Latest Odisha News

BREAKING NEWS

Yearly Archives

2019

ତୁମକୁ ଦେଖିଲା ପରେ

ତୁମକୁ ଦେଖିଲା ପରେ ଶିବାନନ୍ଦ ବନଛୋର ତୁମକୁ ଦେଖିଲା ପରେ ଓଲଟ ପାଲଟ ହୋଇଯାଏ ମୋ ଜୀବନର ଗଣିତ ନା ମିଶାଣ, ନା ଫେଡାଣ କିଛି ବି ସଠିକ ହୁଏନି ଜୀବନର ଅଙ୍କକଷାରେ । ତୁମକୁ ଦେଖିଲା ପରେ ଜୀବନର ଫିଜିକ୍ସରେ ଜାଣିପାରେନି ଫରକ ପ୍ରତିକଳ୍ପନ ଓ ପ୍ରତିସରଣ ମଧ୍ୟରେ । ତୁମକୁ…

ସାନି ମତଦାନ ଜନମତ ପ୍ରତି ଅପମାନ ସଦୃଶ୍ୟ: ଭର୍ତ୍ତୃହରି

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ଭର୍ତ୍ତୃହରି ମହତାବ ଗୁରୁବାର ଦିନ କଟକ ଲୋକସଭା ଅନ୍ତର୍ଗତ ଆଠଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରର ୪ଟି ବୁଥରେ ହେବାକୁ ଥିବା ସାନି ମତଦାନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ କଟକ ସାଂସଦ କହିଛନ୍ତି, ସାଧାରଣତଃ ନିର୍ବାଚନ…

ଶୂନ୍ୟତା

ଶୂନ୍ୟତା ଆଶୁତୋଷ ପ୍ରସାଦ ମଲ୍ଲିକ କ'ଣ ହୋଇପାରେ ଏ ଶୂନ୍ୟତାର ପରିଭାଷା? ଗୋଟେ ସ୍କେଚ୍ ନଥିବାପଣର, ଛଳଛଳ କେଇ ପୃଷ୍ଠା ଲୁହର କବିତା, କି ଶୋଷରେ ଡହକୁଥିବା ମାଟିର ଆକୁଳତା? ତୁମେ ଜାଣନା ତୁମକୁ ଛୁଇଁ ଆସିଥିବା ଦମକାଏ ପବନରେ ମୁଁ ପାଦେ ପାଦେ ଦୂରେଇଯାଏ ସମୟଠୁଁ।…

ବ୍ୟତିରେକ

ବ୍ୟତିରେକ ସ୍ମୃତିରଞ୍ଜନ ସେଠୀ ମୁଁ ହରେଇ ସାରିଥିବି ସେତେବେଳକୁ କାକର ବୁନ୍ଦାର ଶେଷ ଅବସୋସ ଝଡିସାରିଥିବ ଜହ୍ନରୁ କେଇ ପଳଖା କଳଙ୍କ ଚଢେଇ ପେଟରୁ କୁହୁଳି ଉଠୁଥିବ ଭୋକ ପାହାନ୍ତିତାରାର ପିଠିରେ ବସି ସବୁଦିନ ଗଲାବେଳେ ତୁ ସେମିତି ଥରେ ଅନେଇଦେବୁ ମୋ ଦୁଆରକୁ ଝାପ୍ସା ଦିଶିବ…

ଆରପାରିରେ ପୂର୍ବତନ ତଲସରା ବିଧାୟକ ଗଙ୍ଗାଧର ପ୍ରଧାନ

ରାଉରକେଲା : ପୂର୍ବତନ ତଲସରା ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ଦିନ ସୁନ୍ଦରଗଡ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ପ୍ରାପ୍ତ ସୂଚନାନୁଯାୟୀ ସେ ଜଗଦାସ୍ଥିତ ସିଡବ୍ଲୁଏସ୍ ହସ୍ପିଟାଲରେ…

