Latest Odisha News

BREAKING NEWS

ଖୁବ୍ ଶୀଘ୍ର ବିବାହ କରିବେ ରଣବୀର କପୁର-ଆଲିଆ ଭଟ୍ଟ : ଗ୍ରାଣ୍ଡ ୱେଡିଂ ସେରିମନିର ଅତିଥିଙ୍କ ଲିଷ୍ଟ ଲିକ୍

ମୁୁମ୍ବାଇ : ବଲିଉଡର ବହୁ ଚର୍ଚ୍ଚିତ ଯୋଡି ରଣବୀର କପୁର ଓ ଆଲିଆ ଭଟ୍ଟ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏବେ ଦୁହେଁ ବିବାହ କରିବା ଖବର ବଲିଉଡ ଟାଉନରେ ଚର୍ଚ୍ଚା ଜୋର ଧରିଛି । ହେଲେ ଏହି ଚର୍ଚ୍ଚାକୁ ନେଇ ଏହି ଯୋଡି କୌଣସି ଘୋଷଣା କରିନାହାନ୍ତି । ସେପଟେ ଏମାନଙ୍କ …

ବିଜୟଙ୍କ ବିଷ୍ଟ ଫିଲ୍ମ ଉପରେ ପ୍ରତିବନ୍ଧ ଲଗାଇଲେ କୁଏଟ ସରକାର

ମୁମ୍ବାଇ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟଙ୍କ ଅଗାମୀ ଫିଲ୍ମ ବିଷ୍ଟ ଉପରେ ଏବେ ସମସ୍ତଙ୍କ ନଜର । କୁଏଟ ସରକାର ଏହି ଫିଲ୍ମକୁ କିନ୍ତୁ ଦେଶରେ ରିଲିଜ ନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏଥିରେ ଇସଲାମ ଆତଙ୍କବାଦୀ ଉପରେ କେତେକ ଦୃଶ୍ୟ ଥିବାରୁ ଏହି ନିଷ୍ପତି…

ନବରାତ୍ରିରେ ଦକ୍ଷିଣ ଦିଲ୍ଲୀରେ ଆମିଷ ନିଷିଦ୍ଧ, ମେୟର କହିଲେ ବ୍ରତ ବେଳେ ଲୋକଙ୍କୁ ଆମିଷ ଗନ୍ଧେଇବ

ନୂଆଦିଲ୍ଲୀ: ଆସନ୍ତା ସୋମବାର ଯାଏଁ ଦକ୍ଷିଣ ଦିଲ୍ଲୀରେ ଆମିଷ ବିକ୍ରି ବନ୍ଦ । ନବରାତ୍ରି ସକାଶେ ଦକ୍ଷିକ୍ଷ ଦିଲ୍ଲୀ ମହାନଗର ନଗିମ ଅଞ୍ଚଳରେ ଆମିଷ ମିଳିବ ନାହିଁ । ସମସ୍ତ ଆମିଷ ଦୋକାନ ବନ୍ଦ ରହିବ । ମେୟର ମୁକେଶ ସୂର୍ଯ୍ୟନ ତାଙ୍କ ମହାନଗର ନିଗମର ପରିଧି ଭିତରେ ସମସ୍ତ ଆମିଷ ବା ମାଂସ ଦୋକାନ…

ପ୍ରିୟଙ୍କାଙ୍କୁ ଡେଟ କରୁଛନ୍ତି ଭେଙ୍କେଟେଶ !

ମୁମ୍ବାଇ: ଭାରତର ଯୁବ କ୍ରିକେଟର ଭେଙ୍କେଟେଶ ଆୟାର ଆଇପିଏଲର ଗତ ସଂସ୍କରଣରେ ଚମତ୍କାର ପ୍ରଦର୍ଶନ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ କୋଲକାତା ନାଇଟ ରାଇଡର୍ସ ଫାଇନାଲରେ ପ୍ରବେଶ କରି ଲୋକପ୍ରିୟ ହୋଇଥିଲେ । ତେବେ ଏଥର କିନ୍ତୁ ସେ ଭିନ୍ନ ଏକ କାରଣ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଭେଙ୍କେଟେଶ…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା : ହତ୍ୟାକାଣ୍ଡରେ ବ୍ୟବହୃତ ବାଉଁସ ଓ କାଠ ଫାଳିଆ ଆଶ୍ରମରୁ ଜବତ

ଭୁବନେଶ୍ୱର : ମାନସ ସ୍ୱାଇଁ ହତ୍ୟା ମାମଲା । କ୍ରାଇମବ୍ରାଞ୍ଚ ଟିମ୍ ତନାଘନା ଜାରି ରଖିଛି । ମାନସ ହତ୍ୟା ମାମଲାରେ ଆଉ ଏକ ସାଙ୍ଘାତିକ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ମାନସଙ୍କୁ ବାଉଁସ ଫାଳିଆରେ ପିଟିପିଟି କରାଯାଇଥିଲା ହତ୍ୟା । ଭୁବନେଶ୍ୱର ଦୟାଲ ଆଶ୍ରମରୁ ବାଉଁସ ଓ କାଠ ଫାଳିଆ…

