୫୦ ହଜାର ହେକ୍ଟର ଜମିରେ ଚାଷ ହେବ ଡାଇବେଟିସ ରୋଗୀଙ୍କ ପାଇଁ ହିତକର ନାଗଫେଣୀ ଫଳ
ନୂଆଦିଲ୍ଲୀ: ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଚାଷ ହେଉଥିବା ନାଗଫେଣୀ ଫଳ (ଡ୍ରାଗନ ଫ୍ରୁଟ୍ ଇଂରାଜୀରେ)କୁ ଅଧିିକରୁ ଅଧିକ ଚାଷ କରାଯିବ। କଣ୍ଟାଯୁକ୍ତ ଏହି ଫଳକୁ ଅଧିକରୁ ଅଧିକ ଚାଷ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନିକଟରେ ଗୁଜରାଟ ଓ ହରିଆଣା ସରକାର ଏପରି ନିଷ୍ପତ୍ତି…