କବିତା : ସତ୍ୟଧ୍ଵନି
ତେଜସ୍ୱିନୀ ପଣ୍ଡା
ଦୂର ଆକାଶର ଚନ୍ଦ୍ରମା ତୁମେ ଯେ
ମୁଁ ଅପହଞ୍ଚ ଇଲାକାର ତାରା
କେଉଁଠି ହଜିଲ ବନ୍ଧୁ ?
ମୋ ଆଖି ଭିଜେ ରାତିସାରା ।
ତୁମ ନାଁ ଯେପରି ‘ସତ୍ୟ’ ସେହି ସତ୍ୟର
ଛାତିରେ ସଜାଥିବା ଅନେକ କଥା
ଆଜି ସ୍ମୃତି ଓ ବିିସ୍ମୃତିର ଢେଉରେ।
ଭୁଲିଗଲି ଆଜି ମୁଁ ତୁମ ଅତୀତର…