Latest Odisha News

BREAKING NEWS

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା: ବିଜୟ

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରସଙ୍ଗରେ ଛନ୍ଦି ହୋଇଯାଇଛନ୍ତି ସରକାର । ଗୋଟିଏ ପଟେ ଐତିହ୍ୟ କରିଡର ନାଁରେ ଚାଲିଥିବା ଖନନ କାର୍ଯ୍ୟ, ରୋଷ ଶାଳର ଚୁଲି ଭାଙ୍ଗିବା ଏବଂ ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତିରେ ଆଇନ୍ ଉଲ୍ଲଂଘନ ହୋଇଥିବା କହି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର…

ଲାଲଚୌକରେ ଆତଙ୍କବାଦୀ ଆକ୍ରମଣ: ଜଣେ ସିଆରପିଏଫ ଯବାନ ଶହୀଦ

ଶ୍ରୀନଗର: ଶ୍ରୀନଗରର ଲାଲଚୌକରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରି କରାଯାଇଥିଲା । ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି ।…

ବିନୟ କ୍ୱାତ୍ରା ହେବେ ନୂଆ ବୈଦେଶିକ ସଚିବ

ନୂଆଦିଲ୍ଲୀ: ଆସନ୍ତା ମାସ ପହିଲାରୁ ଭାରତର ନୂଆ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସଚିବ ହେବେ ବିନୟ କ୍ୱାତ୍ରା । ଏବେ ପଡ଼ୋଶୀ ନେପାଳର ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ହୋଇଛନ୍ତି ୧୯୮୮ ବ୍ୟାଚ୍ ଆଇଏଫଏସ ଅଫିସର ବିନୟ । ନୂଆ ନିଯୁକ୍ତି ସହ ବର୍ତ୍ତମାନର ବୈଦେଶିକ ସଚିବ ହର୍ଷ ଶ୍ରିଙ୍ଗଲାଙ୍କୁ…

[ଭିଡିଓ] ଦେଖନ୍ତୁ କେମିତି ରାସ୍ତାରେ ଯାଉ ଯାଉ ଦବିଗଲା ରାସ୍ତା , ଗଳି ପଡିଲେ ଜଣକ ପରେ..

ଭୁବନେଶ୍ୱର : ହଠାତ୍ ଦବିଗଲା ରାସ୍ତା ଜଣକୁ ଉଦ୍ଧାର କରିବାକୁ ଯାଇ ଫସିଗଲେ ତିନି ଜଣ । ଭିଡିଓରେ ଦେଖନ୍ତୁ ଜଣକ ପରେ ଜଣେ କେମିତି ଗାତ ଭିତରେ ଗଳି ପଡୁଛନ୍ତି ।ଆଉ ବାହାରିବାକୁ ଚେଷ୍ଟା କରୁଛନ୍ତି ହେଲେ ବାହାରି ପାରୁନାହାନ୍ତି । ହୁଏତ ଏ ଦୃଶ୍ୟ ଆପଣଙ୍କୁ କିଛି ସମୟ ପାଇଁ ବିଚଳିତ କରିପାରେ…

ଓସ୍କାର, ଗ୍ରାମୀ ଆୱାର୍ଡରେ ଲତାଙ୍କୁ ଅଣଦେଖା

ମୁମ୍ବାଇ: ଓସ୍କାର ଓ ଗ୍ରାମୀ ଆୱାର୍ଡରେ ସ୍ୱର ସାମ୍ରଜ୍ଞୀ ଲତା ମଙ୍ଗେସରଙ୍କୁ ଅଣ ଦେଖା କରାଯାଇଛି । ଦୁଃଖର କଥା ସେଠାରେ ଉପସ୍ଥିତ ଆମ କଳାକାରମାନେ ଏ ନେଇ କିଛି କହି ନ ଥିଲେ । ଚଳିତ ବର୍ଷ ଲତାଙ୍କ ପରଲୋକ ହୋଇଯାଇଛି । ଏହି ପୁରସ୍କାର ଉତ୍ସବରେ ବିଭିନ୍ନ ଦେଶର କଳାକାରଙ୍କୁ ଶ୍ରଦ୍ଧାଞ୍ଜଳୀ…

[ଦେଖନ୍ତୁ ଭିଡିଓ] ପାକିସ୍ତାନ ଅଧିକୃତ ପଂଜାବ ବିଧାନସଭାରେ ମହିଳା ସଦସ୍ୟଙ୍କ ମାରପିଟ୍

ଭୁବନେଶ୍ୱର: ପାକିସ୍ତାନୀ ମହିଳା ବି ମାରପିଟ୍‌ରେ କିଛି କମ୍ ନାହାନ୍ତି । ଏ କଥା ସୋସିଆଲ୍ ମିଡିଆରେ ଘୁରିବୁଲିଥିବା ଏକ ଭିଡିଓ ପ୍ରମାଣିତ କରିଛି । ପାକିସ୍ତାନ ଅଧିକୃତ ପଂଜାବ ବିଧାନସଭାରୁ ଏକ ପଲିଟିକାଲ୍ ଡ୍ରାମା ଭିଡିଓ ବହୁଳ ମାତ୍ରାରେ ଚର୍ଚ୍ଚା ସାଉଣ୍ଟିଛି । ପାକିସ୍ତାନ ଅଧିକୃତ…

