Latest Odisha News

BREAKING NEWS

ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଦିଗ୍‌ବିନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବେ ଗ୍ରହଣ କରି ଏହାର ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି । ନବନିର୍ବାଚିତ…

କରୋନା କବଳରେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି । ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ତାଙ୍କୁ ଜୁନ ୮ରେ ଜେରା କରିବା ପାଇଁ ଡକାଇଛି । ସୋନିଆ ଏବେ କିଛି ଦିନ ହେବ କେତେକ ଦଳୀୟ ନେତାଙ୍କୁ ଭେଟିଥିଲେ । ଏହା ପରେ ସେ ଅସୁସ୍ଥ ହୋଇ ପଡିଥିଲେ । କୋଭିଡ…

କଶ୍ମୀରରେ ନିଆଁ ସହିତ ଖେଳୁଛନ୍ତି ଆତଙ୍କବାଦୀ: ରାଜସ୍ଥାନର ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା

ଶ୍ରୀନଗର : ହିଂସା ଓ ରକ୍ତର ହୋରି ଖେଳୁଛନ୍ତି ଆତଙ୍କବାଦୀ । ଟାର୍ଗେଟ କିଲିଂ ନାମରେ ଆଜି ଆଉ ଜଣେ ନିରୀହ ବ୍ୟାଙ୍କ ମ୍ୟାନେଜରଙ୍କୁ ସେମାନେ ହତ୍ୟା କରିଛନ୍ତି । ଆତଙ୍କବାଦୀଙ୍କ ଏହି ନିଆଁ ସହିତ ଖେଳିବା କେତେ ଭୟଙ୍କର ତାହା ସେମାନେ ହୃଦୟଙ୍ଗମ କରି ପାରୁ ନାହାନ୍ତି । କୁଲଗାମର ଆରେହ ଗ୍ରାମରେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ରହିଛି । ମେ’ ୯ ତାରିଖରେ ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ୍ ହୋଇଥିଲା । ଏସମ୍ପର୍କିତ ମାମଲାର ଆଜି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ ।…

ଅଲବିଦା ନେବେ କେକେ: ମୁମ୍ବାଇରେ ଆଜି ଶେଷକୃତ୍ୟ

ମୁମ୍ବାଇ: ଆଜି ପଞ୍ଚଭୂତରେ ଲୀନ ହେବେ ବଲିଉଡର ଭର୍ସାଟାଇଲ୍ ସିଙ୍ଗର କେକେ । ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ମୁମ୍ବାଇର ଭର୍ସୋଭାର ମୁକ୍ତିଧାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ତାପୂର୍ବରୁ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ଭର୍ସୋଭାର ପାର୍କ ପ୍ଲାଜା…

ଆଜି ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଯିବେ ପୋଲିସ ଡିଜି

ଭୁବନେଶ୍ୱର: ଆଜି ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ପୋଲିସ ଡିଜି ସୁନୀଲ ବଂଶଲ । ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀରେ ନୂଆ କରି ପ୍ରତିଷ୍ଠା ହୋଇଥିବା ବିଏସଏଫ୍ କ୍ୟାମ୍ପରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ । ମାଓ ଦନମ ରଣନୀତି ନେଇ ପୋଲିସ ଓ ବିଏସଏଫ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ…

ଆଜିଠୁ ଯୁକ୍ତ ଦୁଇ ଖାତାଦେଖା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ମୂଲ୍ୟାୟନ । ୬୪ଟି କେନ୍ଦ୍ରରେ ଅଫ୍‌ଲାଇନରେ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନରେ ମୂଲ୍ୟାୟନ ହେବ । ୨ଟି ପର୍ଯ୍ୟାୟରେ ଖାତାଦେଖା ହେବ ।  ଜୁନ ୨ରୁ ଜୁନ ୧୨ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ ୧୩ରୁ ଜୁନ ୨୨ଯାଏ ଚାଲିବ ମୂଲ୍ୟାୟନ ।…

ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ ବନ୍ଦ କରିବାକୁ ହାଇକୋର୍ଟରେ ମାମଲା

କଟକ: ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବ ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। କିନ୍ତୁ ଏହାରି ଭିତରେ ମ୍ୟାଚ ବାତିଲ କରିବାକୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ମାନବାଧିକାର କର୍ମୀ ସଞ୍ଜୟ କୁମାର ନାଏକ ଏହି ମାମଲା ଦାୟର କରିଛନ୍ତି…

ଗୃହମନ୍ତ୍ରୀଙ୍କ ବୈଠକ ପୂର୍ବରୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ତିନି ଯବାନ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶୋପିଆନରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣରେ ୩ ଜଣ ଯବାନ ଆହତ ହୋଇଛନ୍ତି । ଆସନ୍ତାକାଲି ଗୃହମନ୍ତ୍ରୀ ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବୈଠକ ହେବ । ଏହା ପୂର୍ବରୁ ଆତଙ୍କବାଦୀ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଗୁରୁବାର ଏହି ଘଟଣା ସମ୍ପର୍କରେ ପୁଲିସକୁ ସୂଚନା…

କେସିଆର ଏବଂ ଓଓ୍ୱେସୀଙ୍କ ଗଡରେ ବିଜେପି କରିବ ବଡ ବୈଠକ, ଯୋଗ ଦେବେ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ 2 ଓ 3 ତାରିଖରେ ହାଇଦ୍ରାବାଦରେ ବିଜେପିର ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକ ବସିବ। ଦିଲ୍ଲୀ ବାହାରେ ବିଜେପିର ଏହା ହେଉଛି ପ୍ରଥମ ବଡ଼ ବୈଠକ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେତ ବଡ ନେତା ଓ ସଂଗଠନରେ ଥିବା ଦଳର ସମସ୍ତ ପ୍ରମୁଖ ନେତା…