Latest Odisha News

BREAKING NEWS

ଇମ୍ରାନଙ୍କୁ ଝଟକା, ବିରୋଧୀଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ଇସଲାମାବାଦ: ପାକିସ୍ତାନରେ ଇମ୍ରାନ ଖାନ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ବିରୋଧୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।  ଦାଖଲ ହୋଇଥିବା ଆବେଦନ ମାମଲାରେ ଶୁଣାଣି ଆସନ୍ତାକାଲି ହେବ ବୋଲି ପାକିସ୍ତାନର ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ…

କୀଭରେ କଲବଲ ହେଉଛନ୍ତି ରୁଷିଆ ସେନା: ବିଷାକ୍ତ ମଦ, ପାଉଁରୁଟି ଖାଇ ୫୦୦ ଅସୁସ୍ଥ

କୀଭ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ରୁଷିଆକୁ ପ୍ରଚୁର କ୍ଷତି ସହିବାକୁ ପଡୁଛି । ଡେଲିମେଲରେ ପ୍ରକାଶିତ ଖବର ଅନୁସାରେ ଖାରକୀଭ ନିକଟରେ ରୁଷ ସେନା ପଂହଚିବା ପରେ ସେମାନଙ୍କୁ ସ୍ଥାନୀୟ ବାସିନ୍ଦା ପାଉଁରୁଟି ଏବଂ ମଦ ଦେଇଥିଲେ । ଏହାକୁ ଖାଇବା ପରେ ୫୦୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇ ପଡିଥିବା ବେଳେ…

ସିବିଆଇ ଆଉ ପଞ୍ଜୁରୀ ଶୁଆ ନୁହେଁ ବୋଲି କହିଲେ କିରେନ ରିଜ୍ଜିଜୁ

ନୂଆଦିଲ୍ଲୀ: ସିବିଆଇ ଆଉ ପଞ୍ଜୁରୀ ଶୁଆ ନୁହେଁ । ବେଶ୍ ସଚ୍ଚୋଟତାର ସହ ସର୍ବୋଚ୍ଚ ଅପରାଧିକ ତଦନ୍ତକାରୀ ସଂସ୍ଥା ଭାବେ କାର୍ଯ୍ୟ କରୁଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ.ଭି ରମଣା ସିବିଆଇ ସମାଲୋଚନା କରିବାର ଦିନକ ପରେ ଗୃହ ରାଷ୍ଟ୍ରମନ୍ତ୍ରୀ କିରେନ ରିଜ୍ଜିଜୁ ଏଭଳି କହିଛନ୍ତି ।…

ହସ୍ପିଟାଲରୁ ଡିସଚାର୍ଜ ହେଲେ ମଲାଇକା ଆରୋରା , ଅର୍ଜୁନ କପୁରଙ୍କ ସହ ଘରକୁ ଫେରିଲେ

 ମୁମ୍ବାଇ : ହସ୍ପିଟାଲରୁ ଡିସଚାର୍ଜ ହେଲେ ମଲାଇକା ଆରୋରା । ମଲାଇକାଙ୍କ କାର୍ ଗତକାଲି ରାତିରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ସମୟରେ ମଲାଇକା ସାମାନ୍ୟ ଆହତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେ ଆଜି ସୁସ୍ଥ ହୋଇ ଅର୍ଜୁନ କପୁରଙ୍କ ସହ ଘରକୁ ଫେରିଛନ୍ତି । ଏନେଇ…

[ଦେଖନ୍ତୁ ଭିଡିଓ] ବିଡ଼ିଓଙ୍କୁ ବିରୋଧ: ବ୍ଳକ କାର୍ଯ୍ୟାଳୟ ପରିସରରେ ଲାଗିରହିଛି ଉତ୍ତେଜନା

ଜଗତସିଂହପୁର : ବ୍ଳକ କାର୍ଯ୍ୟାଳୟ ପରିସରରେ ଲାଗିରହିଛି ଉତ୍ତେଜନା। ବିଡ଼ିଓ ବାବୁଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ଲୋକ ମାନେ ମିଳିମିଶି ଘେରିଛନ୍ତି ବିଡ଼ିଓଙ୍କୁ । ଅନ୍ୟପଟେ ଏହି କାରଣ ଯୋଗୁଁ ୩ଦିନ ହେବ ବ୍ଳକ କାର୍ଯ୍ୟ ଏକପ୍ରକାର ଠପ ହୋଇଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର କିଛି ମହିଳା…

