Latest Odisha News

BREAKING NEWS

ଦେଢ ବର୍ଷରେ ୧୦ ଲକ୍ଷ ନିଯୁକ୍ତି ଦେବା ଲକ୍ଷ୍ୟରେ ମୋଦୀ ସରକାର, ପ୍ରସ୍ତୁତ କଲେ ଆକ୍ସନ ପ୍ଲାନ୍

ନୂଆଦିଲ୍ଲୀ: ରୋଜଗାର ପ୍ରସଙ୍ଗରେ ଅନେକ ସମୟରେ ବିରୋଧୀଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେଉଥିବା ମୋଦୀ ସରକାର ବୋଧହୁଏ ଏହି ସଙ୍କଟକୁ ଦୂର କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ପିଏମଓ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତା ଦେଢ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ସମସ୍ତ ବିଭାଗରେ ୧୦ ଲକ୍ଷ ପଦବୀ…

ମମତାଙ୍କ ପ୍ରସ୍ତାବକୁ ମନା କରିଦେଲେ ଶରଦ, ଆସନ୍ତାକାଲି ଦିଲ୍ଲୀରେ ବୈଠକ

ମୁମ୍ବାଇ: ଏନସିପି ସୁପ୍ରିମୋ ଶରତ ପାଓ୍ୱାର ହେବେ ରାଷ୍ଟ୍ରପତି ପ୍ରାର୍ଥୀ । ଏଭଳି ଏକ ଚର୍ଚ୍ଚା ଗତକାଲି ପାଖରୁ ଆରମ୍ଭ ହୋଇଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଆଡେ ଏ ନେଇ ସମସ୍ତ ରଣନୀତି ପ୍ରସ୍ତୁତ କରିବା ସହିତ ବିରୋଧୀ ଦଳଙ୍କ ସହ କଥା ହେବା ଆରମ୍ଭ କରି ଦେଇଛନ୍ତି।…

ଆଜି ପହିଲି ରଜ : ଦୁଇ ବର୍ଷ ପରେ ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି, ଘରେ ଘରେ ପିଠାପଣାରେ ଆସର

ଭୁବନେଶ୍ବର: କରୋନା କାୟା ଥମିବାପରେ ଦୁଇ ବର୍ଷ ପରେ ପୁଣି ଶୁଭିଛି ରଜ ଦୋଳି ଗୀତ। ପୁଣି ସମସ୍ତେ ବେଶ ଧୁମଧାମରେ ପାଳୁଛନ୍ତି ରଜ। ଏଥର ରଜ ସଜବାଜ ଖୁବ ଜମୁଛି ଓଡିଶାର ଗଣପର୍ବ ରଜ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା…

ରାହୁଲ ନିକଟରେ ଉଦ୍ଧାରକାରୀ ଦଳ: ଆଉ ମାତ୍ର କିଛି ସମୟର ଅପେକ୍ଷା

ଛତିଶଗଡ଼ : ଆଉ ମାତ୍ର କିଛି ସମୟର ଅପେକ୍ଷା  । ୮୦ ଫୁଟ ଗାତ ପାଖରେ ପହଁଚିଛି ଉଦ୍ଧାରକାଳୀ ଦଳ । ଆଉ ମାତ୍ର କିଛି ସମୟର ଅପେକ୍ଷା । କୋଟି କୋଟି ଲୋକଙ୍କ ପ୍ରାର୍ଥନା  ।  ଦୀର୍ଘ ୪ ଦିନର ଅହରହ କସରତ ପରେ ଉଦ୍ଧାରକାରୀ ଦଳ ରାହୁଲ ପାଖରେ ପହଁଚିବାକୁ ଯାଉଛନ୍ତି  । ସୂଚନା ଦେଇଛନ୍ତି ଚମ୍ପା…

ସ୍ନାନବେଦୀରେ ଶ୍ରୀଜିଉ, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ

ପୁରୀ: ଆଜି ଜ୍ୟେଷ୍ଠ ମାସର ପବିତ୍ର ପୂର୍ଣ୍ଣମୀ ତିଥି ।  ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଆଜି  ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ଏଥିପାଇଁ ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି  । ରାତି ୩ଟା ୩୦ରୁ ମଙ୍ଗଳାର୍ପଣ ହୋଇ ୪ଟାରୁ…

