Latest Odisha News

BREAKING NEWS

Browsing Tag

crime

ଆଉ ଜଣେ ଅଧ୍ୟାପକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଛାତ୍ରୀ

ବ୍ରହ୍ମପୁର:ଛାତ୍ରୀଙ୍କୁ ନିର୍ଯାତନା ଜନିତ ଅଭିଯୋଗକୁ ନେଇ ଏବେ ଚର୍ଚ୍ଚାରେ ରହିଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ । ପୂର୍ବରୁ ଓଡ଼ିଆ ଏବଂ ଇଂରାଜୀ ସ୍ନାତକୋତ୍ତର ବିଭାଗର ଅଧ୍ୟାପକଙ୍କ ବିରୋଧରେ କେତେକ ଛାତ୍ରୀ ନିର୍ଯ୍ୟାତନା  ଅଭିଯୋଗ ଆଣିଥିଲେ । ଏବେ ଇତିହାସ ବିଭାଗର ଅଧ୍ୟାପକଙ୍କ ବିରୋଧରେ…

ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡରେ ଜଣେ ମୃତ

ଆନନ୍ଦପୁର :  ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଖଲଣା ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ। ଗୁଳିମାଡରେ ଜଣଙ୍କର ମୃତ୍ୟ। ଅନ୍ୟଜଣେ ଗୁରୁତର ଅବସ୍ଥାରେ ସାଇଁକୁଳ ମେଡ଼ିକାଲ ରେ ଭର୍ତ୍ତି।  ବରପଦା ଠାରେ ସାପ୍ତାହିକ ହାଟ ଚାଲିଥିବା ବେଳେ ଖଲଣା ଗାଁର ସୁନନ୍ଦ ସେଠି ଓ ଅଭିମନ୍ୟୁ ସେଠି…

ସ୍ପେଶାଲ ସ୍କ୍ୱାଡ୍ ହାବୁଡ଼ରେ ୮ ଜଣିଆ ଗ୍ୟାଙ୍ଗ, ଟାର୍ଗେଟରେ ଥିଲେ ବ୍ୟାଙ୍କ କଷ୍ଟମର

ଭୁବନେଶ୍ୱର: କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ହାତରେ ଧରା ପଡ଼ିଛନ୍ତି ଏରାଗୋଲା ଗ୍ୟାଙ୍ଗ । ଏମାନେ ବ୍ୟାଙ୍କ ସାମ୍ନାରେ ଛକି ରହି ଗ୍ରାହକଙ୍କୁ ଲୁଟ୍ କରୁଥିଲେ । କାର କାଚ ଭାଙ୍ଗି ବାଟରେ ଟଙ୍କା ଲୁଟି ନେଉଥିଲେ । ଏହି ଗ୍ୟାଙ୍ଗର ୮ ଜଣ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଗିରଫ…

[ଦେଖନ୍ତୁ ଭିଡିଓ] ଆତଙ୍କ ଖେଳାଇଥିଲେ, ଏବେ ହାତ ଯୋଡ଼ୁଛନ୍ତି

ଭୁବନେଶ୍ୱର: ଆତଙ୍କ ଖେଳାଇଥିଲେ, ଏବେ ହାତ ଯୋଡ଼ୁଛନ୍ତି । ସୋମବାର ସନ୍ଧ୍ୟାରେ ଏହି ୪ ଅଭିଯୁକ୍ତ ଖଣ୍ଡଗିରି ଥାନା ଡେଲଟା ଛକରେ ଆତଙ୍କ ଖେଳାଇଥିଲେ । ଟଙ୍କା ଦେଣନେଣକୁ ନେଇ ପତିଆରା ଦେଖାଇବାକୁ ଯାଇ ଜାଳି ଦେଇଥିଲେ ସ୍କର୍ପିଓ । ଆଜି ସକାଳୁ ପୋଲିସ ୪ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କ…

ଗଣ୍ଡଗୋଳ ପରେ ସ୍କର୍ପିଓରେ ଦୁର୍ବୃତ୍ତ ଲଗେଇଲେ ନିଆଁ

ଭୁବନେଶ୍ବର:  ଡେଲଟା ଛକରେ ନିଆରେ ଫୁଟିଲା ସ୍କର୍ପିଓ । ଗାଡି ମାଲିକ ସହ ଗଣ୍ଡଗୋଳରୁ ଘଟିଲା ଏପରି  ଅଘଟଣ। ଗାଡିରେ ନିଆଁ ଲଗାଇଦେଲେ ଅମାନିଆ ଦୁର୍ବୁତ୍ତ। ରାସ୍ତାରେ‌ ୨୦ ମିନିଟ ଜଳିଲା ସ୍କର୍ପିଓ‌କାର । ଶେଷରେ ଜଳିଜଳି ଫୁଟିଲା ଗାଡିର ପେଟ୍ରୋଲ ଟ୍ୟାଙ୍କ। ଏଭଳି ଘଟଣା ଦେଖି ଡେଲଟା ଛକରେ‌…