ମାଆ ହେଲେ କମେଡିଆନ ଭାରତୀ

ମୁମ୍ବାଇ: କମେଡିଆନ ଭାରତୀ ସିଂ ରବିବାର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତି ହର୍ଷ ଲିମ୍ବୋଚିୟା ଏହି ଖୁସି ଖବର ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଭାରତୀଙ୍କ ସହ ସେ ଏକ ସୁନ୍ଦର ଫଟୋ ଶେୟାର କରି ଲେଖିଛନ୍ତି ଇଟସ ଏ ବୟ । ବିବାହର ୫ ବର୍ଷ ପରେ ଭାରତୀଙ୍କ ଘର ଖୁସିରେ ଭରି…

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିର ରୋଷ ଶାଳା ଚୁଲିକୁ ଭାଙ୍ଗିଦେଲେ ଦୁର୍ବୁତ୍ତ

 ପୁରୀ: ଶ୍ରୀମନ୍ଦିର ରୋଷ ଶାଳାର ଚୁଲିକୁ ଭାଙ୍ଗିଦେଲେ ଦୁର୍ବୁତ୍ତ। ଗତ ରାତିରେ ଦୁର୍ବଳ ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୁତ୍ତ। ଗତକାଲି ରାତିରେ ମହାପ୍ରଭୁଙ୍କ ବଡ଼ସିଂହାର ଭୋଗ ପରେ ରୋଷ ଶାଳାକୁ ସୁରକ୍ଷା…

କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ

କୋରାପୁଟ: କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ । କୋରାପୁଟ ସଦର ଥାନା ଅନ୍ତର୍ଗତ ଏକତାଗୁଡା କାଜୁ ଜଙ୍ଗଲରୁ ନର କଙ୍କାଳ ଠାବ ହୋଇଛି । ଖବର ପାଇ କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ପୂଜାରୀ,ସଦର ଥାନା ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛ। ତେବେ ଘଞ୍ଚ ଜଙ୍ଗଲ…

ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା : ଶର୍ମିଷ୍ଠା ଓ ଝୁନାଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

ଚାନ୍ଦବାଲି : ମାନସ ସ୍ୱାଇଁ ହତ୍ୟା କାଣ୍ଡ ମାମଲା । ହତ୍ୟା ପଛରେ କାରଣ କଣ ସେନେଇ ସସପେନ୍ସ ଜାରି ରହିଛି । କ୍ରାଇମବ୍ରାଞ୍ଚ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ । ୩ ଦିନ ରିମାଣ୍ଡ ଦେଇଛନ୍ତି କୋର୍ଟ । ଆଜି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ଝୁନା,ରଞ୍ଜନ ,ନିରଞ୍ଜନ…

ଆଇସିସି ମହିଳା ବିଶ୍ୱକପ: ୭ମ ଥର ପାଇଁ ଅଷ୍ଟ୍ରେଲିଆକୁ ଟାଇଟଲ

ସିଡନୀ: ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଆଇସିସି ମହିଳା ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆ ୭୧ ରନରେ ଇଂଲଣ୍ଡକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଏହି ମେଗା ଇଭେଂଟରେ ଅଷ୍ଟ୍ରେଲିଆ ୭ମ ଥର ପାଇଁ ଟାଇଟଲ ହାସଲ କରିଛି । ଏଲିସା ହୀଲେ ୧୩୮ ବଲରେ ୧୭୦ ରନର ସ୍ମରଣୀୟ ଇନିଂସ ଖେଳିଥିଲେ ।…