ପେଗାସସ ମାମଲାରେ ଆଜି ତଦନ୍ତକାରୀ ଟିମର ରିପୋର୍ଟ ଉପରେ ଆସିପାରେ ରାୟ
ନୂଆଦିଲ୍ଲୀ: ପେଗାସସ ସ୍ପାଏଓ୍ୱୟାର ମାମଲାରେ ତିନି ଜଣିଆ କମିଟି ଦେଇଥିବା ମଧ୍ୟବର୍ତ୍ତୀକାଳୀନ ତଦନ୍ତ ରିପୋର୍ଟ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିପାରନ୍ତି। ଏହି କମିଟି ଚଳିତ ବର୍ଷ ଜାନୁଆରି ମାସରେ ତଦନ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ସୁପ୍ରିମକୋର୍ଟର ପୂର୍ବତନ…