ଆପ୍ ରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ନେତା ଅଶୋକ ଟନୱର

ଭୁବନେଶ୍ୱର: ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ କଂଗ୍ରେସ ନେତା ଅଶୋକ ଟନୱର ଆଜି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ସୋମବାର ସକାଳେ ଅଶୋକ ଆପ୍ ମୁଖ୍ୟ କେଜ୍ରିୱାଲଙ୍କୁ ଦିଲ୍ଲୀରେ ଭେଟି ଦଳରେ ଯୋଗ ଦେଇଛନ୍ତି । ପଞ୍ଜାବରେ ଆପ୍ ଚମକ୍ରାର ପ୍ରଦର୍ଶନ କରିବା ପରେ ଅନେକ ନେତା ଦଳକୁ…

ଐତିହ୍ୟ କରିଡରରେ ପ୍ରକଳ୍ପ ନିର୍ମାଣକୁ ଏଏସଆଇର ବିରୋଧ, ଚିଠି ଦେଖାଇ ଘେରିଲେ ଅପରାଜିତା

ଭୁବନେଶ୍ୱର: ପୁରୀ ଐତିହ୍ୟ କରିଡରରେ ଯେଉଁ ପ୍ରକଳ୍ପ କାମ ଚାଲିଛି ତାହା ବେଆଇନ୍ । ସେଠାରେ କୌଣସି ଖନନ କାମ କରିବାକୁ ଅନୁମତି ନାହିଁ । ଯାହା ହେଉଛି ତାହା ଆଇନ ବାହାରେ ଅର୍ଥାତ୍ ବେଆଇନ୍ । ଫେବୃଆରୀ ୫ ତାରିଖରେ ଏଏସଆଇ ଏପରି ଏକ ଚିଠି ଜରିଆରେ ଓବିସିସିର ବରିଷ୍ଠ ପ୍ରେଜେକ୍ଟ ମ୍ୟାନେଜରଙ୍କୁ…

[ଦେଖନ୍ତୁ ଭିଡିଓ] ବଜାର ମଝିରେ ବୁଲେଟରେ ନିଆଁ ଲାଗି ଶକ୍ତିଶାଳୀ ବିସ୍ଫୋରଣ

ନୂଆଦିଲ୍ଲୀ: ବେଶ କିଛିଦିନ ଧରି ସୋସିଆଲ୍ ମିଡିଆରେ ଇଲେକ୍ଟ୍ରିକ୍ ଗାଡିରେ ନିଆଁ ଲାଗିବା ଘଟଣା ଚର୍ଚ୍ଚା ସାଉଣ୍ଟିଥିଲା । ହେଲେ ନିକଟରେ ଗୋଟିଏ ରୟାଲ ଏନ୍‌ଫିଲ୍ଡ ଗାଡିରେ (ବୁଲେଟ୍‌) ନିଆଁ ଲାଗି ବିସ୍ଫୋରଣ ଘଟିବା ଅନେକଙ୍କୁ ତାଜୁବ୍ କରିଛି । ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲାରେ ବୁଲେଟ୍…

[ଭିଡିଓ] ଦେଶୀ ଲୁକରେ ସ୍ୱାମୀଙ୍କ ସହ ବାସ୍କେଟ ବଲ ଖେଳୁଥିବା ନଜର ଆସିଲେ ସନ୍ନି ଲିଓନ , ଭିଡିଓ ଭାଇରାଲ୍

ଦିଲ୍ଲୀ : ସ୍ୱାମୀଙ୍କ ସହ ବାସ୍କେଟ ବଲ୍ ଖେଳୁଛନ୍ତି ବଲିଉଡ୍ ବିୟୁଟି ସନ୍ନି ଲିଓନ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇ ଗଲାଣି । ଏହି ଭିଡିଓରେ ଦେଖିବାକୁ ମିଳିଛି ପତି ଡେନିୟଲ ବେବରଙ୍କ ସହ ସନ୍ନି ଲିଓନ ବାସ୍କଟ ବଲ୍ ଖେଳୁଛନ୍ତି ଏବଂ ବଲକୁ ନିଜ ଆଡକୁ ଆଣିବା ପାଇଁ କୌଶଳ କରୁଛନ୍ତି…