ସ୍ନାନମଣ୍ଡପରେ ବିଜେ ହେଲେ ମହାପ୍ରଭୁ

ପୁରୀ : ରତ୍ନ ବେଦି ଛାଡି ସ୍ନାନ ବେଦୀରେ ମହାପ୍ରଭୁ । ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଅତି ସୁନ୍ଦର ଭାବେ ଲୀଳା କରି ସ୍ନାନବେଦିକୁ ଆସିଛନ୍ତି ଚତୁର୍ଧାମୂରତି । ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଭକ୍ତମାନେ ସାମିଲ ହୋଇଛନ୍ତି । ମହାପ୍ରଭୁ ଆଜି 108 ଗରା ଜଳରେ ସ୍ନାନ କରିବେ…

ରାଷ୍ଟ୍ରପତି ନିର୍ବାଚନ: ମୋଦୀ-ଶାହଙ୍କ ଖେଳ ବିଗାଡିବାକୁ ପାଓ୍ୱାରଙ୍କୁ ପ୍ରାର୍ଥୀ କରିବେ ମମତା !

ନୂଆଦିଲ୍ଲୀ: ବିରୋଧୀଙ୍କ ତୁଳନାରେ ଅଧିକ ସଂଖ୍ୟକ ସମର୍ଥନ ରହିଥିଲେ ମଧ୍ୟ ଏନଡିଏ କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ଘୋଷଣା କରିନାହିଁ। ଏହାରି ଭିତରେ କିନ୍ତୁ ୟୁପିଏ ଅଂଶୀଦାର ଦଳଙ୍କ ସହ ସମ୍ପର୍କ ବଢ଼ାଇବାକୁ ବିଜେପି ଦଳର ସଭାପତି ଜେ.ପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସମସ୍ତ ପର୍ବପର୍ବାଣି ଓ ଯାନୀଯାତ୍ରା ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିଥିବା ଦ୍ୱାଦଶ ଯାତ୍ରା ହେଉଛି, ସ୍ନାନଯାତ୍ରା , ରଥଯାତ୍ରା, .ଶୟନ, ଦକ୍ଷିଣାୟନ, ପାର୍ଶ୍ଵ…

ଭାଷା ଭାଗବତ : ଭାଷାର ଆଗାମୀ ସମୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୬ ଭାଷୀଏ କଲେ ବ୍ୟବହାର ଘଟଇ ଭାଷାର ପ୍ରସାର ଅନ୍ୟ ଉପାୟ ଯେଣୁ ନାହିଁ ରୋଦନ କରିବା କିପାଇଁ ? ଗଠନ କଲେ ଅନୁଷ୍ଠାନ କିଏ ପାଇବ କେଉଁ ସ୍ଥାନ ତାହା ହିଁ ହୁଏ ମୁଖ୍ୟ କଥା କାମ ବେଳକୁ ଅବ୍ୟବସ୍ଥା ଏବେ ଶିଶୁଂକୁ ଦେଇ ଶିକ୍ଷା…

କବିତା : ରଜ ମଉଜ

ରଶ୍ମିତା ଦାସ ଆଜି ବି ମୋ ମନେ ପଡେ ସେ ଦିନର କଥା ଗାଆଁର ଜୀବନ ସିନା ଉଚ୍ଚ ଥିଲା ମଥା । ବାରମାସେ ତେର ପର୍ବ ଛମାସେ ନ' ଯାତ ଉତ୍କଳର ଅଭିମାନ କଳିଆ ସାଆନ୍ତ । ଆଷାଢ଼ ସଂକ୍ରାନ୍ତି ଆସେ ବରଷରେ ଥରେ ତିନି ଦିନ କଟିଯାଏ ହସ ଖୁସି ଭରେ । ମାଟି ରଜସ୍ବଳା ହୁଏ ଏଇ ଦିନ ପୁଣି…