୃତ୍ତିରେ ଜଣେ ଗାଳ୍ପିକ ଭାବରେ ମଧ୍ୟ ସେତିକି ପରିଚିତ । ନିଜ ଅନୁଭବ ଓ ଅନୁଭୁତିରେ କଳ୍ପନାର ରଙ୍ଗ ଭରି ସେ ସାହିତ୍ୟ ସୃଷ୍ଟି…

ଦୁଇ ମାଲବାହୀ ଟ୍ରକ ଧକ୍କା; ଦୁଇ ମୃତ ଓ ଦୁଇ ଗୁରୁତର

ନୂଆପଡ଼ା: ନୂଆପଡା ଜିଲ୍ଲା ତରବୋଡ ଫାଣ୍ଡି ଜାତୀୟ ରାଜପଥ ନଂ- ୩୫୩ ଉପରେ ଦୁଇ ମାଲବାହୀ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ଟ୍ରକ ନଂ- ଓଡି ୧୮ ଏଫ ୩୫୧୪ ଏବଂ ସିଜି…

ଆଇଆଇଏମ ନାମଲେଖା ପାଇଁ କ୍ୟାଟ୍ ପରୀକ୍ଷା ତାରିଖ ପ୍ରକାଶିତ; ୩ ଅଗଷ୍ଟରୁ ରେଜିଷ୍ଟ୍ରେସନ

ଭୁବନେଶ୍ୱର: ପ୍ରକାଶ ପାଇଲା ଆଇଆଇଏମ(ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ) ପ୍ରବେଶିକା ପରୀକ୍ଷା ତାରିଖ । ବିଧିବଦ୍ଧ ଭାବେ ଆଇଆଇଏମ ବିଜ୍ଞପ୍ତି ଜାରି କରାଯାଇଛି । ୧ ଅଗଷ୍ଟ ରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଗୁରୁତ୍ୱପୂର୍ଣ୍ଣ…

ଶିମିଳିପାଳରେ ବିରଳ କଳା ବାଘ ଦୃଶ୍ୟମାନ

ଭୁବନେଶ୍ୱର: ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ଏକ ବିରଳ କଲା ବାଘ ଦେଖିବାକୁ ମିଳିଛି । ଅର୍ନ୍ତଜାତୀୟ ବାଘ ଦିବସରେ ଆଇଏଫଏସ ସୁଶାନ୍ତ ନନ୍ଦ ଏହି ବାଘର ଏକ ଭିଡିଓ ସେୟାର କରିଛନ୍ତି । ବାଘର ପିଠି ପଟ କଳା ହୋଇଥିବା ବେଳେ ସୁନେଲୀ ରଙ୍ଗର ଷ୍ଟ୍ରାପ୍ ଥିବା ଦେଖାଯାଉଛି । Tigers are symbol…

ଝାରସୁଗୁଡ଼ା ଡାକ୍ତରଖାନାରୁ ବିଚାରଧୀନ ଅଭିଯୁକ୍ତ ଫେରାର

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ବିଚାରଧୀନ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ସେ ହେଉଛନ୍ତି ଇନ୍ଦ୍ରଜିତ ସହାଣୀ । ଘର ବିହାର ମାଧେପୁର ଥାନା ବୋଥନା ଗାଁ । ତେବେ ସେ ଗତ ୨୬ ତାରିଖ ବ୍ରଜରାଜନଗର ଓରିଏଣ୍ଟ ଥାନା ଅଞ୍ଚଳରୁ ଏକ ଟ୍ରକ ଚୋରି…

ବିଜୟଲକ୍ଷ୍ମୀ ହୋତାଙ୍କ ଯୋଗ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ରୂପା ପବ୍ଲିକେଶନ୍ସ ଦ୍ୱାରା ପ୍ରକାଶିତ, ଯୋଗ ବିଶାରଦ ବିଜୟଲକ୍ଷ୍ମୀ ହୋତାଙ୍କ ‘ଯୋଗ ଫର୍ ସୁପର ଇମ୍ୟୁନିଟି ପୁସ୍ତକ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ରାଜ୍ୟପାଳ ପୁସ୍ତକଟିର ଲୋକପ୍ରିୟତା…