କଂଗ୍ରେସ ଛାଡ଼ିବା ପଛର କାରଣ କହିଲେ କପିଲ ସିବଲ, ସପା ମୁଖିଆଙ୍କ ସହ କେମିତ ବଢିଲା ସମ୍ପର୍କ ?
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସହାୟତାରେ ବୁଧବାର ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ। ସେ କହିଛନ୍ତି, 30-31 ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ରହିବା ପରେ ଦଳ ଛାଡ଼ିବା ତାଙ୍କ ପାଇଁ ସହଜ ନଥିଲା।
ସିବଲ କହିଛନ୍ତି…