Latest Odisha News

BREAKING NEWS

Yearly Archives

2019

ରାଜଧାନୀରୁ ଜବତ ହେଲା ୭୦ ଗ୍ରାମର ବ୍ରାଉନ ସୁଗାର, ୨ ଅଟକ

ଭୁବନେଶ୍ୱର : ଭୁବନେଶ୍ୱରରୁ ଶୁକ୍ରବାର ଦିନ ପୋଲିସ ମଞ୍ଚେଶ୍ୱର ଅଞ୍ଚଳରୁ ୫୨ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଯାହାର ଆନୂମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ । ମିଳିଥିବା ସୂଚନାନୁଯାୟୀ କୌଣସି ସୁତ୍ରରୁ ଖବର…

କବି ସୀତାକାନ୍ତ ମହାପାତ୍ରଙ୍କୁ ଉତ୍କଳ ରତ୍ନ

ଜ୍ଞାନପୀଠ ବିଜେତା ବିଶିଷ୍ଟ ଓଡ଼ିଆ କବି ସୀତାକାନ୍ତ ମହାପାତ୍ର ଚଳିତ ବର୍ଷ ଉତ୍କଳ ସାହିତ୍ୟ ସମାଜର ଶୀର୍ଷ ସମ୍ମାନ "ଉତ୍କଳ ରତ୍ନ" ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ! ଜୁନ 9 ତାରିଖ ସନ୍ଧ୍ୟାରେ କଟକ ସ୍ଥିତ ଶତାବ୍ଦୀ ଭବନରେ ଅନୁଷ୍ଠାନର ବାର୍ଷିକ ସମାବର୍ତ୍ତନ ଉତ୍ସବରେ କବିଙ୍କୁ…

ଗରମ ପାଣି ପଡି ଶିଶୁ ଗୁରୁତର ଘଟଣା: ବହିଷ୍କୃତ ହେଲେ ଅଙ୍ଗନବାଡି କର୍ମୀ ଓ ସହାୟିକା

ସୋନପୁର : ସୋନପୁର ଜିଲ୍ଲା ଜଟିଆପାଲ୍ଲୀ ଅଙ୍ଗନବାଡ଼ି କେନ୍ଦ୍ରର ଏକ ୩ ବର୍ଷର ଶିଶୁକନ୍ୟା ଉପରକୁ ଗରମ ପାଣି ଫିଙ୍ଗିବା ଘଟଣାରେ ଜଣେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ବହିଷ୍କୃତ ହୋଇଛନ୍ତି । ଏହି ଘଟଣାରେ ଜିଲ୍ଲା ପ୍ରଶାସନ ଅଙ୍ଗନବାଡ଼ି କେନ୍ଦ୍ରର ସୁପରଭାଇଜରଙ୍କୁ ମଧ୍ୟ ନିଲମ୍ବନ କରିଥିବା…

ଗଞ୍ଜାମରେ ଜଳଖିଆ ଦୋକାନ ଉପରକୁ ବୋମାମାଡ଼, କର୍ମଚାରୀ ଆହତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ବଡ଼କେଦଣ୍ଡା ଛକରେ ଥିବା ଏକ ଜଳଖିଆ ଦୋକାନ ଉପରକୁ ବୋମାମାଡ଼ ଘଟଣାରେ ଜଣେ ଦୋକାନ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ପାଖାପାଖି ରାତି ୯ଟା ୩୦ମି.ସମୟରେ ଜଳଖିଆ ଦୋକାନ ବନ୍ଦ ହୋଇଯାଇଥିଲେ ମଧ୍ୟ ୨ଜଣ କର୍ମଚାରୀ ସେଠାରେ ଠିଆ ହୋଇଥିଲେ।…

ମେ ୧୯ରେ ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ: ଜୋରଦାର୍ ହେଉଛି ଆଜି ଅନ୍ତିମ ପ୍ରଚାର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ୭ମ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ମେ’ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ହେଉଛି ଏହି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାରର ଶେଷ ଦିବସ । ଆଜି ସନ୍ଧ୍ୟା ପରଠାରୁ ଆଉ ପ୍ରଚାର ହେବନାହିଁ । ଦୀର୍ଘ ଏକ ମାସ ଧରି ବିଶ୍ୱର ବୃହତ…

ନୟାଗଡ: ଆମ୍ବୁଲାନ୍ସରେ ପ୍ରସବ କଲେ ମହିଳା

ନୟାଗଡ : ନୟାଗଡ ଜିଲ୍ଲା କନଡି ଗ୍ରାମରେ ଜଣେ ଗର୍ଭବତୀ ମହିଳା ଆମ୍ବୁଲାନ୍ସରେ ପ୍ରସବ କରିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପରେ ଉଭୟ ମା’ ଓ ନବଜାତକକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା କନଡି ଗ୍ରାମରେ ଜଣେ ଜଣେ ପ୍ରସୂତି ମହିଳାଙ୍କୁ ଗର୍ଭ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ୧୭-୦୫-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୧୭ ରିଖ ଶୁକ୍ରବାର ବୃଷ ୩ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଚତୃଦ୍ଦଶୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ବିଛା ଧନୁ ମୀନ ରାଶିର ଘାତ ବାର…

‘ବିଏମସି’ରେ ଉଦଘାଟିତ ହେଲା ମୋବାଇଲ୍ ଏଟିଏମ ଭ୍ୟାନ୍

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି)ର ଅତିରିକ୍ତ କମିଶନର୍ ଅନନ୍ୟା ଦାସଙ୍କ ଦ୍ୱାରା ଆକ୍ସିସ୍ ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କର ଦୁଇଟି ମୋବାଇଲ ଭ୍ୟାନ ଗୁରୁବାର ଦିନ ଉଦଘାଟନ ହୋଇଛି । ପ୍ରଳୟଙ୍କରୀ ବାତ୍ୟା ଫନି ଯୋଗୁଁ ରାଜଧାନୀରେ ନେଟୱର୍କ ଅସୁବିଧା…

କେନ୍ଦ୍ରାପଡ଼ାରେ ୩୦ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯିବ: ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡ଼ା ଗସ୍ତ କରି ଫନି ପରବର୍ତ୍ତୀ ରିଲିଫ, ପୁନଃରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଥିଲେ ଓଡ଼ିଶାର ଉପକୂଳ ଅଞ୍ଚଳ…

ଆଇନା

ଆଇନା ଚନ୍ଦ୍ରଶେଖର ମିଶ୍ର ମୁଁ କାନ୍ଦିଲେ ତୁ ବି ତ କାନ୍ଦୁ ମୁଁ ହସିଲେ ତୁ ହସୁ ଏକା ତୁ ହିଁ ଚିହ୍ନିପାରୁ ମରୁଦେହରେ ହସ ହେଇ ଫୁଲ ଫୁଟିବାର ମୁହୂର୍ତ୍ତ ସବୁକୁ ଛାତିତଳେ କୋହର ଉଦ୍ଗିରଣକୁ ଚାପି ରଖିବାର ଅସହାୟପଣକୁ, ମାପିପାରୁ ଧାପେ ହସର ଗଭୀରତା ଆଉ ଦି ଧାର ଅଶ୍ରୁର…