ଭାଷା ଭାଗବତ : ଶବ୍ଦର ଗମନାଗମନ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୭
ଶବ୍ଦର ଗମନାଗମନ
ଭାଷାରେ ଚାଲେ ପ୍ରତିଦିନ
ବିସ୍ମୃତ ଶବ୍ଦ ଆଣି ଖୋଜି
ବାକ୍ୟରେ ଦେଲେ ସୁଦ୍ଧା ଖଂଜି
ପାଠକ ନ ବୁଝିଲେ ଅର୍ଥ
ଲେଖକ ଶ୍ରମ ହୁଏ ବ୍ୟର୍ଥ
ଚଳିତ ସମୟର ଭାଷା
ଲେଖିଲେ ଲାଗଇ ସରସା
ତତ୍କାଳ ଭାବ…