ରାଜନୈତିକ ଚାନ୍ଦା ଜରିଆରେ କଳାଟଙ୍କା ବ୍ୟବହାର ରୋକିବାକୁ ନିର୍ବାଚନ ଆୟୋଗର ବଡ଼ ପ୍ରସ୍ତାବ
ନୂଆଦିଲ୍ଲୀ: ରାଜନୈତିକ ଦଳମାନଙ୍କୁ ମିଳୁଥିବା ଚାନ୍ଦା ବାବଦରେ ନିୟମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ନିର୍ବାଚନ କମିଶନ। ଏ ନେଇ ଆଇନ ମନ୍ତ୍ରାଳୟକୁ ଏକ ସୁପାରିଶ କରିଛନ୍ତି। ଯେଉଁଥିରେ ନଗଦ ରାଶିର ପରିଣାମ ସର୍ବାଧିକ ଟଙ୍କା ୨୦ ହଜାରରୁ ୨ ହଜାର କରିବାକୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରୀୟ…