Latest Odisha News

BREAKING NEWS

Browsing Tag

5t

ପ୍ରଣବଙ୍କ ମନ୍ତବ୍ୟକୁ ନେଇ ଘେରିଲା ବିଜେପି, ପଚାରିଲା CMO କିଏ ?

ଭୁବନେଶ୍ୱର: CMO କିଏ ? 5Tକୁ ନେଇ ପ୍ରଶ୍ନ ପରେ ବିଜେପି ପଚାରିଲା ସିଏମଓ କିଏ ? ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର 5T କଣ ଏକ ବିଭାଗ ବୋଲି ପ୍ରଶ୍ନ କରି ଘେରିବାକୁ ଚେଷ୍ଟା କରିଥିଲେ । ଯାହାର ଜବାବରେ ବିଜେଡି କହିଥିଲା 5T ହେଉଛି ଏକ ଚିନ୍ତାଧାରା । ଚିନ୍ତାଧାରା ପୁଣି କଣ…

ପ୍ରଶଂସା ହେଉ କି ନିନ୍ଦା, ଏବେ ଚର୍ଚ୍ଚାରେ ଫାଇଭ ଟି

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ବହୁ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଆହୁରି ଏକ ପ୍ରସଙ୍ଗ ଚର୍ଚ୍ଚାକୁ ବହୁଗୁଣିତ କରିଛି। ତାହା ହେଉଛି ଫାଇଭ ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସହ ଉନ୍ନୟନ…

‘5T’ ନେଇ ଜୟନାରାୟଣଙ୍କୁ ଜବାବ ଦେଲେ ଅରୁଣ, କହିଲେ ଗାଁକୁ ଗଲେ ବୁଝିପାରିବେ

ଭୁବନେଶ୍ୱର - ଓଡ଼ିଶାର ପ୍ରତି ଗାଁକୁ ଯାଆନ୍ତୁ ବୁଝିପାରିବେ ‘5T’ କଣ, 5T ନେଇ ପ୍ରଶ୍ନ କରୁଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଆଜି ଏଭଳି ପାଲଟା ଆକ୍ରମଣ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପିତ ଏହି ‘୫-ଟି’…

‘ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ’ ଏବଂ ‘ମୋ ସ୍କୁଲ ଅଭିଯାନ’କୁ ପ୍ରଶଂସା କଲା…

ଭୁବନେଶ୍ୱରଂ: ରାଜ୍ୟ ସରକାରଙ୍କ ୫ଟି “ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ”ଏବଂ“ମୋ ସ୍କୁଲ ଅଭିଯାନ”କୁ ପ୍ରଶଂସା କରିଛି ଦିଲ୍ଲୀସ୍ଥିତ “ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ”(ଏସ୍‌.ସି.ଇ.ଆର୍‌.ଟି.) ।ଏହି ପରିଷଦର ଏକ ୧୦ ଜଣିଆ ଟିମ୍‌ ଶୁକ୍ରବାର “ମୋ ସ୍କୁଲ” ରାଜ୍ୟ କାର୍ଯ୍ୟାଳୟ…

ହାଇସ୍କୁଲ୍ ପରେ 5T ଅଧିନରେ ବଦଳିବ ଜିଲ୍ଲା ଚିକିତ୍ସାଳୟର ରୂପରେଖ

ଭୁବନେଶ୍ୱର: 5T ଅଧିନରେ ରୂପାନ୍ତରିତ ହେବ ଚିକିତ୍ସାଳୟ । ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରଣ ଜାନୁଆରୀରୁ ଅକ୍ଟୋବର ମାସ ମଧ୍ୟରେ ହେବ । ସମସ୍ତ ଜିଲ୍ଲା ଚିକିତ୍ସାଳୟ ସହ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଏବଂ ରାଉରକେଲା ସରକାରୀ ହସ୍ପିଟାଲର ରୂପାନ୍ତରଣ କରାଯିବ । ସ୍ୱାସ୍ଥ୍ୟ ବିଭାଗ…

