Latest Odisha News

BREAKING NEWS

Browsing Tag

film

ପରଲୋକରେ ”ବାଗବାନ୍” ଫିଲ୍ମ ସ୍କ୍ରିନ୍ ରାଇଟର ଶାଫିକ୍ ଅନସାରୀଙ୍କ

ମୁମ୍ବାଇ : ବଲିଉଡର ଭେଟରାନ୍ ସ୍କ୍ରିନ୍ ରାଇଟର ଶାଫିକ୍ ଅନସାରୀଙ୍କ ଦେହାନ୍ତ ହୋଇଯାଛି । ବୁଧବାର ସକାଳେ ମୁମ୍ବାଇର କୋକିଲାବେନ୍ ଧୀରବାଇ ଅମ୍ବାନୀ ଡାକ୍ତରଖାନାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ଶାଫିକଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ…

ଆଜି ରିଲିଜ ହେବ ଭିନ୍ନ ସ୍ୱାଦର ଫିଲ୍ମ ‘ଚୁମ୍‌କି ମାଇଁ ଡାର୍ଲିଙ୍ଗ’

ଭୁବନେଶ୍ୱର: ତରଙ୍ଗ ଟିଭିରେ ଆଜି ରିଲିଜ ହେଉଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ 'ଚୁମ୍‌କି ମାଇଁ ଡାର୍ଲିଙ୍ଗ'। ଏଥିରେ ଜଣେ ୨୫ ବର୍ଷୀୟ ଯୁବକ ନାୟକ ସାଜିଥିବା ବେଳେ ୫୨ ବର୍ଷୀୟ ମହିଳା ହୋଇଛନ୍ତି ନାୟିକା । ନାୟକ ଭୂମିକାରେ ଅଭିନେତା ସମ୍ବିତ ଓ ନାୟିକା ଭୂମିକାରେ ମହେଶ୍ୱତାଙ୍କୁ ଅଭିନୟ…

ଫିଲ୍ମ ‘ରାଧେ ଶ୍ୟାମ୍’‌ର ଟିଜର୍‌ ରିଲିଜ

ନୂଆଦିଲ୍ଲୀ: ଭାଲେଣ୍ଟାଇନ୍ସ ଡେ ଅବସରରେ ବାହୁବଲୀ ଆକ୍ଟର ପ୍ରଭାସଙ୍କ ଅଭିନୀତ ଫିଲ୍ 'ରାଧେ ଶ୍ୟାମ୍‌'ର ଟିଜର ରିଲିଜ୍‌ ହୋଇଛି। ମୁଖ୍ୟ ଭୂମିକାରେ ପ୍ରଭାସ ଏବଂ ପୂଜା ହେଗଡେ ଅଭିନୟ କରିଛନ୍ତି। ଏହି ଫିଲ୍ମ ରାଧା କ୍ରୀଷ୍ଣ କୁମାରଙ୍କ ଦ୍ବାରା ନିର୍ଦ୍ଦେଶିତ। ଫିଲ୍ମରେ ପ୍ରଭାସ ଏବଂ ପୂଜାଙ୍କ…

ପୁଣି ଏକାଠି ହେବେ ଅଲ୍ଲି, ବରୁଣ ଓ ପୁଲକିତ, ଆସୁଛି ଫୁକ୍‌ରେ-୩

ମୁମ୍ବାଇ: ଦୁଇଦୁଇଥର ସ୍ଲିପର ହିଟ୍ ସାବ୍ୟସ୍ତ ହୋଇଥିଲା ଫିଲ୍ମ ଫୁକରେର ଦୁଇଟି ପାର୍ଟ । ୨୦୧୩ ଓ ୨୦୧୭ ପରେ ଏହାର ଥାର୍ଡ ପାର୍ଟ ରିଲିଜ ହେବାକୁ ଯାଉଛି । ପୁଣି ଦେଖିବାକୁ ମିଳିବ ଅଲ୍ଲି ଫୈଜଲ, ବରୁଣ ଶର୍ମା, ପୁଲକିତ ସମ୍ରାଟ ଓ ମନଜୋତ ସିଂଙ୍କ ତଗଡା କମିକ୍ କେମିଷ୍ଟ୍ରୀ । ଚଳିତବର୍ଷ…

ମଧୁର ଭଣ୍ଡାରକର୍ ଆଣୁଛନ୍ତି ଇଣ୍ଡିଆ ଲକଡାଉନ୍ !

ମୁମ୍ବାଇ: କରୋନା ମାହାମାରୀରେ ଧ୍ୱସ୍ତ ହୋଇଥିଲା ବଲିଉଡ ଇଣ୍ଡଷ୍ଟ୍ରୀ । ଅନେକ ଖବର କାଗଜ ଓ ଟିଭି ଚ୍ୟାନେଲର ନ୍ୟୁଜ ଅନୁଯାୟୀ ପ୍ରାୟ ୮ହଜାର କୋଟିର କ୍ଷତି ସହିଥିଲା ବଲିଉଡ । ହେଲେ ଏବେ ପୁଣିଥରେ ବଲିଉଡ ଅଣ୍ଟା ସଳଖି ଛିଡା ହେବାକୁ ଚେଷ୍ଟା କରିଛି । ଅନେକ ନୂଆନୂଆ ଫିଲ୍ମ ସାମ୍ନାକୁ…