୧୩ ତାରିଖରୁ ଥିଲେ ନିଖୋଜ, ଏବେ ମିଳିଲା ମୃତଦେହ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର‌ ଥାନା‌ ଚନ୍ଦକା ଜଙ୍ଗଲ କଡ ଡ୍ରେନରୁ ମିଳିଛି ୧୦ମ ଶ୍ରେଣୀ ଛାତ୍ର ଦୈତରାଜ ନାୟକକଙ୍କ ମୃତଦେହ। ଯେକି ନିକଟରେ ଥିବା ପଣ୍ଡା ପାର୍କ ବସ୍ତିର ଯୁଦ୍ଧିଷ୍ଟିର ନାୟକଙ୍କ ପୁଅ ବୋଲି ଜଣାପଡିଛି। ତେବେ ଗଳିତ ଅବସ୍ଥାରେ ମିଳିଛି ମୃତ ଦେହ । ତେଣୁ ତାଙ୍କ ବାପା ହତ୍ୟା…

ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ଚଢଉ, ୪ ମହିଳାଙ୍କ ସମେତ ୧୮ ଗିରଫ

କୁକୁଡାଖଣ୍ଡି: ବ୍ରହ୍ମପୁର ପୋଲିସ ପକ୍ଷରୁ ଆଜି ସଦର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରେ ଏକ ବଡ ଜୁଆ ଆଡ୍ଡା ଉପରେ ଚଢଉ ହୋଇଛି । ଚଢଉ ବେଳେ ୪ଜଣ ମହିଳାଙ୍କ ସମେତ ୧୮ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ନଗଦ ଏକ ଲକ୍ଷ ୭ ହଜାର ୪୯୦ ଟଙ୍କା, ୧୭ଟି ମୋବାଇଲ ଓ ଦୁଇଟି…

ପତ୍ନୀ ଓ ୫ବର୍ଷ ପୁଅକୁ ହତ୍ୟା କଲା ନୃଶଂସ ସ୍ୱାମୀ

ଜୟପୁର: ବିସିଂହପୁର ଥାନା ଅନ୍ତର୍ଗତ ହରଡ଼ାଗୁଡା ଗାଁରେ ଜଣେ ସ୍ୱାମୀର ବର୍ବରକାଣ୍ଡ। ସ୍ତ୍ରୀ ସହ ୫ବର୍ଷ ଶିଶୁ ପୁତ୍ରକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି କୌଣସି କଥାକୁ କେନ୍ଦ୍ର କରି…

ଗିରଫ ହେଲେ ରେମ୍‌ଡେସେଭିୟର୍ କଳାବଜାରୀ !

ନୂଆଦିଲ୍ଲୀ: ୭୦ ହଜାର ଟଙ୍କାରେ ବିକ୍ରିୟ ହେଉଥିଲା ରେମ୍‌ଡେସେଭିୟର୍ ଇଂଜେକ୍ସନ୍ । କଳାବଜାରୀଙ୍କ ନିକଟରେ ମହଜୁଦ ଥିଲା ଇଂଜେକ୍ସନ ଭାଇଲ୍ । ବହୁ ଖୋଳତାଡ ପରେ ଶେଷରେ ଦିଲ୍ଲୀ ପୋଲିସ ହାତରେ ଧରାପଡିଛନ୍ତି ରେମଡେସେଭିୟର୍ ଇଂଜେକ୍ସନ କଳାବଜାରୀ ଗ୍ୟାଙ୍ଗ । ରେମ୍‌ଡେସେଭିୟର୍ ଇଂଜେକ୍ସନକୁ…

ରାଜଧାନୀରେ ଗଂଜେଇ ଚାଲାଣ କରୁଥିବା ୨ ମହିଳା ସମେତ ୩ ଗିରଫ

ଭୁବନେଶ୍ୱର: ଗଂଜେଇ ଚୋରା ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ । ଭୁବନେଶ୍ୱର ତମାଣ୍ଡୋ ରାଜରାସ୍ତାରେ ଚେକିଂ ବେଳେ ପ୍ରାୟ ୫୦ କିଲୋଗ୍ରାମ ଗଂଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ । ତେବେ ଏହି ଗଂଜେଇ ଚାଲାଣରେ ସଂପୃକ୍ତ ଥିବା ଦୁଇ ମହିଳାଙ୍କ ସମେତ ତିନି…