Latest Odisha News

BREAKING NEWS

ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ମିହିର ରାୟ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ମିହିରି ରାୟ ବିଜେଡିରେ ଯୋଗେଦେଇଛନ୍ତି । ରାଉରକେଲାର ଜଣାଶୁଣା ସମାଜସେବୀ ସଙ୍ଗଠକ ତଥା ବରିଷ୍ଠ ସାମ୍ବାଦିକ ମିହିର  ରାୟ ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିଜେଡି ସାଙ୍ଗଠନିକ ସମ୍ପାଦକ…

ସୋନମ କାପୁରଙ୍କ ଘରୁ ଚୋରି କରିଥିବା ନର୍ସ ଗିରଫ

ନୂଆଦିଲ୍ଲୀ: ଫିଲ୍ମ ଅଭିନେତ୍ରୀ ସୋନମ କାପୁରଙ୍କ ଶାଶୁ ଘରୁ କିଛି ଦିନ ତଳେ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି ହୋଇଥିଲା । ବୁଧବାର ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଚୋରକୁ ଧରିଛି । ସୋନମଙ୍କ ଶାଶୁ ଶାରଳା ଆହୁଜାଙ୍କ ବ୍ୟକ୍ତିଗତ ନର୍ସ ଦାୟିତ୍ୱ ତୁଲାଉଥିବା ଅପର୍ଣ୍ଣା ଏବଂ ତାଙ୍କ…

କରୌଲି ଦଙ୍ଗା ସ୍ଥଳ ଯିବା ଆଗରୁ ତେଜସ୍ୱୀ ସୂର୍ଯ୍ୟାଙ୍କୁ ଉଠାଇ ନେଲା ପୋଲିିସ

ଭୁବନେଶ୍ୱର: ରାଜସ୍ଥାନର ଦଙ୍ଗା ପ୍ରପୀଡ଼ିତ କରୌଲିକୁ ଯିବା ସମୟରେ ବିଜେପି ଜାତୀୟ ଯୁବ ମୋର୍ଚ୍ଚା ସଭାପତି ତଥା ସାଂସଦ ତେଜସ୍ୱୀ ସୂର୍ଯ୍ୟାଙ୍କୁ ପୋଲିସ ଉଠାଇ ନେଇଛି । ତେଜସ୍ୱୀ ବିଜେପି କର୍ମକର୍ତ୍ତାଙ୍କ ସହ କରୌଲି ଅଭିମୁଖେ ଯିବା ବେଳେ ରାସ୍ତାରେ ଦୁସୁଆ ସୀମାରେ ତାଙ୍କୁ ରାଜସ୍ଥାନ ପୋଲିସ…

ପୂର୍ବତନ ପୋଲିସ ଡିଜିପି ଅଭୟ ହେଲେ ଓଡିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ

ଭୁବନେଶ୍ୱର : ପୂର୍ବତନ ପୋଲିସ ଡିଜିପି ଅଭୟ ହେଲେ ଓଡିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ । ରାଜ୍ୟ ସରକାର ଅଭୟଙ୍କୁ ଷ୍ଟାଫ୍‌ ସିଲେକ୍ସନ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ।ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏହି ପଦବୀରେ ସେ ୫ ବର୍ଷ ଯାଏ କାମ…

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ଭଦ୍ରକ : ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର । ନଗଦ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାସ୍ତା ମଝିରେ ସେକ୍ସନ ଅଫିସରଙ୍କୁ ମାଡି ବସିଲା ଭିଜିଲାନ୍ସ । ଭଦ୍ରକ ଧୂସୁରୀ ସଆଁଁଳପୁର ସ୍ଥିତ ଆଇ ଜି ଏମ କଲେଜରେ ସେକ୍ସନ ଅଫିସର ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି । ତାଙ୍କଠାରୁ ୧୦ ହଜାର ଟଙ୍କା…

