Latest Odisha News

BREAKING NEWS

Browsing Tag

Plane Crash

ନେପାଳ ବିମାନ ଦୁର୍ଘଟଣା: ୪ ଭାରତୀୟଙ୍କ ମୃତ ଦେହକୁ ଅପେକ୍ଷା କରିଛନ୍ତି ପରିବାର

ନୂଆଦିଲ୍ଲୀ: ୟେତି ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାକୁ ପ୍ରାୟ ଏକ ସପ୍ତାହ ବିତି ଗଲାଣି । ହେଲେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ଭାରତୀୟଙ୍କ ମୃତଦେହକୁ ଅପେକ୍ଷା କରି ରହିଛନ୍ତି ପରିବାର ଲୋକେ । ସୂଚନା ଅନୁଯାୟୀ, ରବିବାର ନେପାଳର ପୋଖରାରେ ୟେତି…

ଅବତରଣର ୧୦ ସେକେଣ୍ଡ ପୂର୍ବରୁ ଜଳିଗଲା ବିମାନ, ୧୪ ଦିନ ତଳେ ଉଦଘାଟନ ହୋଇଥିଲା ବିମାନବନ୍ଦର

କାଠମାଣ୍ଡୁ: ବିମାନବନ୍ଦର ଉଦଘାଟନକୁ ମାତ୍ର ୧୪ ଦିନ । ଘଟିଗଲା ବଡ଼ ଅଘଟଣ । ରବିବାର ୟେଟି ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୬୮ ଯାତ୍ରୀଙ୍କ ସହ କ୍ରିଉ ମେମ୍ବରଙ୍କୁ ମିଶାଇ ୭୨ ଜଣ ଥିଲେ । ଆଉ ବିମାନ ATR-72 ଅବତରଣର ଠିକ୍ ୧୦ ସେକେଣ୍ଡ ପୂର୍ବରୁ ଜଳି ଯାଇଛି ।…

ଆମେରିକା ଏୟାର ଶୋ ବେଳେ ସାମରିକ ବିମାନ ଧକ୍କା, ୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆମେରିକା ଡଲାସରେ ଦୁଇ ସାମରିକ ବିମାନ ଧକ୍କା  । ଦୁର୍ଘଟଣାରେ ୬ ଜଣଙ୍କ ଚାଲିଗଲା ଜୀବନ  । ଡଲାସରେ ଏକ ଏୟାର ଶୋ’ର ଆୟୋଜନ କରାଯାଇଥିଲା। ଏହି ସମୟରେ ବୋଇଂ ବୋମା ବର୍ଷକ ବିମାନ ବି-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ ବେଲ୍ ପି-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା…

ମଧ୍ୟପ୍ରଦେଶରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ,ଅଳ୍ପକେ ବର୍ତ୍ତିଲେ ପାଇଲଟ

ମଧ୍ୟପ୍ରଦେଶ :ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ। ଆଜି ମଧ୍ୟପ୍ରଦେଶ ଭଣ୍ଡ ଜିଲ୍ଲାରେ ଭାରତୀୟ ବାୟୁସେନାର ବିମାନ ମିରାଜ ୨୦୦୦ ଯୁଦ୍ଧ ବିମାନ ଦର୍ଘଟଣା ଗ୍ରସ୍ତ ହୋଇଛିା ହେଲେ ପାଇଲଟ ଜଣକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ଭାରତୀୟ ବାୟୁସେନା ଆଇଏଫଏଫ୍ ଟ୍ୱିଟ ମାଧ୍ୟମରେ…

ଫିଲିପିନ୍ସ ବିମାନ ଦୁର୍ଘଟଣାରେ ୧୭ ମୃତ, ୪୦ ଆହତ

କୋଟାବାଟୋ: ଫିଲିପିନ୍ସ ସେନାର ବିମାନ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ୪୦ରୁ ଅଧିକ ଆହତ ହୋଇଛନ୍ତି । ମୃତାହତଙ୍କ ଭିତରେ ଅଧିକାଂଶ ସେନା ଅଧିକାରୀ ଓ କର୍ମଚାରୀ ଅଛନ୍ତି । ଫିଲିପିନ୍ସ ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପରେ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେନାର ବିମାନ C-130 ।…

ଅଧା ରହିଗଲା କ୍ୟାପଟେନ ସାଠେଙ୍କ ମାଆଙ୍କୁ ଜନ୍ମଦିନରେ ସରପ୍ରାଇଜ ଦେବା ସ୍ୱପ୍ନ

ମୁମ୍ବାଇ: ଆଜି ଥିଲା କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କ୍ୟାପଟେନ ଦୀପକ ସାଠେଙ୍କ ମାଆଙ୍କ ଜନ୍ମ ଦିନ । ତେଣୁ ଜନ୍ମଦିନରେ ନାଗପୁରରେ ଥିବା ମାଆଙ୍କୁ ସରପ୍ରାଇଜ ଦେବାର ଯୋଜନା କରିଥିଲେ କ୍ୟାପଟେନ । କିନ୍ତୁ ନିୟତିର ନିୟମ ଥିଲା କିଛି ଭିନ୍ନ । କ୍ୟାପଟେନ ସାଠେଙ୍କ ଜଣେ…

କେରଳରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ

କୋଝିକୋଡ (କେରଳ): କୋଝିକୋଡର କରିପୁର ବିମାନ ବନ୍ଦରରେ ଲ୍ୟାଣ୍ଡ କରୁଥିବା ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବିମାନଟି ଅବତରଣ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବିମାନରେ ମୋଟ ୧୯୧ ଜଣ ଯାତ୍ରୀଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଥିବା…

ପାକିସ୍ତାନରେ ବିମାନ ଦୁର୍ଘଟଣା; ୧୦୦ ଜଣ ଯାତ୍ରୀଙ୍କୁ ନେଇ କରାଚୀ ଯାଉଥିଲା ବିମାନ

ଇସ୍ଲାମାବାଦ: ଲାହୋରରୁ ଏକ ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ ବିମାନ କରାଚୀ ଅଭିମୁଖେ ଯାତ୍ରା କରୁଥିିବା ବେଳେ କରାଚୀ ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ସମୁଦାୟ ୧୦୦ ଜଣ ଯାତ୍ରୀ ଥିଲେ । Pakistan International Airlines (PIA) flight from…

୧୦୦ ଯାତ୍ରୀ ନେଇ ଯାଉଥିବା ବିମାନ କାଜାକସ୍ତାନରେ ଦୁର୍ଘଟଣାଗସ୍ତ

ନୂଆଦିଲ୍ଲୀ: ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେକ୍ ଏୟାରର ଏକ ବିମାନ ଶୁକ୍ରବାର ଦିନ କାଜାକସ୍ତାନର ଅଲମାଟି ବିମାନବନ୍ଦର ନିକଟରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…