Latest Odisha News

BREAKING NEWS

Browsing Category

ଝାରସୁଗୁଡ଼ା

Jharsuguda

ଆରମ୍ଭ ହେଲା ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ

ଝାରସୁଗୁଡା: ପଶ୍ଚିମବଙ୍ଗ ଯାତ୍ରୀମାନଙ୍କୁ ଓଡି଼ଶାକୁ ଯାତାୟତ କରିବା ହେଲା ଆହୁରି ସହଜ । ଆରମ୍ଭ ହେଲା ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ ସେବା । କୋଲକାତାରୁ ୨୭ ସିଟ୍ ବିଶିଷ୍ଟ  ATR-72 ବିମାନ ଚଳାଚଳ ଆଜିଠୁ ଆରମ୍ଭ ହୋଇଛି । ପ୍ରତିଦିନ ଏହି ବିମାନ ଚଳାଚଳ କରିବ । ୫ ଟା ୫୦ରେ…

ଷ୍ଟାର କଳିରେ ବଳି ପଡୁଛି ଓଡିଆ ଚଳଚ୍ଚିତ୍ର, ଝାରସୁଗୁଡାରେ ଫିଲ୍ମ ‘ପ୍ରଥା’କୁ ବିରୋଧ

ଭୁବନେଶ୍ଵର: ଷ୍ଟାର କଳିରେ ବଳି ପଡୁଛି ଓଡିଆ ଚଳଚ୍ଚିତ୍ର । ଗୋଟିଏ ପରେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ରକୁ ବିରୋଧ କରି ବନ୍ଦ କରାଯାଉଛି । ଗତକାଲି ସାରା ଓଡିଶାରେ ଓଡିଆ ଚଳଚ୍ଚିତ୍ର ପ୍ରଥା ମୁକ୍ତିଲାଭ କରିଥିବା ବେଳେ ଝାରସୁଗୁଡାରେ ଏହି ଚଳଚ୍ଚିତ୍ରକୁ ବିରୋଧ କରାଯାଇଛି । ଏପଟେ ଓଡ଼ିଆ ଚଳଚ୍ଚିତ୍ର…

ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଝାରସୁଗୁଡ଼ାବାସୀ

ଝାରସୁଗୁଡ଼ା : ସାଂସ୍କୃତିକ ସପ୍ତ ରଙ୍ଗରେ ରଙ୍ଗିଗଲା ଶିଳ୍ପ ନଗରି ଝାରସୁଗୁଡ଼ା । କରୋନା ମହାମାରୀ ପାଇଁ ଦୁଇବର୍ଷ ହେବ ବନ୍ଦ ରହିବା ପରେ ନବ କଳେବର ହୋଇ ଆରମ୍ଭ ହୋଇଛି ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି । ଲୋକ କଳା, ଲୋକ ସଂସୃତି ଓ ଲୋକ ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ୨୧ବର୍ଷ ଧରି…

ଝାରସୁଗୁଡାବାସୀଙ୍କୁ ମାଗଣାରେ ମିଳିବ ସିଟି ସ୍କାନର ସୁବିଧା

ଝାରସୁଗୁଡା : ଆଜି ଝାରସୁଗୁଡା ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନ ମେସିନର ଶୁଭାରମ୍ଭ ହୋଇଛି  । ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ସିଟିସ୍କାନ ମେସିନର ଲୋକାର୍ପିତ କରିଛନ୍ତି  । ଆଜିଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକେ ମାଗଣାରେ ସିଟି…

ଝାରସୁଗୁଡ଼ାରେ ମୁଖ୍ୟ ଶାସନ ସଚିବ; ବୁଲିଲେ ହାର୍ଟ ହସ୍ପିଟାଲ

ଝାରସୁଗୁଡ଼ା: ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଯାଇଛନ୍ତି । ସକାଳୁ ଝାରସୁଗୁଡ଼ା ସହରର ବାଲିଜୁରି ସ୍ଥିତ ହାର୍ଟ ହସ୍ପିଟାଲ ପରିଦର୍ଶନ କରିଥିଲେ। ପରେ ଜିଲ୍ଲା ଖଣିଜ ପାଣ୍ଠି କକ୍ଷରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଜିଲ୍ଲା…

ବେଲ୍ଟ ପିନ୍ଧାକୁ ନେଇ ମଝିଆଁ ଭାଇକୁ ମାରିଲା ସାନ ଭାଇ

ଝାରସୁଗୁଡ଼ା: ଅଣ୍ଟା ପିନ୍ଧା ବେଲ୍ଟ ପାଇଁ ଭାଇକୁ ମାରିଲା ଭାଇ । ସାମନ୍ୟ ନିର୍ଜୀବ ବସ୍ତୁ ଟିଏ ପାଇଁ ଭାଇ ନେଇଗଲା ଭାଇ ର ଜୀବନ । ବ୍ରଜରାଜନଗର ସ୍ଥିତ ଓରିଏଣ୍ଟ ଥାନା ଅନ୍ତର୍ଗତ ଗୁଆଲାପଡ଼ାରେ ଶୁକ୍ରବାର ସନ୍ଧ୍ୟାରେ ଏହି କାଣ୍ଡ ଘଟିଛି। ସାନ ଭାଇ ଉମେଶ ଚୌହାନ ଓ ମଝିଆଁ ଭାଇ ସୋମେଶ…

ଧୁତରା ରେଳ ଷ୍ଟେସନ ନିକଟରେ ଟ୍ରେନରୁ ଖସି ପଡ଼ି ଜଣେ ମୃତ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା କିରିମିରା ବ୍ଳକ ଧୁତରା ଷ୍ଟେସନ ନିକଟ ଖୁଣ୍ଟ ନଂ.୫୦୫/୨୨ ଓ ୫୦୫/୨୪ ମଝିରେ ୨ନଂ ଲେନରେ ଟ୍ରେନରୁ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ବ୍ୟକ୍ତିଟି ଏକ୍ସପ୍ରେସ ଟ୍ରେନରେ ବିହାର ଅଭିମୁଖେ ଯାତ୍ରା କରୁଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।…

ଝାରସୁଗୁଡ଼ା ଡାକ୍ତରଖାନାରୁ ବିଚାରଧୀନ ଅଭିଯୁକ୍ତ ଫେରାର

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ବିଚାରଧୀନ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ସେ ହେଉଛନ୍ତି ଇନ୍ଦ୍ରଜିତ ସହାଣୀ । ଘର ବିହାର ମାଧେପୁର ଥାନା ବୋଥନା ଗାଁ । ତେବେ ସେ ଗତ ୨୬ ତାରିଖ ବ୍ରଜରାଜନଗର ଓରିଏଣ୍ଟ ଥାନା ଅଞ୍ଚଳରୁ ଏକ ଟ୍ରକ ଚୋରି…

ଖରାପ ପ୍ରଦର୍ଶନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେଉଛି ବିଜେପି

ଭୁବନେଶ୍ବର: ବ୍ରଜରାଜନଗରରେ କାହିଁକି ହାରିଲା ବିଜେପି ? ଜମାନତ କାହିଁକି ହରାଇଲେ ରାଧାରାଣୀ  ?। ଧର୍ମେନ୍ଦ୍ରଙ୍କ ପାଓ୍ବାର କାହିଁକି ଫେଲ ମାରିଲା ବ୍ରଜରାଜନଗରରେ? । ଏସବୁକୁ ନେଇ ଦୁଇଦିନ ହେଲା ସୋସିଆଲ ମିଡିଆରେ ହଜାର ହଜାର ୟୁଜର ଟ୍ରୋଲ କରୁଛନ୍ତି । ବିଶେଷ କରି ଏଥର ବିଜେଡି ଜିତିବ…

ବ୍ରଜରାଜନଗରରେ ଜିତିଲା ବିଜେଡି, ଦ୍ୱିତୀୟ ସର୍ବାଧିକ ବ୍ୟବଧାନରେ ଜିତିଲେ ଅଳକା

ଭୁବନେଶ୍ୱର : ବ୍ରଜରାଜନଗରରେ ବିଜେଡିର ବାଜିମାତ । ବିପୁଳ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ପାଖରୁ ଅଳକା ୬୫ ହଜାରରୁ ଅଧିକ ଭୋଟରେ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି ବିଜୟୀ ହୋଇଛନ୍ତି।କଂଗ୍ରେସର ବିଧାୟକ…