ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ସୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ
ନୂଆଦିଲ୍ଲୀ: ଓଡ଼ିଆ ସୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ ଚେକ୍ ଗଣରାଜ୍ୟର ପ୍ଲାଜେନଠାରେ ଅନୁଷ୍ଠିତ ହେଉଥିବା ୫୦ ତମ ଲିବେରେସନ ସୁଟିଂ ପ୍ରତିଯୋଗିତାର ମିକ୍ସଡ଼ ଡ଼ବଲ୍ସ ବିଭାଗରେ ବୁଧବାର ଦିନ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ମହିଳା ସୁଟର୍ ଶ୍ରୀୟଙ୍କା ୧୦ ମିଟର୍ ଏୟାର୍ ରାଇଫଲ ବିଭାଗ ମିକ୍ସଡ଼…