Latest Odisha News

BREAKING NEWS

ପରଲୋକରେ ଗାୟିକା ନିର୍ମଳା ମିଶ୍ର

ଭୁବନେଶ୍ୱର : ବିଶିଷ୍ଟ ଗାୟିକା ନିର୍ମଳା ମିଶ୍ରଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଲାଙ୍କୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ହୃଦ୍‌ଘାତ ଯୋଗୁ କଲିକତାର ସଲ୍ଟଲେକସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିଲା । ସ୍ୱର୍ଗତଃ ମିଶ୍ର ପ୍ରଥମ କରି ୧୯୬୦ ମସିହାରେ ଶ୍ରୀ ଲୋକନାଥ ଚଳଚ୍ଚିତ୍ରରେ…

ଶିଶୁ କବିତା : ଟିକି ଆଶା

ବନ୍ଦିତା ଦାଶ ଆକାଶରେ କଳାମେଘ ଗଛରେ ପତର ବଗ କହେ , ବଗୁଲୀ ଲୋ ଯିବା ଏବେ ଘର ।। ଖୋଜାଖୋଜି ନଈ,ନାଳ ମାଛ, ଗେଣ୍ଡା ପାଇଁ ନୟାନ୍ତ ହେଲା ଜୀବନ ସବୁ ଦେଲେ ଖାଇ ।। ଆମେ ଅଧା ପେଟହେଲେ ଚଳିବ ଆମର ପିଲାଏ ଖାଇବେ କିସ କହ ଲୋ ଏଥର ।। ବାଣ୍ଟି କୁଣ୍ଟି ଖାଉଥାଅ କାଟି କୁଟି…

ଅନୁବାଦ ଗଳ୍ପ : ଅରଣ୍ୟ ଫସଲ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୪ ମୂଳ ପଞ୍ଜାବୀ: ମହୀନ୍ଦର ସିଂହ ସରନା ଜଳନ୍ତା ନିଆଁର ଭାଟି ଉପରକୁ ଉହୁଙ୍କିପଡ଼ି ସେଥିରେ ଆଉ କିଛି କୋଲଇା ଭରିଲାବେଳେ ଦୀନାର ଲୁହାପରି କଳାମଚମଚ ଶରୀରଟା କେମିତି ବ୍ରୋଞ୍ଜ୍ ମୂର୍ତ୍ତିଟିଏ ପରି ଚକମକ କରୁଥିଲା । ଜଣେ ହୃଷ୍ଟପୁଷ୍ଟ…

କବିତା : ଚାନ୍ଦିନୀର ରୁମାଲ

ନିରଞ୍ଜନ ନାୟକ ସ୍କୁଲ ସମୟରେ ଚାନ୍ଦ ଭଳି ଦିଶୁଥିଲା ଚାନ୍ଦିନୀ ତା'ର କଳାରଙ୍ଗର ବେଣୀରେ ଧଳା ରଙ୍ଗର ରିବନ ଶୋଭା ଶୋଭାପାଉଥିଲା ଫୁଲଟିଏ ପରି । ସେ ଫୁଲଟି ସତ୍ୟ ଓ ଶାନ୍ତିର ବାର୍ତ୍ତା ବାଣ୍ଟୁଥିଲା ହାତର ନୀଳ ରଙ୍ଗର ରୁମାଲଟି ଗାଉଥିଲା ଏକତାର ମନ୍ତ୍ର । ତା ନାରଙ୍ଗି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୫୭)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଯେଉଁ ପୁତ୍ର ପିତାଙ୍କର ଆଦେଶ ଅବମାନନା କରେ ଈଶ୍ୱର ମଧ୍ୟ ତାଙ୍କୁ ଭଲପାଆନ୍ତି ନାହିଁ। ପ୍ରଭୁଙ୍କ ହାତରେ ମୃତ୍ୟୁ ହେଲେ , ମୋଠାରୁ ଅଧିକ ଭାଗ୍ୟବାନ ବା କିଏ ହେବ! ଯୁଦ୍ଧ କରି ବୀର ପରି ମୃତ୍ୟୁ ହେଉ। " ଏହିପରି କହି ମେଘନାଦ…

