Latest Odisha News

BREAKING NEWS

ଆନ୍ଦୋଳନ କରିବେ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆନ୍ଦୋଳନ କରିବେ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ   । ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଫେରିଆସିଥିବା ଡାକ୍ତରୀ ଛାତ୍ରଛାତ୍ରୀମାନେ ଏପ୍ରିଲ ୧୭ରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବେ । ପାଠପଢା ଅଧାରୁ ଛାଡି ସ୍ୱଦେଶ ଫେରି ଆସିଥିବା ପିଲାମାନେ…

ରାଜ୍ୟର ୧୬ ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା । ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିଛି କିଛି ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଟପିଗଲାଣି । ଖରାର ପ୍ରକୋପକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ନା ବାହାରକୁ ବାହାରି ପାରୁଛନ୍ତି, ନା…

ମାହାଙ୍ଗା ଗଣହତ୍ୟା : କେମିତି ୫ଜଣଙ୍କୁ ହତ୍ୟା କଲା ? ଡେମୋ ଦେଖାଇବ ଅଭିଯୁକ୍ତ

କଟକ: ମାହାଙ୍ଗା ଗଣସଂହାର ଘଟଣାରେ ଆଜି କ୍ରାଇମ ରିକ୍ରିଏସନ ହୋଇପାରେ । କେମିତି ଏକା ପାଂଚ ଜଣଙ୍କୁ ହତ୍ୟା କରିଥିଲା ଶିବ ସାହୁ । ସେ ନେଇ ଆଜି ପୁଲିସ ଆଗରେ ଡେମୋ ଦେଖାଇବ । ତେଣୁ ଅଭିଯୁକ୍ତ ଶିବ ପ୍ରସାଦ ସାହୁକୁ ପୁଲିସ ଘଟଣାସ୍ଥଳକୁ ନେବ । ଅଭିଯୁକ୍ତ ଶିବ ପ୍ରସାଦ ଏବେ ରିମାଣ୍ଡରେ ରହିଛି ।…

ରାଜଧାନୀରେ ଚାଞ୍ଚଲ୍ୟ: ଗଛରେ ବନ୍ଧା ହୋଇଛି ମୃତଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନାଲକୋ ଛକରେ ଗଛରେ ବନ୍ଧା ହୋଇଛି ମୃତଦେହ। ନାଲକୋ ଛକରେ ଥିବା ଏକ ବଡ଼ ଗଛରେ ବେକକୁ ଗାମୁଛାରେ ବନ୍ଧା ହୋଇ ବସିଥିବା ଅବସ୍ଥାରେ ଜନୈକ ଯୁବକର ମୃତଦେହ ଦେଖିବାକୁ ମିଳିଛି । ଏଯାଏ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି…

ଜାମଶେଦପୁରରେ ନିବେଶକଙ୍କୁ ଓଡି଼ଶା ନିମନ୍ତ୍ରଣ, ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ

ଭୁବନେଶ୍ୱର: ଦେଶର ଏକ ଅଗ୍ରଣୀ ଶିଳ୍ପଖଣ୍ଡ ହେବାର ନିରନ୍ତର ପ୍ରୟାସରେ ଓଡ଼ିଶା ସରକାର ଏବଂ କନଫେଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ସହ ଏକ ମିଳିତ ନିବେଶକ ବୈଠକ ଆୟୋଜିତ ହୋଇଯାଇଛି। ଏପ୍ରିଲ ୧୩ ଏବଂ ୧୪ରେ ଜାମଶେଦପୁର ଠାରେ ଦୁଇ ଦିନିଆକାର୍ଯ୍ୟକ୍ରମରେ ଝାଡ଼ଖଣ୍ଡର ୧୨୦ରୁ ଅଧିକ…

ଚିନ୍ତାଜନକ: କୋଭିଡ ଦୁର୍ବଳ ବେଳେ ବଢୁଛି ବେରୋଜଗାରୀ

ନୂଆଦିଲ୍ଲୀ: ସୁଧୁରିନି ଦେଶର ବେରୋଜଗାରୀ ସ୍ଥିତି । ଅଧିକାଂଶ ସ୍ଥାନରେ କରୋନା ମହାମାରୀ କଟକଣା ହଟିବା ପରେ ବି ବେରୋଜଗାରୀ ସଂଖ୍ୟା ବଢିବା ଏବଂ ଦେଶର ଶ୍ରମ ଶକ୍ତି ବା ଶ୍ରମିକ ସଂଖ୍ୟା କମିଚାଲିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଏପରି କିଛି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସ୍ୱରୂପ ଚିନ୍ତା କଲେ "ଆଦି ନୃସିଂହ" ଙ୍କ ଉପାସନା କଥା ମନକୁ ଆସେ। କାରଣ "ନୀଳମାଧବ  "ବିଗ୍ରହ ଅଦୃଶ୍ୟ ହେବା ପରେ ନାରଦଙ୍କ ପରାମର୍ଶ ରେ…

ଭାଷା ଭାଗବତ : ସ୍ମୃତି ନୁହେ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୬ ଜ୍ଞାନାନୁଯାୟୀ କରୁଁ କର୍ମ ସଂଭାଳି ରଖୁଁ ଜୀବଧର୍ମ ଜ୍ଞାନ ନ ହେଉ ସ୍ମୃତିଧନ କାମରେ ଲାଗୁ ପ୍ରତିଦିନ ଗଚ୍ଛିତ ଜ୍ଞାନର ଭଂଡାର କରେନି କାହା ଉପକାର କେବଳ ବୌଦ୍ଧିକ ବିଳାସ କରେ ବ୍ୟକ୍ତିର ସତ୍ତାନାଶ ଯାହାକୁ…

ଆଇନର ଗତିରୋଧ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’  ମହିଳା ସଶକ୍ତିକରଣର ସଂଜ୍ଞା ଯଦି ବୁଝାଯାଏ ତା' ହେଲେ ସୁରକ୍ଷିତ ପରିବେଶରେ ହିଁ ତାହା ସମ୍ଭବ ହୋଇଥାଏ ; ଏଥିରେ କୌଣସି ସନ୍ଦେହ ନାହିଁ । ସଶକ୍ତ ମହିଳାଟିଏ ଯଦି ସୁରକ୍ଷିତ ହୋଇ ନ ପାରିଲା ତା' ହେଲେ ସଶକ୍ତିକରଣର ସଂଜ୍ଞା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୯   ନିହାତି କିଛି ସିରିୟସ୍ ଇସୁ । ନହେଲେ ଆବଶ୍ୟକତାଠାରୁ ଏତେ ଅଧିକ ବିଚଳିତ ତା’ଙ୍କୁ କେବେ ଦେଖିନି । ହଁ ସିରିୟସ୍ । ଆଲିଆ ଯେ ଏତେ ଧୃତ, ସେ କେବେ ହେଲେ କଳ୍ପନା କରି ନଥିଲା । ତା’କୁ ଅଭାବ କ' ଣ…