Latest Odisha News

BREAKING NEWS

କବିତା : ତୁ ସେଇ ସଜ ସ୍ବପ୍ନ

ସୁବ୍ରତ ଜେନା  ତୁ ସେଇ ସଜ ସ୍ବପ୍ନ, ତତେ ବାରମ୍ବାର ଦେଖିଲା ପରେ ଲାଗୁ ନୂଆ, କେମିତିକା ସେ ପୁଲକ, ପ୍ରତି ରାତିର କୋଳରେ ଆସି ଦେଉ ତୋ ଛୁଆଁ, ହସି ହସାଉ କାନ୍ଦି କନ୍ଦାଉ, ଜା ତୁ ସେମିତିକା... ଗୋଟେ ଅବୁଝା ଚିତ୍ରକରର ଚିତ୍ର, ସତେ ଯେମିତି ଖାଲି ତୁ , ଗୋଟେ ଜଟିଳ ଗଣିତର ଜଟିଳ…

ଦିନ ଗଡ଼ୁଛି ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଛି

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ କରୋନା ନିୟମ ହଟାଯାଉଥିବା ବେଳେ ପୁଣିଥରେ ଏକ ଚିନ୍ତାଜନକ ସ୍ଥିତି ଆସିଛି । ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିପାରେ ଲାଗିଛି। ଗୁରୁବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩୨୫ ଜଣ ନୂଆ…

ପୁଅ ଆଗରେ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ

ମେରଟ: ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ । ଆଗରେ ପୁଅ ଠିଆ ହେଇ କାକୁତି ମିନତୀ ହେଉଥିଲା । ହାତୁଡ଼ିରେ ମୁଣ୍ଡକୁ ଛେଚି ମାରିଦେଲା ସ୍ୱାମୀ । ହତ୍ୟା କରିବା ପରେ ଥାନାରେ ଯାଇ ଆତ୍ମସମର୍ପଣ କରିଛି ଏହି ବ୍ୟକ୍ତି । ଶିବଲୋକପୁରୀରେ ରହୁଥିବା ଦେବେନ୍ଦ୍ର ସିଂ…

ଚର୍ଚ୍ଚା ନୁହେଁ, ସେବା ମନୋଭାବକୁ ଆପଣେଇଛି ବ୍ରହ୍ମପୁରର “ଟିମ୍ କ୍ଲିନ୍ ସିଟି”

ବ୍ରହ୍ମପୁର: ଅନବରତ ମାନବ ସେବା କରି ଚର୍ଚ୍ଚାକୁ ଆସିଛି ବ୍ରହ୍ମପୁର ସହରର ସ୍ୱେଚ୍ଛାସେବୀ ସଙ୍ଗଠନ ଟିମ୍ କ୍ଲିନ୍ ସିଟି । ବିନା କୌଣସି ଅନୁଦାନରେ ଏହି ସଙ୍ଗଠନ ଦୀର୍ଘ ୨ ବର୍ଷ ଧରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛି । ତେବେ ଚର୍ଚ୍ଚା ନୁହେଁ, ବରଂ ସେବା ମନୋଭାବ ପାଇଁ ଟିମ୍ କ୍ଲିନ୍…

ତେଲ ଦର କେମିତି କମି ପାରିବ କହିଲେ ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଜବାବ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ । ସେ କହିଛନ୍ତି ତେଲ ଦର ଅଧିକ ରହିଛି । ଯଦି କମ୍ କରିବାକୁ ହେବ ତାହେଲେ ରାଜ୍ୟ ସରକାର ଭାଟ ହ୍ରାସ କରିବା ଉଚିତ । ଆଜି ପେଟ୍ରୋଲ ମନ୍ତ୍ରୀ ଛତିଶଗଡରେ ଥିଲେ । ଏହି…