‘ରେଣ୍ଡୋ ମାଝୀ-ଦି ହିଡେନ ଷ୍ଟୋରୀ ଅଫ୍ ୧୮୫୩’ର ଶୁଭ ମହୁରତ ଅନୁଷ୍ଠିତ

ଭବାନୀପାଟଣା: ସହିଦ ରେଣ୍ଡୋ ମାଝୀଙ୍କ ଜୀବନୀ ଓ ସଂଘର୍ଷକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର । ଏଥି ପାଇଁ ଭବାନୀ ପାଟଣାରେ ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଫିଲ୍ମର ନାଁ ରହିଛି 'ରେଣ୍ଡୋ ମାଝୀ-ଦି ହିଡେନ ଷ୍ଟୋରୀ ଅଫ୍ ୧୮୫୩' । ଏହି ଅବସରରେ ଆୟୋଜିତ କାର୍ଯ୍ଯକ୍ରମରେ ଶକ୍ତି ମନ୍ତ୍ରୀ…

[ଭିଡିଓ] ବଡ ପରଦାକୁ ଆସୁଛନ୍ତି ଟମ୍ ଆଣ୍ଡ ଜେରି !

ମୁମ୍ବାଇ: ଟମ୍ ଆଣ୍ଡ ଜେରି କଥା କାନରେ ପଡିଲେ, ମନେ ପଡିଯାଏ ପିଲାଦିନ କଥା । ଆଜି ବି ଏହି ଦୁଇଟି ଆଇକନିକ୍ କାର୍ଟୁନ୍ କ୍ୟାରେକ୍ଟରଙ୍କୁ ସୋସିଆଲ୍ ମିଡିଆରେ ଦେଖାଯାଇପାରେ । ବେଶ କିଛି ବର୍ଷ ଧରି ଏହି କାର୍ଟୁନ କ୍ୟାରେକ୍ଟରଙ୍କୁ ନେଇ କୌଣସି ନୂଆ ଭିଡିଓ ସାମ୍ନାକୁ ଆସିନଥିଲା । ହେଲେ ଆସନ୍ତା…

ଏକାଠି ଆସୁଛନ୍ତି ସୁନିଲ ସେଟ୍ଟି ଓ କାଜଲ ଅଗ୍ରୱାଲ !

ତେଲେଙ୍ଗାନା: ପୋଲିସ ଅବତାରରେ ସୁନିଲ ସେଟ୍ଟି । ଭିଲେନ୍ ଅବତାରରେ ଟଲିଉଡ୍ ବ୍ୟୁଟି କାଜଲ ଅଗ୍ରୱାଲ । କେମିଷ୍ଟ୍ରୀ ଅଜବ ଥିଲେ ବି ଦୁହେଁ ପରସ୍ପରକୁ ଅନ୍‌ସ୍କ୍ରିନରେ କଡା ଟକ୍କର ଦେବେ । ଖୁବଶୀଘ୍ର ଏହି ଦୁଇ ଆକ୍ଟରଙ୍କୁ ଏକାଠି ବଡ ପରଦାରେ ଦେଖିବାକୁ ମିଳିବ । ତେଲୁଗୁ ଫିଲ୍ମ ମୋସାଗାଲୁରେ…

ଐଶ୍ୱର୍ଯ୍ୟା ରାଏଙ୍କ ପରି ଦେଖାଯାଉଥିବା ଟିକ୍‌ଟକ୍ ଷ୍ଟାର ଅମୃତାଙ୍କୁ ମିଳିଲା ଫିଲ୍ମ ଅଫର୍ !

ମୁମ୍ବାଇ: ଟିକ୍‌ଟକ୍ ଷ୍ଟାର୍ ଅମୃତାଙ୍କୁ ଦେଖିଲେ ଜାଣି ପାରିବେ ସେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାଏଙ୍କ ପରି ଦେଖା ଯାଆନ୍ତି । ସୋସିଆଲ୍ ମିଡ଼ିଆରେ ଅମୃତାଙ୍କୁ ନେଇ ଏବେ ଖୁବ୍ ଜୋରରେ ଚର୍ଚ୍ଚା ମଧ୍ୟ ଚାଲିଛି । ଐଶ୍ୱର୍ଯ୍ୟା ରାଏଙ୍କ ପରି ଦେଖାଯାଉଥିବା ଏହି ଟିକ୍‌ଟକ୍ ଷ୍ଟାରଙ୍କୁ ଏବେ…

ରିଲିଜ ହେଲା ପ୍ରାମାଣିକ ଚଳଚ୍ଚିତ୍ର, ‘ଐତିହ୍ୟର ଅନ୍ତରାଳେ ବାଳକାଟୀ’

ଭୁବନେଶ୍ୱର: ନିଜର ଜନ୍ମ ମାଟିର ଐତିହ୍ୟ, ସଂସ୍କୃତି, ପରମ୍ପରା, ଗର୍ବ, ଗୌରବ ଓ ସ୍ୱାଭିମାନ ଉପରେ  ନିର୍ମିତ 'ଐତିହ୍ୟର ଅନ୍ତରାଳେ ବାଳକାଟୀ' ଚଳଚ୍ଚିତ୍ର ଲୋକ ଲୋଚନକୁ ଆସିବା ଏକ ଯୁଗାନ୍ତକାରୀ ପଦକ୍ଷେପ । ସମଗ୍ର ବାଳକାଟୀ ଅଞ୍ଚଳ ପାଇଁ ଏହା ଏକ ଖୁସି ଖବର ଓ ଗର୍ବ ଏବଂ ଗୌରବର ବିଷୟ  । ଏହି…