ଜୋମାଟୋ ବୟ ପାଇଁ ଫଣ୍ଡ ଯୋଗାଡ କରି ବାଇକ କିଣାଇଲେ ରାଜସ୍ଥାନର ଆଦିତ୍ୟ

ଭିଲାୱାଡା: ରାଜସ୍ଥାନର ଭିଲାୱାଡାର ୧୮ ବର୍ଷୀୟ ଆଦିତ୍ୟ ଶର୍ମା ଜୋମାଟୋରେ କୋଲ୍ଡ ଡ୍ରିଙ୍କସ ଅର୍ଡର ଦେଇଥିଲେ । ଏହାର ଡେଲିଭର ବୟ ପ୍ରଚଣ୍ଡ ଖରା (୪୨ ଡିଗୀ)ରେ ସାଇକେଲ ଚଲାଇ ଏହାକୁ ଆଣି ଦେଇଥିଲା । ଏହା ଦେଖି ଆଦିତ୍ୟଙ୍କ ମନ ତରଳିଗଲା । ସେ ଡେଲିଭର ବୟ ସହ କଥା ହେବାକୁ ଜାଣିପାରିଲା ଯେ, ସେ…

ଉନ୍ନତ ନିରାପଦ ରୋଗୀସେବା ପାଇଁ ଜାତୀୟ ସ୍ତରରେ ସମ୍ମାନୀତ ହେଲା ଏମ୍‌ସର ସିଏସଏସଡି ୟୁନିଟ୍

ଭୁବନେଶ୍ୱର : ଉନ୍ନତ ନିରାପଦ ରୋଗୀ ସେବା ପାଇଁ ଭୁବନେଶ୍ୱର ଏମସକୁ ସମ୍ମାନ ଜନକ ସ୍ୱାସ୍ଥ୍ୟ ଉତ୍କର୍ଷ ପୁରଷ୍କାର । ଉନ୍ନତ ନିରାପଦ ରୋଗୀ ସେବା ପାଇଁ ଏମ୍‌ସ ଭୁବନେଶ୍ୱରକୁ ସମ୍ମାନଜନକ ସ୍ୱାସ୍ଥ୍ୟ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। କେରଳର କୋଚିରେ ଅନୁଷ୍ଠିତ ସ୍ୱୀକୃତିପ୍ରାପ୍ତ…

ଅଭିଜିତ ଆତ୍ମହତ୍ୟା ମାମଲା :୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁଗୁଳ ଏସପିଙ୍କୁ ହାଇକୋର୍ଟଙ୍କ…

ଅନୁଗୁଳ : ଅନୁଗୁଳ ଅଭିଜିତ ପଟ୍ଟନାୟକ ଆତ୍ମହତ୍ୟା ମାମଲା । ଏହି ମାମଲାର ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁଗୁଳ ଏସପିଙ୍କୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନାଅନୁସାରେ ଫେବୃଆରୀ ୧୪ ତାରିଖ ଦିନ ଅଭିଜିତ ପଟ୍ଟନାୟକ(୨୮) ଆତ୍ମହତ୍ୟା କରିଥିଲେ ।…

ଶ୍ରୀମନ୍ଦିର ଐତିହ୍ୟ କରିଡର ବେଆଇନ ନିର୍ମାଣ; ଫୌଜଦାରୀ ମାମଲା ପାଇଁ କୋର୍ଟରେ ଆବେଦନ କଲା ଜିଲ୍ଲା ଓକିଲ ସଂଘ

ପୁରୀ: ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ମାର୍ଗରେ ଖନନ ଓ ବେଆଇନ ନିର୍ମାଣ ବିରୋଧରେ ପୁରୀ ଜିଲ୍ଲା ଓକିଲ ସଂଘ ଏସଡିଜେଏମ(ସବ୍-ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ)ଙ୍କ ଅଦାଲତରେ ଆଜି ଏକ ମାମଲା ରୁଜୁ କରିବାକୁ ଆବେଦନ କରିଛି । ନିର୍ମାଣକାରୀ ସଂସ୍ଥା ଟାଟା, ଓବିସିସି ଓ ପୁରୀ ଜିଲ୍ଲାପାଳଙ୍କ…

ରାଜଧାନୀ ପ୍ରତିଷ୍ଠା ଦିବସକୁ କାହିଁକି ଡକାଗଲାନି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜବାବ ମାଗିଲେ ସାଂସଦ ଅପରାଜିତା…

ଭୁବନେଶ୍ୱର : ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହରେ ଅପରାଜିତାଙ୍କୁ ନଡକାଯିବା ଘଟଣା ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଅପରାଜିତା ଭୁବନେଶ୍ୱର ସାଂସଦ ହୋଇଥିବା ବେଳେ ତାଙ୍କୁ କାହିଁକି ଡକାଗଲା ନାହିଁ ବୋଲି…