Latest Odisha News

BREAKING NEWS

ନିଶା କବଳରେ ଯୁବପୀଢ଼ି

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ 'ପ୍ରୀତିଲେଖା' ମଦ୍ୟପାନର ଅଭ୍ୟାସ ଦିନକୁ ଦିନ ଲୋକମାନଙ୍କ ଭିତରେ ବଢ଼ୁଥିଲା ବେଳେ, ଅନ୍ୟ ଭଳିକି ଭଳିକି ନିଶାର ପ୍ରକୋପ ମଧ୍ୟ କ୍ରମଶଃ ବଢ଼ିବାରେ ଲାଗିଛି । ରାଜ୍ୟରେ ଏବେ ମଦୁଆଙ୍କର ସଂଖ୍ୟା ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି ।…

୨୪ ଘଣ୍ଟାରେ କାଳବୈଶାଖୀର ତାଣ୍ଡବ, ୧୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଲାଗି ୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱର୍ଣ୍ଣିଂ ଜାରି କରାଯାଇଛି । ସତର୍କ ସୂଚନା ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା କେଉଁଝର,…

ରାଜଧାନୀରେ ପୁଣି ଫୁଟିଲା ବୋମା

ଭୁବନେଶ୍ୱର: ଅଶାନ୍ତ ହୋଇପଡ଼ିଛି ରାଜଧାନୀ । ଭୁବନେଶ୍ୱରରେ ପୁଣି ଫୁଟିଲା ବୋମା । ଗତକାଲି ବିଳମ୍ବିତ ରାତିରେ ପଳାଶୁଣୀ ଜଗନ୍ନାଥ ବିହାରରେ ଥିବା ନିର୍ମାଣାଧୀନ ଆପାର୍ଟମେଣ୍ଟ ଉପରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ସେମାନେ ୩ଟି ବୋମା ମାଡ଼ କରିଥିବା ସୂଚନା ମିଳିଛି । ତେବେ ଏଥିରେ କାହାର…

ବଢ଼ିଲା ଲାଲୁଙ୍କ ଅଡୁଆ: ନୂଆ ଦୁର୍ନୀତି ମାମଲାରେ ଛନ୍ଦି ହେଲେ, ୧୫ଟି ସ୍ଥାନରେ ସିବିଆଇର ରେଡ୍

ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ବଢ଼ିଲା । ଗୋଖାଦ୍ୟ ଦୁର୍ନୀତି ମାମଲାରେ ବେଲ୍ ମିଳିବାର ସପ୍ତାହେ ପରେ ତାଙ୍କ ନାଁରେ ନୂଆ ଦୁର୍ନୀତି ମାମଲା ରୁଜୁ କରିଛି ସିବିଆଇ । ବିହାରରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ନିଯୁକ୍ତିରେ…

ଟ୍ରେନ୍ ଧକ୍କାରେ ଗଲା ୩ ହାତୀଙ୍କ ଜୀବନ

କେନ୍ଦୁଝର: ବିପଦରେ ଗଜରାଜ । ମାଲବାହୀ ଟ୍ରେନ୍ ଧକ୍କାରେ ଗଲା ୩ ହାତୀଙ୍କର ଜୀବନ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଂଶପାଣି ବେହେରା ହାଟିଂ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ଗୋଟିଏ ହାତୀ ଛୁଆର ମୃତ୍ୟୁ ହୋଇଥିଲା । ଆଜି ଆହତ ଆଉ ୨ଟି ହାତୀ ମୃତ୍ୟୁବରଣ କରିଛନ୍ତି ।…

ୱାର୍ଲଡ ବକ୍ସିଂ ଚାମ୍ପିଅନସିପ: ସ୍ୱର୍ଣ୍ଣ ଜିତିଲେ ଭାରତର ନିକହତ ଜରିନ୍

ସ୍ପୋର୍ଟସ ବ୍ୟୁରୋ (ଓଡ଼ିଶା ସମ୍ବାଦ): ଓ୍ୱାର୍ଲଡ ବକ୍ସିଂ ଚାମ୍ପିଅନସିପରେ ଭାରତର ନିକହତ ଜରିନ୍ ଇତିହାସ ରଚିଛନ୍ତି । ଫାଇନାଲ୍ ମୁକାବିଲାରେ ବିଜୟୀ ହେବା ସହ ନିଜ ନାଁରେ ସ୍ୱର୍ଣ୍ଣ ପଦକ କରିଛନ୍ତି । ୫୨ କିଲୋ ବର୍ଗରେ ନିକହତ ଥାଇଲାଣ୍ଡ ପ୍ରତିଦ୍ୱନ୍ଦୀଙ୍କୁ ୫-୦ରେ ହରାଇଥିଲେ । ପୁରା…

ବାର୍କ ରିପୋର୍ଟ: କମୁଛି ଓଟିଭିର ଦର୍ଶକ ସଂଖ୍ୟା, ଆଉ ଅନ୍ୟ ମାନଙ୍କର ?