କୂଳରେ ଲାଗିଥିବା ଜୀଅନ୍ତା ଡଲଫିନକୁ ମାରିଦେଲେ ପର୍ଯ୍ୟଟକ

ଟେକ୍ସାସ: ଗତ ରବିବାର କ୍ୱିଣ୍ଟାନା ସମୁଦ୍ର କୂଳରେ ଏକ ଜୀଅନ୍ତା ଡଲଫିନ ଲାଗିଥିଲା । ଉପସ୍ଥିତ ପର୍ଯ୍ୟଟକ ସେ ପୁନଶ୍ଚ ସମୁଦ୍ର ଭିତରକୁ ଯାଇପାରୁନଥିବା ଦେଖି ତାକୁ ପାଣିକୁ ପୁଣି ଛାଡ଼ିବାକୁ ଚେଷ୍ଟା କରିଥିଲେ । କିଛି ଲୋକ ତା ସହ ଖେଳିଥିଲେ । ଆଉ କିଛି ତାକୁ ପାଣିରେ ଛାଡ଼ିବା ପାଇଁ ତା ଉପରେ…

୨୦୨୩ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବାକୁ ଥିବା ୨୦୨୩ ଏଫଆଇଏଚ ପୁରୁଷ ହକି ବିଶ୍ୱକପର ଲୋଗୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚନ କରିଛନ୍ତି। ଏହି ପ୍ରତିଯୋଗିତା ଜାନୁଆରୀ ୧୩ରୁ ୨୯ ତାରିଖ ଯାଏ ଖେଳାଯିବ ବୋଲି ସ୍ଥିର ହୋଇଛି। ୨୦୧୮…

ଆପାତକାଳୀନ ସ୍ଥିତିରେ ପ୍ରସ୍ତୁତି ଯାଂଚ ପାଇଁ କଳିଙ୍ଗନଗର ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ମକ୍ ଡ୍ରିଲ୍

ଯାଜପୁର: ଆପାତକାଳୀନ ସ୍ଥିତିରେ କଳିଙ୍ଗ ନଗର ପ୍ଲାଣ୍ଟରେ କିପରି ରହିଛି ମୁକାବିଲା ପ୍ରସ୍ତୁତି । ଖାସ୍ ମୁକିବିଲା ପ୍ରସ୍ତୁତି ଯାଂଚ କରିବା ପାଇଁ ଗତ ବୁଧବାର ଦିନ ପ୍ଲାଣ୍ଟ ପରିସରରେ ମକ୍ ଡ୍ରିଲ୍‌ର ଆୟୋଜନ କରାଯାଇଥିଲା । ଏଥିପାଇଁ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଭଳି ବିପଦଜନକ (ନାଟ୍ୟ…

ଟିପିସିଓଡିଏଲର ‘ଗାଁକୁ ଚାଲ’ ଅଭିଯାନ; ଅଭିଯୋଗ ଶୁଣାଣି ସହ ଗ୍ରାହକଙ୍କ ନିକଟତର ହେଉଛି କମ୍ପାନୀ

ଭୁବନେଶ୍ୱର: ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିସିଓଡିଏଲ) ପକ୍ଷରୁ ‘ଗାଁକୁ ଚାଲ’ ଅଭିଯାନ ଆରମ୍ଭ ହୋଇଛି । ଗ୍ରାମୀଣ ଅଞ୍ଚଳରେ ପହଞ୍ଚି ବିଦ୍ୟୁତ ସଂଯୋଗ ସଂପର୍କିତ ପ୍ରଶ୍ନ ଓ ଅଭିଯୋଗ, ବିଲ ପେମେ ସଂପର୍କିତ ସ୍ପଷ୍ଟୀକରଣ ଓ ଅଭିଯୋଗ ଏବଂ ଶକ୍ତି ସଞ୍ଚୟ ସଂପର୍କିତ…

‘କରୋନା ଏଣ୍ଡେମିକ ପର୍ଯ୍ୟାୟରେ ନାହିଁ, ସତର୍କ ରହି ନିୟମ ପାଳନ କରିବା ଜରୁରୀ’

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ଯଦିଓ କମିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ ମହାମାରୀ ଶେଷ ହୋଇନି। ତେଣୁ ଲୋକେ ସତର୍କ ରହିବା ଆବଶ୍ୟକ। ଇନଷ୍ଟିଚ୍ୟଟ ଅଫ୍ ଲାଇଫ ସାଇନ୍ସ ବା ଆଇଏଲ୍ଏସର ନିର୍ଦ୍ଦେଶକ ଅଜୟ ପରିଡ଼ା ଗୁରୁବାର ଏପରି କହି ସମସ୍ତଙ୍କୁ ପୁଣିଥରେ ସତର୍କ କରାଇ…