ପୁରୀରେ ମାତିଛନ୍ତି ବ୍ରାଉନସୁଗାର ବେପାରୀ, ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ପୁରୀ : ପୁରୀରେ ମାତିଛନ୍ତି ବ୍ରାଉନସୁଗାର ବେପାରୀ । ପୁରୀ ବାସେଳିସାହି ପୋଲିସ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ କିଛି ଟଙ୍କା ସହ , ମୋବାଇଲ ଓ ଗାଡି ଜବତ କରିଛି ପୋଲିସ । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୧୧ଲକ୍ଷ ଟଙ୍କା ଦେବା ବୋଲି ଅନୁମାନ…