କଂଗ୍ରେସ ମଜବୁତ ହେଲେ ଗଣତନ୍ତ୍ର ମଜବୁତ ହେବ: ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆଜି ସଂସଦ ଗୃହରେ କଂଗ୍ରେସ ସଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରିଛନ୍ତି। ଖୁବ ଶୀଘ୍ର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଡକାଯିବ ବୋଲି ସେ କହିଛନ୍ତି। ଖୁବ୍ ଶୀଘ୍ର ଏକ ଚିନ୍ତନ ଶିବିର ଆୟୋଜନ ବିଷୟରେ ମଧ୍ୟ କହିଥିଲେ। ସେ ଦଳକୁ ମଜବୁତ କରିବା ଉପରେ…

ପାକିସ୍ତାନ ପରେ ଶ୍ରୀଲଙ୍କାରେ ଭାଙ୍ଗିବ ସରକାର !

କଲମ୍ବୋ: ଭାରତର ଦୁଇ ପଡୋଶୀ ଦେଶର ରାଜନୀତିକ ଚିତ୍ର ଗୋଟିଏ ଢଙ୍ଗରେ ଚାଲିଛି । ପାକିସ୍ତାନରେ ସରକାର ବିରୋଧରେ ଅସନ୍ତୋଷ ତେଜିବା ପରେ ଶାସକ ଦଳର ଅନେକ ନେତା ଦଳ ପରିବର୍ତନ କରିଥିଲେ। ଏବେ ସଂସଦରେ ସଂଖ୍ୟାଗରିଷ୍ଠତା ହରାଇବା ଭୟରେ ଆଗୁଆ ସରକାର ଭାଙ୍ଗିଛନ୍ତି ଇମ୍ରାନ୍ ସରକାର । ସେହିପରି…

[ଭିଡିଓ] ଏୟାରପୋର୍ଟରେ ହ୍ରିତିକଙ୍କ ହାତଧରି ବୁଲୁଥିବା ନଜର ଆସିଲେ ସବା ଆଜାଦ , ଦୁହିଁଙ୍କ ରିଲେସନସିପକୁ ନେଇ ବଢୁଛି…

ମୁମ୍ବାଇ : ବଲିଉଡ ହ୍ୟାଣ୍ଡସମ ହଙ୍କ୍ ହ୍ରିତିକ ରୋଶନ କିଛି ଦିନ ହେଲା ନିଜ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ହ୍ରିତିକ ଆକ୍ଟ୍ରେସ ସବା ଆଜାଦଙ୍କ ସହ ଡେଟ କରୁଥିବା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ହ୍ରିତିକ ସବାଙ୍କୁ ଏକା ସାଙ୍ଗରେ ଡିନର କରୁଥିବା ନଜର ଆସିଥିଲେ ।ଆଜି…

ଲ୍ୟାଣ୍ଡ ସ୍କାମ: ସଞ୍ଜୟଙ୍କ ବିରୋଧରେ ଇଡିର କଡା କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ୧୦୩୪ କୋଟି ଟଙ୍କାର ପତ୍ରା ଚାଲ ଲ୍ୟାଣ୍ଡ ସ୍କାମରେ ଫସିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ମଙ୍ଗଳବାର ଏହି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଞ୍ଜୟଙ୍କ ଆଲିବାଗରେ ଥିବା ୮ଟି ଓ ମୁମ୍ବାଇର ଫ୍ଲାଟକୁ କୁର୍କ କରିଛି । ଇଡିର ଏହି…

୮୦ ହଜାର ଟଙ୍କା ବିନିମୟରେ କୁକୁର ମୂର୍ତ୍ତି ସ୍ଥାପନ, ଖୁବଶୀଘ୍ର ମନ୍ଦିର ନିର୍ମାଣ ହେବ

ଭୁବନେଶ୍ୱର : ଧନୀ ହୁଅନ୍ତୁ ଅବା ଗରିବ । କେହିକେହି କୁକୁରକୁ ପୋଷା ଜନ୍ତୁ ଭାବେ ପାଳିବାକୁ ପସନ୍ଦ କରିଥାନ୍ତି । ଧନୀ ଲୋକ ନିଜ ପୋଷା କୁକୁରକୁ ସ୍ୱତନ୍ତ୍ର ଖାଦ୍ୟ ଦେଇଥାନ୍ତି । ଅନ୍ୟପଟେ ଗରିବ ଲୋକ ଅଇଁଠା କିମ୍ବା ବଳକା ଖାଦ୍ୟ ପରଷିଥାନ୍ତି । ହେଲେ ତାମିଲନାଡୁର ଜଣେ ବ୍ୟକ୍ତି କିନ୍ତୁ ନିଜ…