ବିଦ୍ୟୁତ ବିଭ୍ରାଟର ବିକଳ୍ପ ସମାଧାନ : ଟିପିଏସ୍ଓଡିଏଲ୍ ପକ୍ଷରୁ ବିଦ୍ୟୁତ ଯୋଗାଣ ପାଇଁ ଭ୍ରାମ୍ୟମାଣ କମ୍ପାକ୍ଟ…
ବ୍ରହ୍ମପୁର : ବ୍ରହ୍ମପୁରରେ ଟିପିଏସଓଡିଏଲ ପକ୍ଷରୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗଣ ପାଇଁ ଭ୍ରାମ୍ୟମାଣ୍ୟ କମ୍ପାକ୍ଟ ଷ୍ଟେସନ ଶୁଭାରମ୍ଭ ହୋଇଛି । ବିଦ୍ୟୁତ ବିଭ୍ରାଟ ସମୟରେ ଭରସ୍ୟାଯୋଗ୍ୟ ଯୋଗାଣ ପାଇଁ ଏହା ବିକଳ୍ପ ସମାଧାନ । ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା…