Latest Odisha News

BREAKING NEWS

ରାଜଧାନୀରେ ଦେହ ବ୍ୟବସାୟର ପସରା: ୨୦୨୨ରେ ପୋଲିସ ଏଯାବତ ଧରିପାରିନି ସେକ୍ସ ରାକେଟ

ଭୁବନେଶ୍ୱର: ରାଜଧାନୀରେ ଦେହଜୀବୀ ଧରାପଡିବା ଏକଦା ନିତିଦିନିଆ ଖବର ପାଲଟିଥିଲା। ଏବେ କିନ୍ତୁ ଏହି ଖବର ଆସୁନି କି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଥିବାର ମଧ୍ୟ କୌଣସି ସୂଚନା ନାହିଁ। କିନ୍ତୁ ବିଭିନ୍ନ ସୂଚନା ପ୍ରଦାନକାରୀଙ୍କ ତଥ୍ୟକୁ ଯଦି ବିଶ୍ୱାସ କରିବା ତାହେଲେ ରାଜଧାନୀରେ ବଢୁଛି ଦେହ…

ଭାଷା ଭାଗବତ : ଅମୂଲ୍ୟ ସଂପତ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୬ ତର୍କ ଚଳିଲେ ଦୀର୍ଘକାଳ ସଂପର୍କ ହୋଇଲେ ଦୁର୍ବଳ ଆଘାତ ଆଉ ପ୍ରତ୍ୟାଘାତ କରଂତି ସଭିଂକୁ ଆହତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଯେହେତୁ ନୁହେଁ ଦରକାର ଯିଏ ଯାହା ସଂକଳ୍ପ ଧରି ହୁଅଂତି ଭାଷା ସେବାକାରୀ ତର୍କଣା ଦ୍ବାରା ମତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଉତ୍ପତ୍ତି ସ୍ଥଳ, ବର୍ତ୍ତମାନର ଶ୍ରୀଗୁଣ୍ଡିଚା ମନ୍ଦିର ସନ୍ନିକଟ ତୀର୍ଥ ପୁଷ୍କରିଣୀ ହେଉଛି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ। ଶ୍ରୀକ୍ଷେତ୍ରରେ ରାଜା…

ପ୍ରଥମ ଥର ପାଇଁ ନାବେଟ୍‍ କ୍ୟୁସିଆଇ ରାଙ୍କିଂ : କିଟ୍‍ ପଲିଟେକ୍‍ନିକ ରାଜ୍ୟରେ ପ୍ରଥମ

ଭୁବନେଶ୍ୱର: କ୍ୟୁସିଆଇ ନାବେଟ ର‌୍ୟାଙ୍କିଂରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍‍ ପଲିଟେକ୍‍ନିକ୍‍ ଓଡ଼ିଶାର ପ୍ରଥମ ସ୍ଥାନ ଅଧିକାର କରିଛି। ସଂପ୍ରତି ଗୁଣାତ୍ମକ ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଉପରେ ରାଜ୍ୟ ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ…

ଆପୋଲୋ ହସ୍ପିଟାଲର ଏକ ଭିନ୍ନ ପ୍ରୟାସ; ରକ୍ତ ପରୀକ୍ଷାରୁ ହେବ ସ୍ତନ କର୍କଟ ଚିହ୍ନଟ

ଭୁବନେଶ୍ୱର: ରକ୍ତ ପରୀକ୍ଷାରୁ ହିଁ ଚିହ୍ନଟ ହୋଇପାରିବ ସ୍ତନ କର୍କଟ ରୋଗ । ରକ୍ତ ପରୀକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଲବିକ ପରିବର୍ତ୍ତନ ବୋଲି ଆପୋଲୋ ହସ୍ପିଟାଲ ଦାବି କରିଛି । ଏହି ପରୀକ୍ଷା ଦ୍ୱାରା କର୍କଟ ରୋଗରୁ ମହିଳା ମାନଙ୍କ ମୂଲ୍ୟବାନ ଜୀବନ ରକ୍ଷା କରିହେବ ବୋଲି ଭୁବନେଶ୍ୱର…

ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଛାତ୍ର ଗଣ୍ଡଗୋଳ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ସୋମବାର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମଙ୍ଗଳବାର ଉଭୟ ଗୋଷ୍ଠୀର ଛାତ୍ରଙ୍କ ଅଭିଭାବକଙ୍କ ସହ କଲେଜ କର୍ତ୍ତୃପକ୍ଷ ଓ ଗୋପାଳପୁର ପୋଲିସ ମଧ୍ୟରେ ବୁଝାମଣା ବୈଠକ…

ବ୍ରହ୍ମପୁରରେ ବେଆଇନ୍‌ ନିର୍ମାଣ ନେଇ ସପିଂ ମଲ୍‌କୁ କାରଣ ଦର୍ଶାଅ ନୋଟିସ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରର ଜନଗହଳି ପୂର୍ଣ୍ଣ ଏବଂ ପ୍ରମୁଖ ରାସ୍ତା ଗୁଡ଼ିକ କଡ଼ରେ ବେଆଇନ୍‌ ଭାବେ ସପିଂ ମଲ୍ ଏବଂ କୋଠା ନିର୍ମାଣ ବଢ଼ିବାରେ ଲାଗିଛି । ସିଟି ହସ୍ପିଟାଲ କଡ଼ରେ ଗତ ଦୁଇ ଦିନ ପୂର୍ବେ ଉଦ୍‌ଘାଟିତ ହୋଇଥିବା ସପିଂ ମଲ୍‌ ‘ଇଜୀ ବାୟ’କୁ ବେଆଇନ୍‌ ନିର୍ମାଣ ନେଇ ମଙ୍ଗଳବାର ଉଭୟ…

୧୦୦ ମିଟର ସେମି ଫାଇନାଲକୁ ଉନ୍ନୀତ ହେବାରେ ଦୂତୀ ବିଫଳ

ଭୁବନେଶ୍ୱର: ନିରାଶ କଲେ ଭାରତର ଦୌଡ ରାଣୀ ତଥା ଓଡିଶା ଷ୍ଟାର ମହିଳା ଆଥଲେଟ ଦୂତୀ ଚାନ୍ଦ । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୂତି ମହିଳା ୧୦୦ ମିଟର ଦୌଡର ସେମି ଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି । ଓଡିଶାର ଏହି ଆଥଲେଟ ହିଟ ୫ରେ ୧୧.୫୫ ସେକେଣ୍ଡ ସମୟ ନେଇ ୪ର୍ଥ ସ୍ଥାନରେ ରହିଥିଲେ…

ଚାଇନାକୁ ଶକ୍ତ ଆମେରିକାର ଚାପୁଡ଼ା, ରାଗରେ ନାଲି ଚୀନ

ତାଇୱାନରେ ପହଁଚିଛନ୍ତି ଆମେରିକା ସଂସଦର ବାଚସ୍ପତି ନାନସି ପେଲୋସି । ଚୀନର ଧମକକୁ ଖାତିର ନକରି କଡା ସୁରକ୍ଷା ଭିତରେ ତାଇଓ୍ବାନ ବିମାନ ବନ୍ଦରରେ ଓହ୍ଲାଇଛନ୍ତି । ତାଙ୍କ କାରକୁ କଡା ସୁରକ୍ଷା ଦିଆଯାଇଛି । ପହଁଚିବା ପରେ ଟୁଇଟ କରିଛନ୍ତି ପେଲୋସି ।…

ଟେବୁଲ ଟେନିସରେ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ପୁରୁଷ ଟିମ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଟେବୁଲ ଟେନିସରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି । ପୁରୁଷ ବିଭାଗ ଫାଇନାଲରେ ଟିମ ଇଣ୍ଡିଆ ୩-୧ରେ ସିଙ୍ଗାପୁରକୁ ପରାସ୍ତ କରିଥିଲା । ସାଥିୟାନ ଜ୍ଞାନଶେକରନ ଓ ହରମିତ ଦେଶାଇ ସେମାନଙ୍କ ଡବଲ୍ସ ମ୍ୟାଚ ସହଜରେ ଜିତିଥିଲେ ମଧ୍ୟ ଷ୍ଟାର ଖେଳାଳି ଶରଥ…