ଭୁବନେଶ୍ୱର: ଗତସପ୍ତାହର ଟିଭି ଦର୍ଶକ କାହାକୁ ଅଧିକ ଦେଖିଛନ୍ତି ତାର ରିପୋର୍ଟ ପ୍ରକାଶ କରିଛି ବାର୍କ। ଯେଉଁଥିରେ ଦୁଇ ସପ୍ତାହ ହେବ ଗୋଟିଏ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସର୍ବଦା ବାର୍କ ରେଟିଂରେ ଓଡିଆ ନ୍ୟୁଜ ଚ୍ୟାନେଲରେ ଏକ ନମ୍ବର ସ୍ଥାନରେ ରହୁଥିବା ଓଟିଭି ଏବେ ବି ଏକ ନମ୍ବର…

ଆଇଆଇଟି ମାଡ୍ରାସରେ 5ଜି ଟେଷ୍ଟର ସଫଳ ପରୀକ୍ଷଣ କଲେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ 5G କଲର ପ୍ରଥମ ସଫଳ ପରୀକ୍ଷା ଗୁରୁବାର ଶେଷ ହୋଇଛି । ଆଇଟି ଏବଂ ଟେଲିକମ୍ୟୁନିକେସନ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଇଆଇଟି ମାଡ୍ରାସରେ ଏହି 5G କଲ କରିଛନ୍ତି। ସମଗ୍ର ନେଟୱର୍କକୁ ଭାରତରେ ଡିଜାଇନ୍ ଏବଂ ବିକଶିତ କରାଯାଇଛି ବୋଲି ଟୁଇଟ୍ କରି ସେ କହିଛନ୍ତି । ଟେଲିକମ୍…

ବନ୍ୟା ପାଣିରେ ଓଦା ହୋଇଯିବେ ବୋଲି କର୍ମଚାରୀଙ୍କ ପିଠିରେ ପାରି ହେଲେ ବିଜେପି ବିଧାୟକ

ଦିସପୁର: ଆସାମରେ ବନ୍ୟା ପରିସ୍ଥିତି । ପାଣି ଘେରରେ ଲକ୍ଷ ଲକ୍ଷ ଲୋକ । ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଦୁଦ୍ଦର୍ଶା ଦେଖିବାକୁ ଜମୁଛି ନେତାଙ୍କ ଭିଡ଼ । ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ବନ୍ୟା ପାଣି ଜୋତାରେ ଲାଗିଲେ ଖରାପ ହୋଇଯିବ ଚିନ୍ତା କରି ଜଣେ ବିଜେପି ବିଧାୟକ…

ମହିଳା ନ୍ୟୁଜ ଆଙ୍କରଙ୍କୁ ମୁହଁ ଘୋଡ଼ାଇ ଖବର ପରିବେଶଣ ପାଇଁ ନିର୍ଦ୍ଦେଶ ଦେଲା ତାଲିବାନ

କାବୁଲ: ଇଲେକ୍ଟ୍ରୋନିକ୍ସ ମିଡିଆରେ ମୁହଁ ଘୋଡ଼ାଇ ନ୍ୟୁଜ ପଢ଼ିବାକୁ ନିର୍ଦ୍ଦେଶ। ଆଫଗାନିସ୍ତାନର ତାଲିବାନ ସରକାର ଗୁରୁବାର ଦିନ ଏପରି ଏକ ନିର୍ଦ୍ଦେଶ ଦେଇଛି ଟିଭି ଚ୍ୟାନେଲ ମାନଙ୍କୁ । ତାଲିବାନ ନ୍ୟୁଜ୍ ଚ୍ୟାନେଲ ଏପରି ଏକ ନିର୍ଦ୍ଦେଶ ଆସିଛି ବୋଲି ଟୁଇଟ୍ କରି ଜଣାଇଛନ୍ତି । ତେଣୁ…