କଟକ ବଡ଼ ଡାକ୍ତରଖାନା ଓ ତାଳଦଣ୍ଡା କେନାଲ ରୂପାନ୍ତରଣ କାମ ସମୀକ୍ଷା କଲେ 5T ସଚିବ

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ କେବଳ ଓଡ଼ିଶା ନୁହେଁ, ଆଖପାଖ ରାଜ୍ୟର ଲୋକମାନଙ୍କ ପାଇଁ ଭରସାଯୋଗ୍ୟ ଚିକିତ୍ସା କେନ୍ଦ୍ରର ସୁନାମ ଲାଭ କରିଛି । ତେଣୁ ୭୫ ବର୍ଷ ତଳେ ନିର୍ମିତ ହୋଇଥିବା ଏହି ବିରାଟ ଅନୁଷ୍ଠାନର ରୂପାନ୍ତରଣ ସହିତ ଏଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା…

5T ଅଧିନରେ ରୂପାନ୍ତରଣ ସ୍କୁଲ ଛାତରୁ ଖସିଲା ସିଲିଂ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ନୂଆପଡ଼ା: 5T ଅଧିନରେ ସ୍କୁଲ ରୂପାନ୍ତରଣରେ ଦୁର୍ନୀତି । ମାସ କେଇଟା ନ ହେଉଣୁ ଛାତରୁ ଖସିଲା ସିଲିଂ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ଗତ କିଛିମାସ ତଳେ 5T ଅଧିନରେ ରାଜ୍ୟ ସରକାର ନୂଆପଡ଼ା ଖରିଆର ରୋଡ୍ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କରିଥିଲେ । ହେଲେ ମାସ କେଇଟା ନ…

ମୁକ୍ତା ଯୋଜନାର କାର୍ଯ୍ୟକାରିତାରେ ତ୍ରୁଟି ପାଇଁ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର :  ଭାରତରେ ସର୍ବ ପ୍ରଥମ  ଏବଂ ସହରାଞ୍ଚଳରେ ରହୁଥିବା ଦୁର୍ବଳ ସହରାଞ୍ଚଳ ଶ୍ରମିକ ତଥା ପ୍ରବାସୀ ଶ୍ରମିକଙ୍କ ପାଇଁ ଜୀବିକା ସୁଯୋଗ ସୁନିଶ୍ଚିତ କରିବା ପାଇଁ  ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୦ ମସିହାରେ ‘ମୁକ୍ତା ଯୋଜନାର ଶୁଭାରମ୍ଭ କରା ଯାଇଥିଲା। ଯେଉଁ ଉଦ୍ଦେଶ୍ୟରେ…

ନୂତନ ବିଏମସି ବିଲଲ୍ଡିଂ ଏବଂ ଓ’ହବ୍ ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ୫ଟି ସଚିବ

ଭୁବନେଶ୍ୱର:  ନିର୍ମାଣାଧୀନ ନୂତନ ବିଏମସି ବିଲ୍ଡିଂ ଏବଂ ଓ ’ ହବ୍ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ସତ୍ୟନଗରଠାରେ ନିର୍ମାଣାଧୀନ ନୂତନ ବିଏମସି ବିଲ୍ଡିଂ ଏବଂ ଓ ’ ହବ୍ ନିର୍ମାଣ କାର୍ଯ୍ୟର…

[ଦେଖନ୍ତୁ ଭିଡିଓ] ମେଡିକାଲରେ ୨୨ ଘଣ୍ଟା ପଡ଼ି ରହିଲା ମୃତଦେହ, ଦାୟୀ କିଏ ?

କାମାକ୍ଷାନଗର: କାହାକୁ ସାପ କାମୁଡ଼ିଲେ ସେ ମେଡିକାଲ୍ ଯାଏ । ଯଦି ଦୁର୍ଭାଗ୍ୟବଶତଃ ଡାକ୍ତରାଖାନାରେ ପହଞ୍ଚିବା ବେଳେକୁ ମୃତ୍ୟୁ ହୋଇଯାଏ ତ ମୃତଦେହ ମେଡିକାଲରୁ ହଟିବନି । ଏକଥା ଆମେ କହୁନୁ ପୋଲିସ ନ ଆସିବାରୁ ଢେଙ୍କାନାଳ ଜିଲ୍ଲା କାମକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ମୃତଦେହ ୨୨ ଘଣ୍ଟାରୁ…