୩ ଦିନରେ ଅବସର ନେଲେଣି ୪ ଷ୍ଟାର କ୍ରିକେଟ ଖେଳାଳି
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟରୁ ୩ ଦିନରେ ଭିନ୍ନ ଭିନ୍ନ ଫର୍ମାଟରୁ ୪ ଷ୍ଟାର ଖେଳାଳି ନେଲେଣି ଅବସର । ସବୁଠାରୁ ବଡ କଥା ଏହି ୪ଜଣ ଖେଳାଳି ନିଜ ଦେଶ ପକ୍ଷରୁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏମାନେ ହେଲେ ବେନ ଷ୍ଟୋକ୍ସ, ତାମିମ ଇକବାଲ, ଲେଣ୍ଡଲ ସିମନ୍ସ ଓ ଦିନେଶ ରାମଦୀନ ।…