ବାତ୍ୟା ପ୍ରଭାବିତ ୬ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ଅଧିକାଂଶ ବ୍ୟାଙ୍କ ସେବା

ଭୁବନେଶ୍ୱର : ଓଡିଶାର ୬ଟି ବାତ୍ୟା ପ୍ରଭାବିତ ଉପକୂଳ ଜିଲ୍ଲାରେ ଅଧିକାଂଶ ବ୍ୟାଙ୍କ ଶାଖାଗୁଡିକ କାର୍ଯ୍ୟକ୍ଷମ ହୋଇଛି । ମିଳିଥିବା ସୂଚନାଯାୟୀ ବ୍ୟାଙ୍କିଙ୍ଗ ସେବା ନେଇ ରାଜ୍ୟ ଅତିଥି ଭବନରେ ରାଜ୍ୟ ଓ କେନ୍ଦ୍ର ଅର୍ଥ ବିଭାଗର ସମନ୍ୱୟ ବୈଠକ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି…

ବାତ୍ୟା ବିପର୍ଯ୍ୟସ୍ତ ଓଡିଶାର ପୁନଃରୁଦ୍ଧାର ଲାଗି ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କଲେ ଗୀତା ମେହେଟ୍ଟା

ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ତଥା ବାତ୍ୟା ବିପର୍ଯ୍ୟସ୍ତ ଓଡିଶାର ପୁର୍ନରୁଦ୍ଧାର ଲାଗି ନ୍ୟୁୟର୍କସ୍ଥିତ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଉଲ୍ଲେଖନୀୟ ଯେ,…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୭ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ଓଡିଶାର ପ୍ରାୟ ୭ଟି ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ବୁଲେଟିନ୍ ଅନୁଯାୟୀ ରାଜ୍ୟର ପ୍ରାୟ ୭ ଜିଲ୍ଲାରେ ଦ୍ୱିପ୍ରହର…

କର୍କଟରେ ଆକ୍ରାନ୍ତ ଓଡିଆ ଟେଲି ତାରକା ରାଜେଶ୍ୱରୀ, ଆରୋଗ୍ୟ କାମନା କଲେ ପ୍ରଶଂସକ

ଭୁବନେଶ୍ୱର: ଓଡ଼ିଆ ଟେଲି ଜଗତର ଜଣାଶୁଣା ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର କର୍କଟ ରୋଗରେ ଆକ୍ରାନ୍ତ। ଏସମ୍ପର୍କରେ ସେ ଫେସବୁକ୍ ପେଜରେ ନିଜ ପୋଷ୍ଟ କରିଛନ୍ତି । ‘ମୁଁ କର୍କଟ ସହ ଲଢ଼େଇ କରୁଛି। ମସ୍ତିଷ୍କ ଏବଂ ଫୁସଫୁସ୍ କର୍କଟରେ ପୀଡ଼ିତ ଓ ମୁଁ ଜାଣେ ମୁଁ ନିଶ୍ଚୟ ଜିତିବି।…

ପୁରୀରେ ବାତ୍ୟା ଭାଙ୍ଗିଦେଲା ମାଟି କୁଡ଼ୁଆ, ଚକ ଓ କୁମ୍ଭାରଙ୍କ ମେରୁଦଣ୍ଡ…

ପୁରୀ: ପ୍ରଳୟଙ୍କରୀ ବାତ୍ୟା ପରେ ଏବେ ପୁରୀରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ରଥଯାତ୍ରା ସମୟରେ ଭକ୍ତମାନେ ମହାପ୍ରସାଦ କିପରି ଘରକୁ ନେଇକି ଯିବେ? କେବଳ ପୁରୀର ପାରମ୍ପରିକ କୁମ୍ଭାର ନୁହେଁ ବରଂ ଏହି ପ୍ରଶ୍ନଟି ପ୍ରଶାସନ ଏବଂ ଭକ୍ତଙ୍କ ମନରେ ଭାଳେଣୀ ସୃଷ୍ଟି କରିଛି ।…