Latest Odisha News

BREAKING NEWS

Yearly Archives

2019

୪୦ ଡିଗ୍ରୀ ଟପିଲା ରାଜ୍ୟର ୧୧ଟି ସହରର ତାପମାତ୍ରା, ବଢିବ ତାତି

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଥିବାବେଳ ଆଗାମୀ ୪ରୁ ୫ ଦିନ ମଧ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ଓଡିଶାର ପାଖାପାଖି ୧୧ଟି ସହରର ତାପମାତ୍ରା ୪୦…

ଜାମ୍ମୁ-କାଶ୍ମୀର: ଏନକାଉଣ୍ଟରରେ ୩ ଆତଙ୍କବାଦୀ ମୃତ, ଯବାନ ସହିଦ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ପୁଲୱାମା ଜିଲ୍ଲା ନିକଟସ୍ଥ ଦଲିପୋରା ଅଞ୍ଚଳରେ କେତେକ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୧୬-୦୫-୨୦୧୯ ଗୁରୁବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୧୬ ଗୁରୁବାର ବୃଷ ୨ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ଭୁକ୍ତ ତ୍ରୟୋଦଶୀ ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର ତୁଳା କୁମ୍ଭ ରାଶିର…

ବାଲେଶ୍ୱରରେ ବଜ୍ରପାତ ଯୋଗୁଁ ୨ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ଵର ରେ ବଜ୍ରପାତ ଘଟଣାରେ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଶିଂଲା ଥାନା ଅନ୍ତର୍ଗତ ରାନେଶ୍ୱର ପୁର ଡିହ ଚକ ସର୍ଥା ର ବାବୁରାମ ସିଂ ଓ ବାସୁଦେବ ଜେନା । ମିଳିଥିବା ସୂଚନାନୁଯାୟୀ, ଚିଙ୍ଗୁଡ଼ି ଘେରିରେ ଡିଜେଲ୍ ମେସିନ ସଜାଡିବାକୁ ୨ ଜଣ କାରିଗର…

ବାଲୁଖଣ୍ଡ ଅଭୟାରଣ୍ୟକୁ ଫେରିଲେ ହରିଣ

ଭୁବନେଶ୍ୱର: କୁହାଯାଏ ଯେ ପ୍ରାକୃତିକ ଦୁର୍ବିପାକର ସୂଚନା ଜୀବଜନ୍ତୁମାନେ ଆଗୁଆ ପାଇଥାନ୍ତି । ଯାହାକି ବାଲୁଖଣ୍ଡ ଅଭୟାରଣ୍ୟର ହରିଣମାନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ସେଠାରେ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରାୟ ୪ ହଜାରରୁ ଊଦ୍ଧ୍ୱର୍ ହରିଣ ଥିଲେ । ଯେଉଁଥିପାଇଁ ବାଲୁଖଣ୍ଡ ଅଭୟାରଣ୍ୟର…

ବାତ୍ୟା ବିପର୍ଯ୍ୟସ୍ତ ପୁରୀ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ବ୍ୟାତ୍ୟାରେ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇପଡ଼ିଥିବା ପୁରୀ ଜିଲ୍ଲା ଲାଗି ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ମେ ୩ ତାରିଖ ଦିନ ଓଡ଼ିଶାରେ ଯେଉଁ ପ୍ରଳୟଙ୍କରୀ ବାତ୍ୟା ହୋଇଥିଲା ସେଥିମଧ୍ୟରେ ପୁରୀ ଜିଲ୍ଲାରେ ଅଧିକ…

ଦୀର୍ଘ ୧୨ ଦିନ ପରେ ବଡ଼ଦାଣ୍ଡ ହେଲା ଆଲୋକିତ…

ପୁରୀ: ପ୍ରଳୟଙ୍କରୀ ବାତ୍ୟା ଫନି ପୁରୀ ସହର ସମେତ ଓଡ଼ିଶା ଅର୍ଦ୍ଧାଧିକ ଜିଲ୍ଲାରେ ତାଣ୍ଡବ ଲୀଳା ରଚାଇ କ୍ଷତିଗ୍ରସ୍ତ କରିଦେଇଥିଲା । ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିରରେ ମହାପଭୁ ଶ୍ରୀଜଗନ୍ନାଥ ମଧ୍ୟ ଅନ୍ଧାର ମଧ୍ୟରେ କାଳାତିପାତ କରୁଥିଲେ, ମାତ୍ର ଆଜି ଶ୍ରୀମନ୍ଦିରକୁ ବିଦ୍ୟୁତ ସଂଯୋଗ ହେବା…

ବାତ୍ୟା ଯୋଗୁଁ କଳିଙ୍ଗ ଷ୍ଟାଡିୟମରେ ନଷ୍ଟ ହେଲା ୧୧ କୋଟି ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର : ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପ୍ରଭାବରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ପ୍ରାୟ ୧୧ କୋଟି ଟଙ୍କାର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି । ବୁଧବାର ଦିନ ଆନ୍ତ-ମନ୍ତ୍ରଣାଳୟ ଟିମ୍ ଷ୍ଟାଡିୟମରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିବା ନେଇ ରାଜ୍ୟ କ୍ରୀଡା ସଚିବ ବିଶାଲ ଦେବ ସୂଚନା…

ଆଉ ୫ ଦିନ ପରେ ପୁରୀକୁ ସମ୍ପୂର୍ଣ୍ଣ ବିଦ୍ୟୁତ୍ ସେବା!

ପୁରୀ : ପୁରୀ ବଡଦାଣ୍ଡ ତଥା ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ସନ୍ଧ୍ୟା ୫ଟା ସୁଦ୍ଧା ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ବୁଧବାର ଦିନ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ସୂଚନା ପ୍ରଦାନ କରିଛନ୍ତି । ଆଗାମୀ ୫ ଦିନ ମଧ୍ୟରେ ସାରା ପୁରୀ ସହରରେ ବିଦ୍ୟୁତ୍ ସରବରାହ କରାଯିବ ବୋଲି ସେ…

ସ୍ପେନ୍ ଗସ୍ତ ଲାଗି ୨୧ ବର୍ଷରୁ କମ୍ ଭାରତୀୟ ହକି ଦଳରେ ଓଡିଶାର ୩ ଖେଳାଳି, ଅଭିନନ୍ଦନ ଜଣାଇଲେ ନବୀନ

ନୂଆଦିଲ୍ଲୀ : ସ୍ପେନରେ ଆରମ୍ଭ ହେବାକୁ ଥିବା ୮ ଦେଶୀୟ ୨୧ ବର୍ଷରୁ କମ୍ ହକି ପ୍ରତିଯୋଗିତାରେ ଘୋଷିତ ୧୮ ଜଣିଆ ଭାରତୀୟ ଦଳରେ ୩ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଓଡିଶାର ଏହି ୩ ଜଣ ହକି ଖେଳାଳୀ ସୁମନ ବେକ୍, ପ୍ରତାପ…