ହୋମଗାର୍ଡଙ୍କୁ ମାସିକ ୯ ହଜାର ଟଙ୍କା ଦେଇ ରାଜ୍ୟ ସରକାର ଶୋଷଣ କରୁଛନ୍ତି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଓଡ଼ିଶା ସରକାର କରୁଛନ୍ତି ଶୋଷଣ । ହୋମଗାର୍ଡ ମାନଙ୍କୁ ମାସିକ ୯ ହଜାର ଟଙ୍କା ଲେଖାଏଁ ବେତନ ଦେଇ ଶୋଷଣ କରିବା ଛଡା ଆଉ କିଛି କରୁ ନାହାନ୍ତି। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଏପରି ଟିପ୍ପଣୀ କରିଛନ୍ତି । ଗତ ୧୫ ବର୍ଷରୁ ଅଧିକ ସମୟ ଧରି ରାଜ୍ୟ ଗୃହ ବିଭାଗ ଅଧୀନରେ…