ଭାଷା ଭାଗବତ : ବଚନ ଉଚ୍ଚାରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୩ ପ୍ରଥମେ ତୁଂଡର ବଚନ ତା ପରେ ଲିପିରେ ଲିଖନ ପ୍ରକାର ହେଲେ ସୁଦ୍ଧା ଭିନ୍ନ ବଦଳେନାହିଁ ଉଚ୍ଚାରଣ ଗୁନ୍‌ଜନ, ଗୁଞ୍ଜନ, ଗୁଂଜନ ଯେମିତି କଲେ ବି ଲିଖନ କହିଲେ ଶୁଭିବ ଗୁନ୍‌ଜନ ନିଜେ ପରଖି ଥରେ ଶୁଣ ଞ ବର୍ଣ ସତେ ଅଟେ କ'ଣ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ସ୍ଥିତ ପ୍ରାଚୀନ ତୀର୍ଥ ମାର୍କଣ୍ଡ ପୁଷ୍କରିଣୀର ଉତ୍ପତ୍ତି ବିଷୟ କିଛି ଆଲୋଚନ କରାଯାଇଥିଲା । ଗୋଟିଏ ମତ ଅନୁସାରେ ସ୍ୱୟଂ ବିଷ୍ଣୁ…

‘ସମ୍ଭୋଗ ବେଳେ ଅନୁରୋଧ ପରେ ବି କଣ୍ଡୋମ ବ୍ୟବହାର ନକରିବା ଯୌନ ହିଂସା’

ନୂଆଦିଲ୍ଲୀ: ଶାରୀରିକ ସମ୍ପର୍କ ସମୟରେ ଅନୁରୋଧ ପରେ ବି କଣ୍ଡୋମ ବ୍ୟବହାର ନକରିବା ଯୌନ ହିଂସା। କାନାଡାର ସୁପ୍ରିମକୋର୍ଟ ଏକ ରାୟର ଶୁଣାଣି କରି ଏହା କହିଛନ୍ତି। ଯଦି ଜଣେ ବ୍ୟକ୍ତି ପାର୍ଟନରଙ୍କ ଅନୁରୋଧ ପରେ ମଧ୍ୟ ଶାରୀରିକ ସମ୍ପର୍କ ସମୟରେ କଣ୍ଡୋମ ବ୍ୟବହାର ନକରନ୍ତି, ତେବେ ଏହା ଯୌନ…

ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯିବେ ୨୫ ବିଧାୟକ

ଭୁବନେଶ୍ୱର: ଓଡ଼ିଶାର ବିଧାୟକ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ । ଏଥିପାଇଁ ଅଗଷ୍ଟ ୨ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ଗସ୍ତ କରିବେ ଓଡିଶାର ୨୫ ବିଧାୟକ। ୩ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଭେଟଘାଟ ଏକ ସୌଜନ୍ୟମୂଳକ…

କୋଲକାତାରେ ତିନି କଂଗ୍ରେସ ବିଧାୟକଙ୍କଠୁ ପୁଳା ପୁଳା ଟଙ୍କା ଜବତ

କୋଲକାତା: ପଶ୍ଚିମବଙ୍ଗରେ ଝାଡ଼ଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକ ବିପୁଳ ପରିମାଣର ଟଙ୍କା ସହ ଧରାପଡ଼ିଛନ୍ତି। ପୋଲିସର କହିବା ଅନୁଯାୟୀ, ବିଧାୟକଙ୍କୁ ମିଳୁଥିବା ଟଙ୍କା ଏତେ ପରିମାଣର ଯେ, ବିନା ମେସିନରେ ଏହାକୁ ଗଣି ହେବ ନାହିଁ। ଖବର ଲେଖାହେବା ସୁଦ୍ଧା ଟଙ୍କା ଗଣିବା ପାଇଁ କାଉଣ୍ଟିଂ…