ମୋଦୀଙ୍କ ପ୍ରତି ବଦଳିଗଲା ମମତାଙ୍କ ଆଭିମୁଖ୍ୟ !
କୋଲକାତା: ସୋମବାର ପଶ୍ଚିମବଙ୍ଗ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ପାରିତ କରିଛନ୍ତି। ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଇଡି, ସିବିଆଇ କାର୍ଯ୍ୟାନୁଷ୍ଠାନ ପଛରେ ସ୍ଥାନୀୟ ବିଜେପି ନେତା ଏବଂ କେନ୍ଦ୍ରର ବିଜେପି…